Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
କାଲିଠୁ ଐତିହାସିକ କଟକ ବାଲିଯାତ୍ରା
କଟକ : ଆସନ୍ତାକାଲିଠୁ ଆରମ୍ଭ ହେବ ଐତିହାସିକ କଟକ ବାଲିଯାତ୍ରା। ଏହା ଆସନ୍ତା ୨୨ ତାରିଖ ଯାଏ ଚାଲିବ। ଏଥର ପ୍ରସିଦ୍ଧ କଟକ ବାଲିଯାତ୍ରାରେ ଲାଗିବ ବିଦେଶୀ ଛୁଙ୍କ। ୧୩ଟି ରାଷ୍ଟ୍ରର ରାଷ୍ଟ୍ରଦୂତ, ହାଇକମିଶନର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସାମିଲ ହେବେ। ଏଥିସହ ବହୁ ଦେଶର କଳାକାର ଏଥର!-->…
ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ
ଭୁବନେଶ୍ବର : ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟନାରାୟଣ।୨୦୨୩ ମସିହା ଫେବ୍ରୁଆରୀ ୧୫ ତାରିଖରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଫିସ୍ ଆଗରେ!-->…
ନିଖୋଜ ଯୁବତୀଙ୍କ ମୃତଦେହ ୬ ଦିନ ପରେ ପୋଖରୀରୁ ଉଦ୍ଧାର
ଦଶପଲ୍ଲା : କାହାକୁ କିଛି ନକହି ଘରୁ କେଉଁ ଆଡେ ଚାଲି ଯାଇଥିଲେ ୧୯ ବର୍ଷୀୟା ଯୁବତୀ। ନିଖୋଜ ହେବାର ୬ ଦିନ ପରେ ଗାଁ ପୋଖରୀରୁ ମିଳିଲା ଯୁବତୀଙ୍କ ମୃତଦେହ। ତେବେ ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ପୁଲିସ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ନୟାଗଡ଼ ଜିଲ୍ଲା!-->…
ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା; ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ
କଟକ : ଆସନ୍ତା ଫେବ୍ରୁଆରୀ ୨୧ ତାରିଖରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା। ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଆଜି ମାଟ୍ରିକ ପରୀକ୍ଷା ସୂଚୀ ପ୍ରକାଶ କରିଛି ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ)।୨୧ ତାରିଖରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବ। ୨୪ ତାରିଖରେ ଦ୍ୱିତୀୟ ଭାଷା!-->…
ମୁମ୍ବାଇ ବିମାନ ବନ୍ଦରକୁ ଉଡ଼ାଇବାକୁ ଧମକ, ବଢ଼ିଲା ସୁରକ୍ଷା
ମୁମ୍ବାଇ : ବୋମା ଲଗାଇ ଉଡ଼ାଇ ଦେବୁ ବିମାନ ବନ୍ଦର। ମୁମ୍ବାଇ ଡୋମେଷ୍ଟିକ୍ ଏୟାପୋର୍ଟର (T1) ସିଆଇଏସ୍ଏଫ୍ କଣ୍ଟ୍ରୋଲ ରୁମ୍କୁ ଏଭଳି କିଛି ଧମକପୂର୍ଣ୍ଣ ଫୋନ୍ କଲ ଆସିଛି। ମହମ୍ମଦ ନାମକ ଜଣେ ବ୍ୟକ୍ତି ମୁମ୍ବାଇରୁ ଆଜେରବାଇଜାନକୁ ବିସ୍ଫୋରକ ସାମଗ୍ରୀ ନେଇ ଯାଉଥିବା ଧମକରେ କେହି ଜଣେ!-->…
ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରିବ ବିଜେପି: ମନ୍ତ୍ରୀ
ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୫ ତାରିଖକୁ ଭଗବାନ ବିର୍ସା ମୁଣ୍ଡାଙ୍କର ୧୫୦ ତମ ଜନ୍ମଜୟନ୍ତୀକୁ ଜନଜାତି ଗୌରବ ଦିବସ ଭାବେ ଦେଶବ୍ୟାପୀ ପାଳନ କରାଯିବ । ଏନେଇ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୁଚନା ଦେଇଛନ୍ତି ।
ସେ କହିଛନ୍ତି!-->!-->!-->…
ଏଥର ବାଲିଯାତ୍ରାରେ ସାମିଲ ହୋଇପାରନ୍ତି ୧୨ ଦେଶର ରାଷ୍ଟ୍ରଦୂତ
କଟକ: ଚଳିତ ଥର ବାଲି ଯାତ୍ରାରେ ଅତି କମରେ ୧୨ଟି ଦେଶର ରାଷ୍ଟ୍ରଦୂତ ଯୋଗଦେବାର ସମ୍ଭାବନା ରହିଛି।
କଟକ ସହରରେ ଆୟୋଜିତ ଏହି ଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୨୨ଦିନ ପର୍ଯ୍ୟନ୍ତ ଅର୍ଥାତ୍ ଆଠ ଦିନ ଧରି ଚାଲିବ।
ଏଥିରେ ଅଂଶଗ୍ରହଣ କରିବାକୁ ୧୨ଟି ଦେଶର ରାଷ୍ଟ୍ରଦୂତମାନେ ନିଜର ଇଚ୍ଛା!-->!-->!-->!-->!-->…
ସରକାରୀ କାର୍ଯ୍ୟ ପାଇଁ ଏଥର ବିମାନରେ ଯାତ୍ରା କରିପାରିବେ ମନ୍ତ୍ରୀ
ଭୁବନେଶ୍ୱର: ସରକାରୀ କାର୍ଯ୍ୟ ପାଇଁ ଏଣିକି ମନ୍ତ୍ରୀମାନେ ବିମାନରେ ଯାତ୍ରା କରିପାରିବେ । ଏନେଇ ଆଜି ରାଜ୍ୟ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ବିଜ୍ଞପ୍ତି ଅନୁଯାୟୀ ଉଭୟେ କ୍ୟାବିନେଟ ମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରୀ ବିମାନରେ ଯାତ୍ରା କରିପାରିବେ ।!-->!-->!-->…
ମନୋଜଙ୍କ ଆରୋପର ଜବାବ ଦେଲେ ସବ୍ୟସାଚୀ ଓ ତାପସ
ପୁଣି ଥରେ ବିବାଦରେ ଓଡ଼ିଆ ଫିଲ୍ମ ଅଭିନେତା ମନୋଜ ମିଶ୍ର। ତାଙ୍କ ତୁଣ୍ଡ ପାଇଁ ଆଜି ସେ ବିବାଦରେ। ତାଙ୍କ ନାଁରେ କଟକ ସାଇବର ଥାନାରେ ଏଫ୍ଆଇଆର୍ ହୋଇଛି। ଏଫ୍ଆଇଆର୍ ପରେ ଆଜି ମନୋଜ ମିଶ୍ର ଚିହିଁକି ଉଠିଛନ୍ତି। ଆଉ ସାମ୍ୱାଦିକ ସମ୍ମିଳନୀ କରି ସବୁ ନିର୍ଦ୍ଦେଶକଙ୍କ ନାଁ ନେଇ!-->…
ବଦଳିଲା ନିୟମ, ୭ ବର୍ଷ ପରେ ଏସଆଇ ହୋଇପାରିବେ ଇନ୍ସପେକ୍ଟର
ଭୁବନେଶ୍ୱର: ଏସଆଇମାନଙ୍କ ପଦୋନ୍ନତି ନେଇ ଆସିଲା ଖୁସି ଖବର । ୭ ବର୍ଷ ପରେ ଜଣେ ସବ୍-ଇନ୍ସପେକ୍ଟର (ଏସଆଇ) ହୋଇପାରିବେ ଇନ୍ସପେକ୍ଟର । ପୂର୍ବରୁ ଏହା ୧୦ ବର୍ଷ ଥିବାବେଳେ ପଦୋନ୍ନତିକୁ ୧୦ ବର୍ଷରୁ ଖସାଇ ୭ ବର୍ଷ କରିଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ!-->…