Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ଜଣେ କଟକ ନିଆଳିର ଚିହ୍ନଟ
ଭୁବନେଶ୍ୱର: ଛତିଶଗଡ଼ରେ ନିହତ ୧୬ ମାଓବାଦୀଙ୍କ ମଧ୍ୟରୁ ମିଳିଲା ୧୨ ଜଣଙ୍କ ପରିଚୟ।ଏନ୍କାଉଣ୍ଟରରେ ନିହତ ମାଓବାଦୀଙ୍କ ମଧ୍ୟରୁ ଜଣେ ଓଡ଼ିଆ ଚିହ୍ନଟ ହୋଇଛନ୍ତି। ମୃତ ମାଓବାଦୀ ଜଣଙ୍କ କଟକ ନିଆଳିର ଆଲୋକ ଓରଫ୍ ମୁନ୍ନା ବୋଲି ଜଣାପଡିଛି।
ଆଉ ୨ ଜଣ ନୂଆପଡା ଓ କଳାହାଣ୍ଡିରେ ଛଦ୍ମବେଶରେ!-->!-->!-->…
ଝରପାରିରେ ହାଡ଼ଭଙ୍ଗା ଚିକିତ୍ସା ମାଗଣା
ଚିକିତ୍ସା ପରେ ଜେନେରିକ ଔଷଧ ଦେଇ ରୋଗୀଙ୍କୁ ଶୋଷଣ କରାଯାଉଛି….!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଧରାକୋଟ ବ୍ଲକ ଅଞ୍ଚଳରେ ଥିବା ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ହାଡ଼ ଭାଙ୍ଗିଥିବା ଚିକିତ୍ସା କରାଯାଉଛି। ଜିଲ୍ଲା ସମେତ ଜିଲ୍ଲା ବାହାର ରୁ ଦୂର ଦୁରାନ୍ତ ରୁ ହାଡ଼ ଭଙ୍ଗା ଚିକିତ୍ସା କରିବାକୁ!-->…
୧୫୭ ନୁହେଁ ୫ ହଜାର ପୁରୁଷ ‘ସୁଭଦ୍ରା’ ଯୋଜନାରେ ଆବେଦନ କରିଛନ୍ତି : ପ୍ରମିଳା ମଲ୍ଲିକ
ଭୁବନେଶ୍ବର ୨୩।୧: ପୁରୁଷ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳିବା ନେଇ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ସେ କହିଛନ୍ତି, ଉପ ମୁଖ୍ୟମନ୍ତ୍ରୀ ମହୋଦୟା କହିଛନ୍ତି ୧୫୭ ସୁଭଦ୍ରା ପୁରୁଷ ହିତାଧିକାରୀ ସୁଭଦ୍ରା ଟଙ୍କା ନେଇଛନ୍ତି । ପୁରୁଷ ହିତାଧିକାରୀ!-->…
ବାଣ ନିଆଁରେ ଛପର ଜଳିଗଲା, ଯଜ୍ଞ ମଣ୍ଡପ ନଖୁଣ ରହିଲା
କଟକ : ଦାଢାପାଟଣା ଗ୍ରାମରେ ଯଜ୍ଞର ପୂର୍ଣ୍ଣାହୂତି ଚାଲିଥିବା ବେଳେ ବାଣର ନିଆଁ ପଡ଼ି ବଡ଼ ଅଘଟଣ ଘଟିବାରୁ ଅଳ୍ପକେ ବର୍ତ୍ତିଯାଇଛି। ଭାଗ୍ୟବଶତଃ ମଣ୍ଡପ ଉପର ଟେଣ୍ଟ ଛପର ସଂମ୍ପୂର୍ଣ୍ଣ ଜିଳି ପାଉଁଶ ହୋଇଯାଇଥିବା ବେଳେ କେହି ମୃତ କିମ୍ବା ଆହତ ବି ହୋଇ ନାହାଁନ୍ତି।ଦାଢ଼ାପାଟଣା ଗ୍ରାମର ପରମ!-->…
ମଣ୍ଡିରୁ ଧାନ ଉଠାଇବାରେ ଅବହେଳା କଲେ କାର୍ଯ୍ୟାନୁଷ୍ଠାନ!
ଛତ୍ରପୁର: ମଣ୍ଡିରୁ ଧାନ ଉଠାଇବାରେ ବିଳମ୍ୱ ଓ ଅବହେଳା କାରଣରୁ ପ୍ରଦର୍ଶନ କରିଥିବା ହେତୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୬ ଘଣ୍ଟା ମଧ୍ୟରେ କାରଣ ଦର୍ଶାଅ ନୋଟିସ୍ ଜାରି। ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଳକର ୪ ଜଣ, ଗଞ୍ଜାମ ବ୍ଳକର ୪ ଜଣ ଓ ପୁରୁଷୋତ୍ତମ ବ୍ଳକର ୩ ଜଣ ମିଲରଙ୍କୁ କାରଣ ଦର୍ଶାଅ!-->…
୩,୨୭୨ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡର ରଦ୍ଦ…
ଭୁବନେଶ୍ୱର : ଦୀର୍ଘବର୍ଷ ଧରି ଯେଉଁ ପିଟିସନକୁ ବିଭାଗ ଗୁରୁତ୍ୱ ନଦେଇ ଡଷ୍ଟବିନକୁ ଫିଙ୍ଗି ଦେଉଥିଲା, ଏବେ ସେହି ପିଟିସନକୁ ଆଳ କରି ୩୨୭୨.୧୮ କୋଟି ଟଙ୍କାର ୫ଟି ମେଗା ଲିଫ୍ଟ ଇରିଗେସନ୍ ଟେଣ୍ଡରକୁ ବାତିଲ କରିଛି। ସାଧାରଣ ନିର୍ବାଚନର ଠିକ୍ ପୂର୍ବରୁ ରାଜ୍ୟ ବାହାରର ଠିକାଦାରୀ ସଂସ୍ଥାକୁ!-->…
ନବ ଦାସ ହତ୍ୟାକାଣ୍ଡ ମାମଲା, ସରକାର ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଭୁବନେଶ୍ବର: ନବ ଦାସ ହତ୍ୟାକାଣ୍ଡ ମାମଲାରେ ସରକାର ଶୀଘ୍ର ନିଷ୍ପତ୍ତି ନେବେ। ବିଭିନ୍ନ ତଥ୍ୟ ଗୋଟି ଗୋଟି କରି ସାମ୍ନାକୁ ଆସୁଛି। ଏଭଳି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ ଆହୁରି କହିଛନ୍ତି, ପୂର୍ବ ସରକାର ସମୟରେ ଭୟର ବାତାବରଣ ଥିବାରୁ ଅନେକ ଲୋକ ମୁହଁ!-->…
‘ନେତାଜୀଙ୍କ ଦୃଷ୍ଟିକୋଣକୁ ନେଇ ସମୃଦ୍ଧ ଦେଶ ନିର୍ମାଣ ଉଦ୍ଦେଶ୍ୟରେ ବଢ଼ିବାକୁ ହେବ’
କଟକ: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ନିଜ ମାତୃଭୂମି ପାଇଁ ଉଚ୍ଚ ପଦପଦବୀକୁ ତ୍ୟାଗ କରି ଜନ୍ମମାଟିର ସେବା ପାଇଁ ନିଜକୁ ଉତ୍ସର୍ଗୀକୃତ କରିଥିଲେ। ଅଦମ୍ୟ ସାହସରେ ସାମରିକ ଉପାୟରେ ବ୍ରିଟିଶ ସାମ୍ରାଜ୍ୟକୁ ନଷ୍ଟ କରିବା ପାଇଁ ସେ ଜାପାନ ସମର୍ଥନରେ ସିଙ୍ଗାପୁରଠାରେ ନିର୍ବାସିତ ଭାରତୀୟ!-->…
ଉତ୍କର୍ଷ ଓଡ଼ିଶା କନକ୍ଲେଭରେ ଯୋଗ ଦେବେ ୧୨ ରାଷ୍ଟ୍ରର ପୁଞ୍ଜିପତିଙ୍କ ସମେତ ୫ହଜାର ଶିଳ୍ପ ପ୍ରତିନିଧି
ଭୁବନେଶ୍ବର : ଚଳିତବର୍ଷ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ ଓଡ଼ିଶା’ କନକ୍ଲେଭରେ ୫ହଜାରରୁ ଅଧିକ ଶିଳ୍ପ ପ୍ରତିନିଧି ଯୋଗ ଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କନକ୍ଲେଭକୁ ଉଦଘାଟନ କରିବେ । ୧୨ଟି ରାଷ୍ଟ୍ରର ପୁଞ୍ଜିନିବେଶକଙ୍କ ସମେତ ଫର୍ଚ୍ୟୁନ୍ ତାଲିକାରେ ସାମିଲ ୧୦୦ କମ୍ପାନୀର!-->…
ବାରବାଟୀରେ ଭାରତ-ଇଂଲଣ୍ଡ ଦିନିକିଆ : ମ୍ୟାଚ୍ର ପ୍ରଥମ ଟିକେଟ ଜଗନ୍ନାଥଙ୍କୁ ପ୍ରଦାନ, ମୁଖ୍ୟମନ୍ତ୍ରୀ କିଣିଲେ ଟିକେଟ୍
ଭୁବନେଶ୍ୱର/କଟକ ୨୨।୦୧ : ଫେବୃଆରୀ ୯ରେ କଟକ ବାରବାଟିରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ କ୍ରିକେଟ୍ ମ୍ୟାଚ୍ । ଏଥିପାଇଁ ପ୍ରଥମ ଟିକେଟ୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଦାନ କରିଛି ଓଡିଶା କ୍ରିକେଟ୍ ଆସୋସିଏସନ୍ । ଓସିଏ ସଂପାଦକ ସଞ୍ଜୟ ବେହେରା ପୁରୀ ଯାଇ ମହାପ୍ରଭୁଙ୍କୁ ଏହି!-->…