Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
‘ପର୍ଯ୍ୟଟନ ଶିଳ୍ପକୁ ଛୁଇଁବ ଡବଲ ଡେକର୍ ବସ୍ ଓ ନୂଆ ମୋ ବସ୍’
ଭୁବନେଶ୍ୱର: ପ୍ରାଥମିକ ପର୍ଯ୍ୟାୟରେ ମୋଟ ୫ଟି ବସ୍ ଆସିବାକୁ ଥିବା ବେଳେ, ଶୁକ୍ରବାର ଭୁବନେଶ୍ବରରେ ଦୁଇଟି ଡବଲ ଡେକର ବସ୍ ପହଞ୍ଚିଛି । ଏହି ବସ୍ ରେ ଓଡ଼ିଶାର କଳା, ସଂସ୍କୃତିର ଝଲକ ପ୍ରତିଫଳିତ ରହିଛି । ସେହିପରି ଅତ୍ୟାଧୁନିକ ଡିଜାଇନ୍ରେ ୫ଟି ମୋ ବସ ଆସିଥିବା ବେଳେ ଆଉ ୫ଟି ବସ ମଧ୍ୟ!-->…
ଭୁବନେଶ୍ୱର ରେଳଷ୍ଟେସନ ର ନବୀକରଣ କାର୍ଯ୍ୟର ସମୀକ୍ଷା କଲେ ସାଂସଦ ଅପରୀଜିତା ଷଡ଼ଙ୍ଗୀ
ଭୁବନେଶ୍ୱର: ଆଜି ମାଷ୍ଟରକ୍ୟାଣ୍ଟିନ ସ୍ଥିତ ଭୁବନେଶ୍ୱର ମୁଖ୍ୟ ରେଳ ଷ୍ଟେସନର ନବୀକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ସାଂସଦ ଅପରୀଜିତା ଷଡ଼ଙ୍ଗୀ । ରେଳ ବିଭାଗର ସମସ୍ଥ ଅଧିକାରୀଙ୍କ ଉପସ୍ଥିତିରେ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଇଷ୍ଟକୋଷ୍ଟ ରେଲଓ୍ୱେର ଜିଏମଙ୍କ ସହ ଆଲୋଚନା କରିଛନ୍ତି!-->…
ପୁରୀରେ ବେଆଇନ୍ ନିର୍ମାଣ ରୋକିବ ସ୍ୱତନ୍ତ୍ର ସ୍କ୍ୱାର୍ଡ, ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ସ୍କ୍ୱାର୍ଡ ଗଠନ
ପୁରୀ : ପୁରୀରେ ବେଆଇନ୍ ନିର୍ମାଣ ରୋକିବାକୁ ସରକାରଙ୍କ ବଡ ପଦକ୍ଷେପ । ବେଆଇନ୍ ନିର୍ମାଣ ରୋକିବ ସ୍ୱତନ୍ତ୍ର ସ୍କ୍ୱାର୍ଡ । ପୂର୍ବତନ ସେନା କର୍ମଚାରୀଙ୍କୁ ନେଇ ସ୍କ୍ୱାର୍ଡ ଗଠନ କରାଯାଇଛି । ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ ୮ଟି ଟିମ୍ ଗଠନ ହୋଇଥିବା ପୁରୀ ଜିଲ୍ଲାପାଳ ସୂଚନା!-->…
ବଢିଲା ଦେଶୀ ମଦ ସାଙ୍ଗକୁ ବିୟର ଦର
ଭୁବନେଶ୍ବର: ବଢିଲା ଆସ୍କା-୪୦ ଓ ବିୟର୍ ଦାମ୍ । ଆସ୍କା ୪୦ ସାଙ୍ଗକୁ ବିୟରର ଦାମ୍ ୧୦ ଟଙ୍କାଙ୍କୁ ବୃଦ୍ଧି କରିଚନ୍ତି ରାଜ୍ୟ ସରକାର । ବିୟର୍ ବୋତଲ ପିଛା ୧୦ ଟଙ୍କା ଦର ବଢ଼ିଥିବା ବେଳେ ଏବେ ଆସ୍କା-୪୦ର ଦାମ୍ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି । ଗତ ଡିସେମ୍ବର ୧ରୁ ଏହି!-->…
୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ, ଦୁଇ ଭାଇ ଗିରଫ
ଭଦ୍ରକ: ଭଦ୍ରକ ଟାଉନ ଥାନା ପୋଲିସକୁ ସଫଳତା । ଚରମ୍ପା ଗୁଣ୍ଠୁଣିଆ ବଜାରରେ ଦୀର୍ଘ ଦିନ ଧରି ପୋଲିସ ଆଖିରେ ଧୂଳି ଦେଇ ବ୍ରାଉନ ସୁଗାର କାରବାର କରି ଆସୁଥିବା ଦୁଇ ଭାଇଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ୯ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି ।
ଗିରଫ ଦୁଇ!-->!-->!-->…
ଆଇଏଏସ ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ
ଭୁବନେଶ୍ୱର : ମନୋଜ ସାହୁ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅରିନ୍ଦମ ଡାକୁଆଙ୍କ ସ୍ଥାନରେ ନିଯୁକ୍ତ ହେଲେ ମନୋଜ ସାହୁ । 1996 ବ୍ୟାଚର ଆଇଏଏସ ଅଫିସର ହେଉଛନ୍ତି ମନୋଜ ସାହୁ । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଅଛନ୍ତି ମନୋଜ ସାହୁ ।
ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ଭିତରକନିକା ମନା
କେନ୍ଦ୍ରାପଡା: ଜାନୁଆରୀ ୧୪ରୁ ପର୍ଯ୍ୟଟକଙ୍କୁ ମନା ଭିତରକନିକା । କୁମ୍ଭୀର ଗଣନା ପାଇଁ ଆସନ୍ତା ୧୪ରୁ ୨୧ ତାରିଖ ଯାଏଁ ଭିତରକନିକା ବନ୍ଦ ରହିବ ନେଇ ସୂଚନା ଦେିଛନ୍ତି ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ ।
ତେବେ ବସନ୍ତା ୧୪ ତାରିଖରୁ ଭିତରକନିକାରେ ଚଳିତ ବର୍ଷର ପ୍ରଥମ କୁମ୍ଭୀର!-->!-->!-->…
ଜାନୁଆରୀ ୧୫ ପରେ ମିଳିବ ସୁଭଦ୍ରାର ଚତୁର୍ଥ ପର୍ଯ୍ୟାୟ କିସ୍ତି
ଭୁବନେଶ୍ବର: ବଢିଲା ସୁଭଦ୍ରା ଯାଞ୍ଚ ସମୟ । ଏବେ ଜାନୁଆରୀ ୧୫ ପରେ ‘ସୁଭଦ୍ରା’ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଆଜି ଚତୁର୍ଥ ପର୍ଯ୍ୟାୟ ଟଙ୍କା ନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ଏନେଇ!-->!-->!-->…
ପାଣିକୋଇଲି ପଣ୍ଡା ଅଳଙ୍କାରରେ ବନ୍ଧୁକ ଫୁଟାଇ ଲୁଟ ଉଦ୍ୟମ, ୨ ମୃତ, ଦୁଇ ଅଭିଯୁକ୍ତ ଅଟକ
ଯାଜପୁର/ରୋଡ଼/ଟାଉନ : ଯାଜପୁର ଜିଲ୍ଲା ପାଣିକୋଇଲି ଛକରେ ଥିବା ପଣ୍ଡା ଅଳଙ୍କାର ଦୋକାନରେ ଆଜି ମଧ୍ୟାହ୍ନ ରେ ସଶସ୍ତ୍ର ଡକାୟତି ଉଦ୍ୟମ ହୋଇଛି l ଡକାୟତଙ୍କ ଗୁଳିରେ ଦୋକାନର ଦୁଇ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି l ତେବେ ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ଅଵସ୍ଥା!-->…
ନିଯୁକ୍ତ ହେବେ ଆଉ ୨ ହଜାର ଟ୍ରାଫିକ୍ ପୋଲିସ୍
ଭୁବନେଶ୍ବର: ଚଳିତ ବର୍ଷ ୫୦୦ ଟ୍ରାଫିକ ପୋଲିସଙ୍କୁ ମିଳିବ ନିଯୁକ୍ତି । ଟ୍ରାଫିକ ସମସ୍ୟା ପାଇଁ ଆଉ ଅଧିକ ୨୦୦୦ ଟ୍ରାଫିକ୍ କର୍ମଚାରୀ ପୋଷ୍ଟ ବାହାରକରାଯିବ । ଖାଲି ସେତିକି ନୁହେଁ ଘରୋଇ ବସ ମାନଙ୍କରେ ମଧ୍ୟ ଦୁର୍ଘଟଣାରୁ ବର୍ତ୍ତିବା ପାଇଁ ସ୍ମାର୍ଟ ମିଟର ଲାଗିବ । ଆଜି ଜାତୀୟ ସଡକ ସୁରକ୍ଷା!-->…