Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କଂଗ୍ରେସକୁ କଡ଼ା ଭାଷାରେ ସମାଲୋଚନା କଲେ ଆଇନ ମନ୍ତ୍ରୀ, କହିଲେ- କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ…
ଭୁବନେଶ୍ବର ୩୦।୧୧: କଂଗ୍ରେସକୁ କଡା ଭାଷାରେ ସମାଲୋଚନା କଲେ ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ । ସେ କହିଛନ୍ତି, କଂଗ୍ରେସ ଦେଶ ବିରୋଧୀ, ବିକାଶ ବିରୋଧୀ ଏବଂ ଜନ ବିରୋଧୀ । ଧ୍ବଂସ ଆଡକୁ ଯାଉଛି କଂଗ୍ରେସ । ମାଇକ୍ରୋସ୍କୋପ ଲଗାଇକି ଦେଖିଲେ ବି କଂଗ୍ରେସର ସତ୍ତା ନଜରକୁ ଆସିବନି ।!-->…
ଓଡ଼ିଶାର ୭ ଜିଲ୍ଲାରେ ଏବେ ବି ସକ୍ରିୟ ଅଛନ୍ତି ମାଓବାଦୀ : ବିଏସଏଫ ଆଇଜି
ଭୁବନେଶ୍ଵର: ଭାରତରେ ମୋଟ୍ ୩୮ ଜିଲ୍ଲାରେ ମାଓବାଦୀ ସକ୍ରିୟ ରହିଛନ୍ତି। ଏଥିରୁ ଓଡ଼ିଶାରେ ୭ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଜାରି ରହିଛି। ରାଜ୍ୟରେ ୬୦ରୁ ୭୦ ମାଓବାଦୀ ସକ୍ରିୟ ଅଛନ୍ତି। ଏଥିରୁ ୭ କ୍ୟାଡର ହେଉଛନ୍ତି ଓଡ଼ିଆ। ଓଡ଼ିଶାରେ ମାଓ ଦମନରେ ବିଏସଏଫ ଉଲ୍ଲେଖନୀୟ ଭୂମିକା ଗ୍ରହନ!-->…
‘ମୋ ଘର ଦୂଆର ଓ ଅଫିସ୍ ଆପଣମାନଙ୍କ ପାଇଁ ସବୁବେଳେ ଖୋଲା’
ନୂଆଦିଲ୍ଲୀ : ରାଜନୀତର ଡେବ୍ୟୁ ମ୍ୟାଚରେ ବିରାଟ ବିଜୟ ପରେ ନିର୍ବାଚନମଣ୍ଡଳୀ ପରିଦର୍ଶନ କରିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା। ୱାୟନାଡ଼ର ସାଂସଦ ଭାବେ ଶପଥ ନେବା ପରେ ସେ ଆଜି ପ୍ରଥମ ଥର ପାଇଁ କେରଳ ଗସ୍ତ କରିଛନ୍ତି।ଏହି ଅବସରରେ ସେ ଏକ ରାଲିକୁ ସମ୍ବୋଧିତ କରି ଜନତାଙ୍କୁ କୃତଜ୍ଞତା!-->…
ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଙ୍କ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ
ଫୁଲବାଣୀ: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷଶ୍ରୀ ଅବନିକାନ୍ତ ସାହୁ ଏବଂ ଦୁଇ ଜଣ ସଭ୍ୟ ଶ୍ରୀ ଦୟାନିଧି ଦାଶ ଓ ଶ୍ରୀ ଅକ୍ଷୟ କୁମାର ବେହେରା ଖାଦ୍ୟ ସୁରକ୍ଷା ସହ ଜଡିତ ଥିବା ବିଭାଗ ଗୁଡିକର ମୁଖ୍ୟ ଏବଂ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସହିତ ସମୀକ୍ଷା ବୈଠକ!-->…
ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସବୁବେଳେ ସମର୍ଥନ ଦେଇ ଆସୁଛି: ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ଜୟ ଜଗନ୍ନାଥ...ଜୟ ଜଗନ୍ନାଥ...। ଓଡ଼ିଶାର ଭାଇ-ଭଉଣୀମାନଙ୍କୁ ମୋର ନମସ୍କାର, ଜୁହାର। ଓଡ଼ିଶାର ସବୁ ପରିବାର ମା’-ମାଉସୀ, ଭାଇ-ଭଉଣୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିକଟରେ ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀରେ ଓଡ଼ିଶା ପର୍ବରେ ଯୋଗଦେବାର ସୁଯୋଗ ମିଳିଥିଲା। ସେଠାରେ!-->…
ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ; ଆଖି ପିଛୁଳାକେ ଲିଭାଇବ ନିଆଁ
ଭୁବନେଶ୍ୱର : ଆହୁରି ସୁଦୃଢ ହେବ ଜଙ୍ଗଲ ସୁରକ୍ଷା ଅଭିଯାନ । ନିଆଁ ଲାଗିଲେ ତାହାକୁ ପ୍ରତିହତ କରିବାକୁ ତତକ୍ଷଣାତ ଏହା ନେଇ ପାରିବ ପଦକ୍ଷେପ । ଏଥିପାଇଁ ରାଜ୍ୟର ବିଭିନ୍ନ ଜଙ୍ଗଲକୁ ମିଳିଛି ଅଲ୍-ଟେରେନ୍ ମୋଟର ଯାନ ବା ଏଟିଭି ଏବଂ ଅଗ୍ନି ନିରାକରଣ ସହାୟତା ୟୁନିଟ୍ ।
ରାଜ୍ୟରେ ଥିବା ୧୯!-->!-->!-->…
କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦୀ ଗିରଫ
ମାଲକାନଗିରି: ମାଲକାନିଗିରି ପୋଲିସକୁ ମିଳିଛି ବଡ଼ ସଫଳତା। ଜିଲ୍ଲାର MBHI 79 ଥାନା ଅନ୍ତର୍ଗତ କୁର୍ତ୍ତୀ ଜଙ୍ଗଲରୁ ଜଣେ ମହିଳା ମାଓବାଦାକୁ ଗିରଫ କରିଛି ପୋଲିସ। ଆଣ୍ଟି ମାଡଭି ଓରଫ୍ ଲକି ନାମକ ଜଣେ ମହିଳା ମାଓବାଦୀ ନେତା ସୁକୁମା ମାଓବାଦୀ ସଂଗଠନ ଉଦୟ ପ୍ରୋଟେକଷ୍ଟ ୟୁନିଟର ସଦସ୍ୟ ଥିଲେ।
!-->!-->…
ବିଚ୍ ବଜାରରେ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ
ବାଲେଶ୍ୱର: ବିଚ୍ ବଜାରରେ ଜଣେ ହୋଟେଲ ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି । ଦୁର୍ବୃତ୍ତଙ୍କ ଖଣ୍ଡା ଚୋଟରେ ହୋଟେଲ ମାଲିକ ଜଣକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ହୋଟେଲ ମାଲିକ ଜଣକ ହେଲେ ସଞ୍ଜୀବ କୁମାର ମହାପାତ୍ର ।
!-->!-->!-->…
କାରରୁ ୮୮ କେଜି ରୂପା ଇଟା ସହ ନଗଦ ୫ ଲକ୍ଷ ଟଙ୍କା ଜବତ
ବ୍ରହ୍ମପୁର : ଚାରା ଚାଲାଣ ବେଳେ ଜବତ ହେଲେ ବିପୁଳ ପରିମାଣର ରୂପା ଇଟା ସହ ନଗଦ ଟଙ୍କା । ବ୍ରହ୍ମପୁରରୁ କୋଲକତା ଅଭିମୁଖେ ଯାଉଥିବାବେଳେ ବାଟରେ ମାଡି ବସିଲା ବ୍ରହ୍ମପୁର ପୋଲିସ । ଘଟଣାର ଖୋଳତାଡ ଆରମ୍ଭ କରିଛି ପୋଲିସ ।
ଖବର ମୁତାବକ, ଖଲ୍ଲିକୋଟ ଥାନା ଗୁରାପଲ୍ଲୀ ଟୋଲପ୍ଲାଜା ନିକଟରେ!-->!-->!-->…
ନିଜର ସନ୍ତାନ ନଥିବାରୁ ଅନ୍ୟର ଶିଶୁକୁ ଚୋରି କରିଥିଲେ ମହିଳା
ସମ୍ବଲପୁର: ବୁର୍ଲା ଭୀମସାରରୁ ଶିଶୁ ଚୋରି ଘଟଣାର ଖୁଲାସା l ବିକ୍ରି ପାଇଁ ନୁହେଁ ବରଂ ଲାଳନପାଳନ ପାଇଁ ଶିଶୁଟିକୁ ଚୋରି କରିଥିଲେ ମହିଳା ଜଣଙ୍କ l ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଏସ୍ପି ହରେଶ ଚନ୍ଦ୍ର ପାଣ୍ଡେ l ମହିଳାଙ୍କ ସନ୍ତାନ ନଥିବାରୁ ସେ ମାନସିକ ନିର୍ଯାତନାର ଶିକାର ହେଉଥିଲେ!-->…