Browsing Category

ଓଡିଶା

ବିରଜା ହାଟ ପ୍ରସଙ୍ଗକୁ ନେଇ ହଙ୍ଗାମା: ବବିଙ୍କ ଭାଇଙ୍କ ନାମରେ ୪ ମାମଲା ରୁଜୁ

ଯାଜପୁର: ବିଜୁ ଜନତା ଦଳ (ବିଜେଡି)ର ବରିଷ୍ଠ ନେତା ତଥା ଯାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ (ବବି)ଙ୍କ ଭାଇଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି। ବବିଙ୍କ ଭାଇ ଭବ ପ୍ରସାଦ ଦାସଙ୍କ ନାମରେ ଯାଜପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିବା

ଆଦିବାସୀ ଝିଅକୁ ଅସଦାଚରଣ ଓ ବିଷ୍ଟା ଖୁଆଇବା ଘଟଣା, ଆଦିବାସୀ କର୍ମକର୍ତ୍ତାଙ୍କ ଏସପି ଅଫିସ ଘେରାଉ

ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ଝିଅକୁ ଅସଦାଚରଣ ଓ ବିଷ୍ଟା ଖୁଆଇବା ଘଟଣାରେ ବଲାଙ୍ଗିର ପୋଲିସ ଉପରେ ବର୍ଷିଛି ଆଦିବାସୀ ସଙ୍ଘ  l  ଆଦିବାସୀ ଯୁବତୀ ଉପରେ ଅତ୍ୟାଚାର ପରେ ବି କାହିଁକି କାର୍ଯ୍ୟାନୁଷ୍ଠାନ ନେଇନାହିଁ ପୋଲିସ  l ଆଜି ଏନେଇ ଆଦିବାସୀ

ପ୍ରକାଶ ପାଇଲା ଓଟିଇଟି ରେଜଲ୍ଟ

ଭୁବନେଶ୍ବର: ଆଜି ପ୍ରକାଶ ପାଇଛି ଓଟିଇଟି ୨୦୨୪ର ରେଜଲ୍ଟ । ପରୀକ୍ଷାର୍ଥୀମାନେ ତାଙ୍କର ରେଜଲ୍ଟ ଜାଣିବା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର ଅଫିସିଆଲ ୱେବସାଇଟ (http://www.bseodisha.ac.in/) ରେ ଲଗ୍‌ ଇନ୍‌ କରି ରେଜଲ୍ଟ ଜାଣି ପାରିବେ । ଏଥିପାଇଁ ପରୀକ୍ଷାର୍ଥୀମାନେ ପ୍ରଥମେ

ଧାନ କ୍ରୟକୁ ନେଇ ଉପମୁଖ୍ୟ ମନ୍ତ୍ରୀଙ୍କ ସମୀକ୍ଷା, ୨୪ରୁ ୪୮ ଘଣ୍ଟା ଭିତରେ ପଇସା ପାଇବେ

ଢେଙ୍କାନାଳ : ଢେଙ୍କାନାଳରେ ଜିଲ୍ଲାରେ ଧାନର କ୍ରୟକୁ ନେଇ ଉପ ମୁଖ୍ୟମନ୍ତ୍ରୀ ତଥା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ହିସାବରେ ସମୀକ୍ଷା ବୈଠକ କରିଛନ୍ତି ପ୍ରଭାତୀ ପରିଡା । ଜାନୁଆରୀ ଆଠ ତାରିଖରୁ ଜିଲ୍ଲାରେ ଆରମ୍ଭ ହେବ ଧାନ କିଣା । ସରକାରଙ୍କ ନିୟମ ମୁତାବକ ବିନା କଟକନୀ ଛଟନୀ ସହ

ରୋଲରକୁ ଧକ୍କା ଦେଲା ବସ୍, ୧୦ରୁ ଉର୍ଦ୍ଧ୍ବ ଆହତ

ଭଦ୍ରକ: ଭଦ୍ରକ ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ବରପଦା ପେଟ୍ରୋଲ ପମ୍ପ ନିକଟରେ ଲକ୍ଷ୍ମୀ ନାମକ ଏକ ଯାତ୍ରୀବାହି ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାସ୍ତାରେ ଆସୁଥିବା ଏକ ମୋଟର ସାଇକେଲକୁ ରକ୍ଷା କରିବାକୁ ଯାଇ ଅପର ପାର୍ଶ୍ବରେ ଛିଡା ହୋଇଥିବା ଏକ ରୋଲରକୁ ଧକ୍କା ଦେଲା ବସ୍ । ଫଳରେ

ଡିସିପି ଅଫିସ ସମ୍ମୁଖରେ ମନୋଜ ମିଶ୍ର ଓ ବବି ଇସଲାମ ହାତାହାତି

ଭୁବନେଶ୍ୱର : ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା ଅଭିନେତା କଳି । ଅଭିନେତା ମନୋଜ ମିଶ୍ର ଓ ବବି ଇସଲାମ ହାତାହାତି ହୋଇଛନ୍ତି । ଡିସିପି ଅଫିସ ସମ୍ମୁଖରେ ହାତାହାତି । ଉଭୟଙ୍କ ମଧ୍ୟରେ ବଚସା ଓ ଠେଲାପେଲା ହୋଇଛି । ଉଭୟଙ୍କୁ ବୁଝାସୁଝା କରି ସ୍ଥିତି ନିୟନ୍ତ୍ରଣ କଲା ପୋଲିସ । ଡିସିପିଙ୍କ

ଯାଯାବର ଗଣହତ୍ୟା ମାମଲା, ୭ ଗିରଫ

ସୁନ୍ଦରଗଡ଼: ଯାଯାବର ଗଣହତ୍ୟା ମାମଲାରେ ୭ ଗିରଫ l କର୍ଣ୍ଣାଟକରୁ ୭ ଜଣଙ୍କୁ ଗିରଫ କରି ଓଡ଼ିଶା ଆଣିଲା ପୋଲିସ l ଅକ୍ଟୋବର ୨୯ ତାରିଖ ସଦର ଥାନା କରମଡିହ ନିକଟ ଗୀତାପଡ଼ାରେ ଶୋଇଥିବା ବେଳେ ୫ ଜଣଙ୍କୁ ନିର୍ମମ ହତ୍ୟା କରାଯାଇଥିଲା l ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖରେ ସୁନ୍ଦରଗଡ

ପୋଲିସ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି : ଟଳିପଡିଲେ ୧୦ ମାଓବାଦୀ । ପୋଲିସ ଏନ୍ କାଉଣ୍ଟରରେ ୧୦ ମାଓବାଦୀ ନିହତ। ଛତିଶଗଡ଼ର ସୁକମା ଜିଲ୍ଲା ଭେଜି ଜଙ୍ଗଲରେ ପୋଲିସର ଏନ୍ କାଉଣ୍ଟର । ଘଟଣାସ୍ଥଳରୁ ଇନସାସ୍, ଏକେ-୪୭, SLR , ୩ଟି ବନ୍ଧୁକ ଓ ମ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ ହୋଇଛି । DRG

ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ

ବୌଦ୍ଧ: ହରଭଙ୍ଗା ଥାନା ମହାଲିକ୍‌ପଡ଼ା ଗାଁରେ ଅଭାବନୀୟ ଘଟଣା । ଘରୋଇ କଳହକୁ ନେଇ ବିଷ ପିଇଲେ ୨ ଭଉଣୀ । ଗୁରୁତର ଅବସ୍ଥାରେ ଦୁଇ ଭଉଣୀଙ୍କୁ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ବଡ଼ ଭଉଣୀର ମୃତ୍ୟୁ ହୋଇଥିବା ବେଳେ ସାନ ଭଉଣୀ ଚିକିତ୍ସିତ । ମୃତ ଭଉଣୀ

ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୬ମାସ ବଢିଲା

ଭୁବନେଶ୍ବର: ଆଉ ୬ମାସ ବଢିଲା ୩ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ । ଚଳିତମାସରେ ଶେଷ ହେଉଥିବା ରାଜ୍ୟର ୩ ପ୍ରମୁଖ ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ରାଜ୍ୟପାଳ ଆଉ ୬ମାସ ବୃଦ୍ଧି କରିଛନ୍ତି । ସେଗୁଡିକ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ ଓ