Browsing Category

ଓଡିଶା

ନୟାଗଡ଼ ଜିଲ୍ଲାର ଚିନିକଳ ର ନୂତନ କ୍ରିୟାନୁଷ୍ଠାନ କମିଟି ଗଠିତ…

ନୟାଗଡ଼: ନୟାଗଡ଼ ଚିନିକଳ ମିଳିତ କ୍ରିୟାନୁଷ୍ଠାନ କମିଟି ଗତ ୦୩- ୦୯-୨୦୨୪ ତାରିଖ ଜିଲ୍ଲାପାଳ ଙ୍କ ବୈଠକ ଗୃହରେ ଜିଲ୍ଲାର ସମସ୍ତ ପଦାଧିକାରୀ, ପୁରୀ ଲୋକସଭା ସାଂସଦ ଡକ୍ଟର ସମ୍ବିତ ପାତ୍ର ଏବଂ ଜିଲ୍ଲାପାଳଙ୍କ ସଭାପତିତ୍ବରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରି ନୟାଗଡ଼ ଚିନିକଳ ଚଳେଇବା ପାଇଁ

ରଘୁବର ଦାସଙ୍କ ଇସ୍ତଫା, ଓଡ଼ିଶାର ନୂଆ ରାଜ୍ୟପାଳ ଡଃ ହରିବାବୁ କମ୍ଭାମପତି

ଭୁବନେଶ୍ବର : ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ସ୍ଥାନରେ ନୂଆ ରାଜ୍ୟପାଳ ହେବେ ଡଃ ହରିବାବୁ କମ୍ଭାମପତି। ମିଜେରାମର ରାଜ୍ୟପାଳ ଭାବେ କାର୍ଯ୍ୟରତ ଡଃ କମ୍ଭାମପତିଙ୍କୁ ଆଜି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି। ଏନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ମିଳିଛି। ପୁଅଙ୍କ ବିବାଦୀୟ

ବଡଦିନର ବିଶେଷତ୍ବ

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ରୂପେ ବଡ଼ଦିନକୁ ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ବଡ଼ ଧୁମ୍‍ଧାମ୍‍ର ସହିତ ପ୍ରତିବର୍ଷ ଡିସେମ୍ବର ୨୫ ତାରିଖ ଦିନ ପାଳନ କରିଥାନ୍ତି । ଖ୍ରୀଷ୍ଟୀୟ ପାଞ୍ଜି ବା ଗୀର୍ଜାର କ୍ୟାଲେଣ୍ଡର୍ ଅନୁସାରେ ଖ୍ରୀଷ୍ଟ ଜନ୍ମର କିଛି ଦିନ ପୂର୍ବରୁ ଉପବାସ ଓ ନିଷ୍ଠା ପୂର୍ବକ

ବର୍ଷ ଆରମ୍ଭରୁ ନୂଆ ମଙ୍ଗୁଆଳଙ୍କୁ ଧରି ମଇଦାନକୁ ଓହ୍ଲାଇବ ଓଡ଼ିଶା କଂଗ୍ରେସ

ଭୁବନେଶ୍ବର : ବିନା ମୁଖିଆରେ ୫ ମାସ ବିତିଲାଣି, ଏବେ ନୂଆ ବର୍ଷକୁ ଅପେକ୍ଷା। ବର୍ଷ ୨୦୨୫ ଆରମ୍ଭରେ ରାଜ୍ୟ କଂଗ୍ରେସକୁ ନୂଆ ମଙ୍ଗୁଆଳ ମିଳିଯିବ ବୋଲି ଆଜି ବରିଷ୍ଠ ନେତା ମହମ୍ମଦ ମୋକିମ୍ ଦମ୍ଭୋକ୍ତି ବାଢ଼ିଥିବାବେଳେ ସାଂସଦ ସପ୍ତଗିରି ଉଲାକା ବି ଖୁବଶୀଘ୍ର ଜଣେ ଦକ୍ଷ ଲୋକଙ୍କୁ ଏ ପଦରେ

ଗତକାଲିଠୁ ନିଖୋଜ ଥିଲେ ନାବାଳକ; ବସ୍ତାରୁ ମିଳିଲା ମୃତଦେହ

କେନ୍ଦୁଝର : ନାବାଳକଙ୍କୁ ହତ୍ୟା କଲେ। ପରେ ବସ୍ତାରେ ପୂରାଇ ପଡ଼ୋଶୀର ଘର ସମ୍ମୁଖରେ ଫିଙ୍ଗିଦେଲେ। ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଗୋପୀନାଥପୁର ଗାଁରେ। ମୃତ ନାବାଳକ ଜଣଙ୍କ ହେଲେ ପବନା ମୁଣ୍ଡା(୯)।ଗତକାଲି ସନ୍ଧ୍ୟାରୁ ପବନା ନିଖୋଜ ଥିଲେ। ପରିବାର ଲୋକେ ଚାରିଆଡ଼େ ଖୋଜାଖୋଜି କରିଥିଲେ

ରୋଜଭ୍ୟାଲି ମୁଖ୍ୟ ଗୌତମଙ୍କ ଜାମିନ ଆବେଦନ ଖାରଜ

କଟକ ୨୪/୧୨: ରୋଜ ଭ୍ୟାଲି ଚିଟ୍‌ଫଣ୍ଡ ମାମଲା । ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଜାମିନ ଆବେଦନ ଖାରଜ । ଦ୍ବିତୀୟ ଥର ପାଇଁ ହାଇକୋର୍ଟରେ ଗୌତମଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ଚିଟ୍‌ଫଣ୍ଡ ଦୁର୍ନୀତି ଅଭିଯୋଗରେ ୨୦୧୫ରେ ସିବିଆଇ ଗୌତମଙ୍କୁ କୋଲ୍‌କାତାରୁ ଗିରଫ କରିଥିଲା

ପୁରୀରେ ମୁକୁଳା ଡ୍ରେନ୍ ନେଲା ମୁଣ୍ଡ, ସ୍ଲାବ୍ ପଡିନଥିବାରୁ ଘଟିଲା ଅଘଟଣ

ପୁରୀ : ପୁରୀରେ ମୁକୁଳା ଡ୍ରେନ୍‌ରେ ଖସି ମଙ୍ଗଳବାର ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । କୁମ୍ଭାରପଡା ଥାନା ଗଜପତି ନଗରରେ ଏହି ଅଘଟଣ ଘଟିଛି । ମୁକୁଳା ଡ୍ରେନ୍‌ରେ ଖସି ପଡି ଯୁବକଙ୍କ ଜୀବନ ଚାଲି ଯାଇଛି। ମୃତକ ହେଉଛନ୍ତି ଗଜପତି ନଗରର ବାବି ଚୌଧୁରୀ। ପୌର ସଂସ୍ଥାର ଅବହେଳା ପାଇଁ ଏହି ଅଘଟଣ

ରାଜଧାନୀରେ ପୁଣି ଆରମ୍ଭ ହେବ ବୁଲା କୁକୁର ବନ୍ଧ୍ୟାକରଣ

ଭୁବନେଶ୍ବର : ରାଜଧାନୀରେ ବୁଲା କୁକୁରଙ୍କ ଆତଙ୍କରାଜ। ଆଇନଗତ କଟକଣା ଯୋଗୁ ଦୀର୍ଘ ଦିନ ହେଲା ରାଜଧାନୀରେ ବନ୍ଦ ରହିଛି କୁକୁର ବନ୍ଧ୍ୟାକରଣ। ରାସ୍ତାଘାଟ ହେଉକି କଲୋନୀ ବସ୍ତି, ସବୁଆଡ଼େ ବଢି ଚାଲିଛି ବୁଲା କୁକୁରଙ୍କ ଆତଙ୍କ। ସେପଟେ ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ରାଜଧାନୀରେ ପୁଣି

କଂଗ୍ରେସ କ୍ଷମା ପ୍ରାର୍ଥନା କରୁ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାବା ସାହେବ ଆମ୍ବେଦକରଙ୍କୁ ନେଇ ମନ୍ତବ୍ୟ ପ୍ରସଙ୍ଗରେ କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପଣ୍ଡିତ ନେହେରୁଙ୍କ ନାଁ ନେଇ ସମାଲୋଚନା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝି କହିଛନ୍ତି ଯେ କଂଗ୍ରେସ ପ୍ରଥମେ କ୍ଷମା ପ୍ରାର୍ଥନା କରିବା ଉଚିତ।

ପାରାଦୀପ ବନ୍ଦରରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର

ପାରାଦୀପ : ପାରାଦୀପ ବନ୍ଦର PICT ବର୍ଥରୁ ୨ଟି ସନ୍ଦିଗ୍ଧ ପାରା ଉଦ୍ଧାର କରାଯାଇଛି। ସେମାନଙ୍କ ଗୋଡ଼ରେ ବନ୍ଧା ହୋଇଛି ଦୁଇଟି ବେଲ୍ଟ। ଯେଉଁଥିରେ ବିଦେଶୀ ଭାଷାରେ କିଛି ଲେଖା ହୋଇଥିବା ମଧ୍ୟ ଜଣାପଡିଛି। ଏମଭି ଫାଷ୍ଟ ମାଜୁରୋ ଜାହାଜରେ ପାରା ଦୁଇଟି ବସିଥିଲେ। ତେବେ ଏମାନେ ରେସିଂ ପାରା ମଧ୍ୟ