Browsing Category

ଓଡିଶା

ଦରଦାମ ବୃଦ୍ଧି ନେତା ଓ ମନ୍ତ୍ରୀ ମାନଙ୍କୁ ବାଧୁନି..!

ମହଙ୍ଗା ମାଡ଼ ଏବେ ବଜାରକୁ ଗଲେ ପକେଟ ଖାଲି …! ବ୍ରହ୍ମପୁର: ଗତ ଛମାସ ହେଲା ପ୍ରତେକ ସାମଗ୍ରୀ ର ହୁଁ ହୁଁ ହୋଇ ବଢ଼ି ଚାଲିଛି। ଖାଉଟି ବିଚରା ବେହାଲ ସରକାରଙ୍କ ଖୁଷହାଲ ବୋଲି ଲୋକେ କହିଲେଣି। ରାଜ୍ୟ ବାସୀଙ୍କ ଗୃହରେ ଦରବୃଦ୍ଧି ଯୋଗୁଁ ଆଳୁ ମହଜୁଦ ରଖିବାର ଅଭିଶାପ ହେଲା। ପ୍ରଥମେ ଆଳୁ

ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ମହାପରାକ୍ରମ

ପୁରୀ : ମହୋଦଧିରେ ବିଶ୍ୱ ଦେଖିଲା ଭାରତୀୟ ନୌସେନାର ବଳ। ନୌସେନା ଦିବସରେ ଓଡ଼ିଶାରେ ଲେଖାହେଲା ଉତ୍ସବର ନୂଆ ଇତିହାସ। ରାଷ୍ଟ୍ରପତିଙ୍କ ସାମ୍ନାରେ ୧୫ ଯୁଦ୍ଧ ଜାହାଜ, ୩୭ ଏୟାରକ୍ରାଫ୍ଟ ଓ ୩୫ ଶହରୁ ଅଧିକ ନୌବୀରଙ୍କ ଦୁର୍ଦ୍ଧର୍ଷ ରଣକୌଶଳ ଦେଖି ତାଜୁବ ଦୁନିଆ। ଓଡ଼ିଆ ପୁଅ କମାଣ୍ଡର ରାହୁଲ

ସରକାରୀ ଜମିରେ ଘର ହୋଇଥିଲେ ଚଢିବ ବୁଲ୍‌ଡୋଜର

ଭୁବନେଶ୍ବର : ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ ଅଟାଳିକା କରିଛନ୍ତି, ହାଇକୋର୍ଟ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡଜର। ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି।ଗରିବଙ୍କୁ ପଟ୍ଟା ପ୍ରଦାନ ନେଇ ମନ୍ତ୍ରୀ କହିଛନ୍ତି, ଗରିବ

ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟର ଇତିହାସର ବିଭାଗର ପାଠଚକ୍ର ଅନୁଷ୍ଠିତ…

ବ୍ରହ୍ମପୁର : ତା୦୪/୧୨/୨୦୨୪ ରିଖ ମହାମାୟୀ ମହିଳା ମହାବିଦ୍ୟାଳୟ ର ଇତିହାସ ବିଭାଗରେ ଇତିହାସ ବିଭାଗ ର ପାଠଚକ୍ର  ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ ନିବେଦିତା ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ଛାତ୍ରୀମାନେ "ରେନାସାଁ- ମଧ୍ୟଯୁଗୀୟ ପୁନର୍ଜାଗରଣ ଓ ପୁନରୁତ୍ଥାନ

ଚାକିରୀ କରାଇବା ନା ରେ ଯୁବକ ଓ ଯୁବତୀଙ୍କ ଠାରୁ କୋଟି କୋଟି ଟଙ୍କା ଠକେଇ, ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା…

୨ କୋଟି ଟଙ୍କାର ବ୍ୟାଙ୍କ ଏକାଉଣ୍ଟକୁ ଅଚଳ କରିଛି ପୁଲିସ, ବହୁ କମ୍ପାନୀ ଏବଂ ସରକାରୀ ଅଫିସର ନକଲି ନିଯୁକ୍ତି ପତ୍ର ଜବତ.. ବ୍ରହ୍ମପୁର : ଚାକିରୀ ପାଇବା ପ୍ରଲୋଭନରେ ଫସିଲେ ଯୁବକ ଯୁବତୀ।କୋଟି କୋଟି ଟଙ୍କା ଠକେଇର ହେଲେ ଶିକାର। ଚାକିରୀ ଖୋଜା ବେକାରୀ

ଯୋଗଯୁକ୍ତ ହୋଇ ରୋଗମୁକ୍ତ ହୋଇପାରିବା: ରାଷ୍ଟ୍ରପତି

ଭୁବନେଶ୍ବର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆୟୁର୍ବେଦ ଏକ ପ୍ରାଚୀନ, ବିଶ୍ୱସ୍ତ ଏବଂ ପୂର୍ଣ୍ଣାଙ୍ଗ ଚିକିତ୍ସା ପାଇଁ ବିଜ୍ଞାନ। ଚଳିତ ଦଶନ୍ଧିରେ ଆମର ଏହି ପ୍ରାଚୀନ

ଶ୍ରୀସେତୁ ତଳୁ ଯୁବକଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ପୁରୀ : ପୁରୀ ଟାଉନ୍ ଥାନା ଅନ୍ତର୍ଗତ ବିଶ୍ୱେଶ୍ୱରୀ ମନ୍ଦିର ନରେନ୍ଦ୍ର କୋଣ ଶ୍ରୀସେତୁ ତଳୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବକ ଜଣଙ୍କ ହେଲେ ପୁରୀ ଖଣ୍ଡିଆ ବନ୍ଧର ସୁଦର୍ଶନ ସାହୁ ।ସୁଦର୍ଶନ ମାର୍କେଟ ଛକ ନିକଟରେ ଦହିଵରା ବିକ୍ରି କରନ୍ତି। ଗତକାଲି ରାତିରେ ଦୋକାନ

ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି

ପୁରୀ : ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଓ ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ଚାଲି ଚାଲି ଯାଇ ଶ୍ରୀଜିଉଙ୍କ

୨ ବର୍ଷରେ ରାଜ୍ୟରେ ୫ ଲକ୍ଷରୁ ଅଧିକ ଲୋକଙ୍କୁ କାମୁଡ଼ିଛି କୁକୁର

ଭୁବନେଶ୍ବର : ୨୦୨୩ ଜାନୁଆରୀରୁ ୨୦୨୪ ନଭେମ୍ବର ମାସ ପର୍ଯ୍ୟନ୍ତ ରାଜ୍ୟରେ ୫ ଲକ୍ଷ ୨ ହଜାର ୬୭୨ ଜଣଙ୍କୁ କୁକୁର କାମୁଡ଼ିଛି। ଆଜି ବିଧାନସଭାରେ ଏହି ତଥ୍ୟ ଦେଇଛନ୍ତି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ବିଧାୟକ କାଡ୍ରାକା ଆପାଲାସ୍ୱାମୀଙ୍କ ଏକ ପ୍ରଶ୍ନର ଉତ୍ତରରେ

ସୁଭଦ୍ରା ଯୋଜନା ପାଇନଥିବା ଥିବା ମହିଳା ମାନେ ଏବେ ଆୟ ପ୍ରମାଣ ପତ୍ର ନେବା ପାଇଁ ଭିଡ଼ …!

ବ୍ରହ୍ମପୁର: ସୁଭଦ୍ରା ଯୋଜନା ପ୍ରଥମ କିସ୍ତି ପାଇନଥିବା ମହିଳା ମାନେ ଏବେ ଜନସେବା କେନ୍ଦ୍ର ମୁହାଁ ହେଉଛନ୍ତି । ରାଜ୍ୟ ସରକାର ଙ୍କ ନୂତନ ଯୋଜନା ସୁଭଦ୍ରା ଏବେ କିଛି ମହିଳାଙ୍କ ଦୁଃଖ ବଢ଼େଇ ଦେଇଛି। କିଛି ମାସ ପୂର୍ବେ ସୁଭଦ୍ରା ଯୋଜନା ପାଇବା ପାଇଁ ମହିଳା ମାନେ ଦିନରାତି ଏକ କରି ଲମ୍ବା