Browsing Category

ଓଡିଶା

ପନ୍ନୁନ୍ ଧମକ ନେଇ ଗୁଗୁଲକୁ ଚିଠି: ତଥ୍ୟ ମାଗିଲା ଏସଟିଏଫ

ଭୁବନେଶ୍ବର: ଓଡିଆ ସାମ୍ବାଦିକଙ୍କୁ ଖଲିସ୍ତାନୀ ଉଗ୍ରବାଦୀ ପନ୍ନୁନର ଧମକପୂର୍ଣ୍ଣ ମେସେଜକୁ ନେଇ ଏବେ ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ । ଏନେଇ ଅଧିକ ତଥ୍ୟ ପାଇଁ ଆଜି ଗୁଗୁଲକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ ଏସଟିଏଫ । କେଉଁ ଆଇପି ଆଡ୍ରେସରୁ ପନ୍ନୁର ଅଡିଓ ଆସିଥିଲା ସେନେଇ ତଥ୍ୟ ଦେବାକୁ

୨୦୨୫ ମାର୍ଚ୍ଚ ସୁଦ୍ଧା ଅପହଞ୍ଚ ଗାଁକୁ ଇଣ୍ଟରନେଟ୍ ସେବା

ଭୁବନେଶ୍ବର: ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ଇଣ୍ଟରନେଟ ସେବା ଉପଲବ୍ଧ ହେବ ବୋଲି ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ରାଜ୍ୟରେ ମୋବାଇଲ ଇଣ୍ଟରନେଟ ସେବାକୁ ନେଇ ଉତ୍ତର ରଖି ଏହା କହିଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ। ବର୍ତ୍ତମାନ ରାଜ୍ୟରେ

ଚଢ଼ାଦରରେ ଆଳୁ ବିକିଲେ କାର୍ଯ୍ୟାନୁଷ୍ଠାନ, ଟ୍ୱିନ୍‌ ସିଟିରେ ଯୋଗାଣ ବିଭାଗର ଚଢ଼ାଉ

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବା‌ବେଳେ ଚଢ଼ାଦରରେ ଆଳୁ ବିକ୍ରି କରାଯାଉଥିବା ଅଭିଯୋଗ ଆଧାରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଯୋଗାଣ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। କଟକ ଛତ୍ରବଜାରର ବିଭିନ୍ନ ଦୋକାନ ଓ ଗୋଦାମରେ ଚଢ଼ଉ

ଗୃହରେ ଆଳୁ ଝଡ, ଘେରିଲା ବିଜେଡି

ଭୁବନେଶ୍ବର: ରାଜ୍ୟରେ ଏବେ ପୁଣି ଆଳୁ ଚିନ୍ତା ବଢାଇଥିବା ବେଳେ ଆଜି ସକାଳୁ ସକାଳୁ ଉତ୍ତରପ୍ରଦେଶ ୩୦୦ ଟ୍ରକ ଆଳୁ ଆସି ରାଜ୍ୟରେ ପହଞ୍ଚିଛି । ଏହା ପରେ ଆଳୁ ଦରରେ ଟିକିଏ ଆଶ୍ବସ୍ତି ମିଳିବା ନେଇ ଆଶା କରାଯାଇଥିବା ବେଳେ ଏହାକୁ ନେଇ ସରଗରମ ହୋଇଛି ବିଧାନସଭା ଗୃହ । ବିଧାନସଭା ପ୍ରଶ୍ନ କାଳରେ

ବାପାର ଅମାନୁଷିକ କାଣ୍ଡ ପରେ ମୃତ୍ୟୁ ସହ ସଂଗ୍ରାମ କରୁଛି ପୁଅ, ଏପଟେ ସରିଲା ବୋହୂର ସତ୍କାର

ବାଙ୍କୀ/କଟକ: ଘରଦ୍ୱାର ସବୁ ଜଳି ପୋଡି ଛାରଖାର୍ । କେଉଁଠି ଦରପୋଡା ପୋଷାକ ପଡିଛି ତ କେଉଁଠି ଆସବାବ ପତ୍ର ଜଳି ଯାଇଛି । କେଉଁଠି ତାଟିଆରେ ଛିଡା ରୁଟିକୁ କ୍ଷୀର ଥୁଆ ହୋଇଛି କେଉଁଠି ପାଣି ବୋତଲ ତରଳି ଯାଇଛି । ଯେମିତି ସର୍ବଗିଳା ନିଆଁ ଆଁରେ ସବୁ କିଛି ଅଙ୍ଗାର ହୋଇଯାଇଛି । ଏପଟେ

ଉଦଘାଟିତ ହେଲା ବିଶ୍ବ ପ୍ରସିଦ୍ଧ କୋଣାର୍କ ଉତ୍ସବ

କୋଣାର୍କ: ଉଦଘାଟିତ ହୋଇଛି ୩୫ ତମ କୋଣାର୍କ ଉତ୍ସବ । ରବିବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ସବକୁ ଉଦଘାଟନ କରିଛନ୍ତି। ଆଉ ଉଦଘାଟନ ସହ ମୁକ୍ତାକାଶ ରଙ୍ଗମଞ୍ଚରେ ଆରମ୍ଭ ହୋଇଛି ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ ଗୀତର ଆସର । ପାଞ୍ଚ ଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ

ୟୁପିରୁ ଆସୁଛି ୩୦୦ ଟ୍ରକ୍ ଆଳୁ

ଉତ୍ତର ପ୍ରଦେଶରୁ ଆସୁଛି ୩୦୦ ଟ୍ରକ୍ ଆଳୁ। ଆସନ୍ତାକାଲି ସୁଦ୍ଧା ଉତ୍ତର ପ୍ରଦେଶରୁ ଆସୁଥିବା ଆଳୁ ଓଡ଼ିଶାରେ ପହଞ୍ଚିବ। ଫଳରେ ରାଜ୍ୟରେ ଆଉ ଆଳୁ ସଙ୍କଟ ରହିବନି। ଆଜି ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଏହା ସହିତ ସେ ଅସାଧୁ

ଆଳୁ ସଙ୍କଟ; ‘ସରକାର କରୁଛି କ’ଣ?’ : ଜୟଦେବ ଜେନା

ଭୁବନେଶ୍ବର: ପୁଣି ରାଜ୍ୟରେ ମୁଣ୍ଡ ଟେକିଛି ଆଳୁ ସଙ୍କଟ । କୌଣସି ରାଜ୍ୟକୁ ଆଳୁ ଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମନା କରିବା ପରେ ଚିନ୍ତା ବଢିଛି । ପଶ୍ଚିମବଙ୍ଗ ଆଳୁ ନଦେବାରୁ ରାଜ୍ୟରେ ଆଳୁ ନିଅଁଣ୍ଟିଆ ସ୍ଥିତି ଉପୁଜିଛି । ଏହାର ଫାଇଦା ଉଠାଇ ମନ ଇଚ୍ଛା ଚଢା

କନ୍ୟା ସନ୍ତାନକୁ ଜନ୍ମ ଦେଲେ ଦଶମ ଶ୍ରେଣୀ ଛାତ୍ରୀ

ରେଢ଼ାଖୋଲ: ବୟସ ଖୁବ୍ କମ୍ । ଭଲ ପାଠ ପଢୁଥିଲେ । ଏଇ ତ ଅଳ୍ପ କେଇଟା ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା । ତାପରେ କଲେଜ ଥାଇଥାନ୍ତେ । ପାଠ ପଢି ଚାକିରିଟିଏ କରି ଭବିଷ୍ୟତରେ ନିଜ ପାଦରେ ନିଜେ ଠିଆ ହୋଇଥାନ୍ତେ । ହେଲେ ମାଟ୍ରିକ୍‌ ପରୀକ୍ଷା ଦେବା ପୂର୍ବରୁ ଏଇ କଅଁଳ ବୟସରେ

ଏଡସ୍ ରୋଗୀଙ୍କୁ ନେଇ ବଢୁଛି ଚିନ୍ତା, ରାଜ୍ୟରେ ୫୦ ହଜାର ଲୋକ ଆକ୍ରାନ୍ତ

ଭୁବନେଶ୍ଵର: ଆଜି ବିଶ୍ଵ ଏଡସ୍ ଦିବସ । ଚଳିତବର୍ଷର ଥିମ୍ ରହିଛି ‘ଅଧିକାର ସଠିକ୍‌ ମାର୍ଗ ଅନୁସରଣ’। ତେବେ ରାଜ୍ୟରେ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଏଡସକୁ ନେଇ ସାମାନ୍ୟ ଆଶ୍ଵସ୍ତ ହୋଇଥିଲେ ମଧ୍ୟ ଏଯାବତ୍ ରାଜ୍ୟରେ ୫୦ ହଜାର ଲୋକ ଏଡସ୍ ରୋଗରେ ଆକ୍ରାନ୍ତ । ଯାହାକୁ ନେଇ ଏବେ ଚିନ୍ତା ବଢିଛି ।