Browsing Category

ଓଡିଶା

ଶୀତରେ ଥରୁଛି ଓଡିଶା : ୧୦ ଡିଗ୍ରୀ ତଳେ ୧୧ ସହର

ଭୁବନେଶ୍ବର: ରାଜ୍ୟରେ ଥରାଉଛି ଜାଡ । ରାତି ତାପମାତ୍ରା କମୁଛି । କାଲୁଆ ଶୀତରେ ଥରୁଛି ଓଡିଶା । ଏଥିସହିତ ସକାଳୁ ସକାଳୁ କୁହୁଡିର ପରସ୍ତ ଜନଜୀବନଙ୍କୁ ଅସ୍ତବ୍ୟସ୍ତ କରି ରଖିଛି । ଆହୁରି ଦୁଇଦିନ ଏମିତି ଶୀତ ଥରାଇବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅନ୍ୟପଟେ

ମାଲକାନଗିରି ପୋଲିସ କୁ ମିଳିଛି ବଡ଼ ସଫଳତା :ଜବତ ହେଲା ଏସ ଏଲ ଆର ସହ ୫୨ ଜୀବନ୍ତ ଗୁଳି…

ମାଲକାନଗିରି : ମାଲକାନଗିରି ପୋଲିସ କୁ ମିଳିଛି ବଡ଼ ସଫଳତା ।ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଜିନେଲ୍ ଗୁଡ଼ା ଠାରେ ମାଓବାଦୀ ମାନେ ବିସ୍ପୋରକ ସାମଗ୍ରୀ ମାଟି ତଳେ ପୋତି ରଖିବା ସହ ମାଓ ଆକ୍ରମଣ ଯୋଜନା କରୁଥିବା ସୂଚନା ପାଇ ଥିଲେ ମାଲକାନଗିରି ଏସପି । ଏସପି ଙ୍କ ନେତୃତ୍ଵ ରେ ଡି

୭୬ ତମ ଜିଲ୍ଲାସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଛତ୍ରପୁର : ଚଳିତ ବର୍ଷର ଜିଲ୍ଲା ସ୍ତରୀୟ ୭୬ ତମ ସାଧାରଣ ତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହେବ। ଚଳିତ ବର୍ଷର ସାଧାରଣ ତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଦିବ୍ୟ ଜ୍ଯୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ଡ.ପ୍ରମୋଦ କୁମାର

ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ

ବାଲେଶ୍ବର : ଜବରଦଖଲ ଉଚ୍ଛେଦ ପାଇଁ ବାଲେଶ୍ୱରରେ କର୍ଫ୍ୟୁ । ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।ଜବରଦଖଲକୁ ଉଚ୍ଛେଦ କରିବାକୁ ପ୍ରଶାସନ

ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?

ଠକ ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତିଙ୍କ ଚିତାକଟା ନେଟୱାର୍କର ପଲିଟିକାଲ୍‌ ଲିଙ୍କ ଆସିବ କି? ଚର୍ଚ୍ଚାରେ ଥିବା ଦୁଇ ଦୁଇ ଜଣ ପୂର୍ବତନ ମନ୍ତ୍ରୀ ଓ ଜଣେ ବିଧାୟକଙ୍କ ମୁଖା ଖୋଲିବ କି ଭୁବନେଶ୍ୱର କମିସନରେଟ୍‌ ପୁଲିସ? ଫିଟିବ କି ଖଣି ମାଫିଆ, ଠିକାଦାର, ମଦ ମାଫିଆଙ୍କ ଭଳି ବଳଶାଳୀ

ପ୍ରବାସୀ ଭାରତୀୟ ସମ୍ମିଳନୀ ଭାରତ ତଥା ଓଡ଼ିଶାରେ ନିବେଶ ପାଇଁ ପ୍ଲାଟଫର୍ମ ତିଆରି କରିଛି : କେ.ଭି. ସିଂହଦେଓ

ଭୁବନେଶ୍ବର ୧୧।୧: ପୂର୍ବ ବିଜେଡ଼ି ସରକାର ଓଡ଼ିଶାକୁ ନିବେଶ ଆଣିବା ପାଇଁ ଅନ୍ୟ ରାଜ୍ୟ ଓ ବିଦେଶକୁ ଯାଉଥିଲେ । କିନ୍ତୁ ଏବେ ବିଜେପି ସରକାର ସମୟରେ ନିବେଶକ ମାନେ ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଆସୁଛନ୍ତି ବୋଲି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।

କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍‌ ଥିଲେ ଦୀପାଳି-ଆକାଶ?

ଭୁବନେଶ୍ବର : ଦୀପାଳି ଦାସ ଓ ତାଙ୍କ ଭାଇ ଆକାଶ ଦାସଙ୍କୁ କାଉଣ୍ଟର କରିଛି ବିଜେପି। ବାପା ନବ କିଶୋର ଦାସ ହତ୍ୟା ବେଳେ କାହିଁକି ଓ କାହା ପ୍ରରୋଚନାରେ ଦୀପାଳି ଓ ଆକାଶ ଚୁପ୍‌ ଥିଲେ,ତାହା ଆମେ ଦେଖିଛୁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ମନୋଜ ମହାପାତ୍ର। ଆଜି ସକାଳେ ଝାରସୁଗୁଡ଼ାର ପୂର୍ବତନ

ଦିନେ ବଢିଲା ଏକାମ୍ର କାନନରେ ଆୟୋଜିତ ପୁଷ୍ପ ପ୍ରଦର୍ଶନୀ, ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଭୁବନେଶ୍ବର ୧୧।୧: ଗୋଟିଏ ଦିନ ବଢିଲା ପୁଷ୍ପ ପ୍ରଦର୍ଶନୀ । ଏକାମ୍ର କାନନରେ ଆୟୋଜିତ ବାର୍ଷିକ ପୁଷ୍ପ ପ୍ରଦର୍ଶନୀ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଆଉ ଗୋଟିଏ ଦିନ ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ଏ ନେଇ ଘୋଷଣା କଲେ ଜଙ୍ଗଲ ପରିବେଶ

ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଦୀପାଳି ଦାସ

ଭୁବନେଶ୍ବର ୧୧।୧: ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡ଼ି ନେତ୍ରୀ ଦୀପାଳି ଦାସ । ନବୀନଙ୍କୁ ଭେଟିବା ପରେ ଦୀପାଳି କହିଛନ୍ତି, ନବୀନ ପଟ୍ଟନାୟକ ଆମ ପରିବାର ସହ ପରିବାର ହୋଇ ଠିଆ ହୋଇଥିବାରୁ ଧନ୍ୟବାଦ ଦେଲି । ସେ କହିଲେ ଷ୍ଟ୍ରଙ୍ଗ ରୁହ, ଡାର୍ଟି

ତାମିଲନାଡୁରେ ବଲାଙ୍ଗିରର ଦୁଇ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗିର ୧୧।୧: ପୁଣି ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ । ତାମିଲନାଡୁ ରାଜ୍ୟ ଚେନ୍ନାଇ ନିକଟରେ ରେଳ ଧାରଣରୁ ବଲଙ୍ଗିର ସହରର ଦୁଇ ଜଣ ଯୁବକଙ୍କ ଶବ ଉଦ୍ଧାର ହୋଇଛି । ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି । ବଲାଙ୍ଗିର ଟାଉନ ଥାନା ହାତୀଶାଳପଡାର