Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ତାମିଲନାଡୁ ରେ ସଡ଼କ ଦୁର୍ଘଟଣାରେ ୪ ଓଡିଶା ସାମ୍ବାଦିକ ଆହତ, ଚିକିତ୍ସା ଜାରି
ମାଲକାନଗିରି ତାମିଲନାଡୁରେ ଓଡିଆ ସାମ୍ବାଦିଙ୍କ ଗାଡି ମଙ୍ଗଳବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକ-ବୋଲେରୋ କାର ଧକ୍କା ହୋଇ ଏହି ଦୁର୍ଘଟଣା ଘଟିଛି । ଏଥିରେ ଦୈନିକ ଖବର କାଗଜ ଦୈନିକ ଆଶାର କାଲିମେଳା ବ୍ଲକ ପ୍ରତିନିଧି ଓ ସକାଳ ଖବରକାଗଜ ସମାଜ, ସମ୍ବାଦ ଖବରକାଗଜର ସାମ୍ବାଦିକ ଆହତ!-->!-->!-->…
ଅସନ୍ତୋଷ ଝାଡ଼ିଲେ ଜଗୁନି; କହିଲେ- ଜାଣିଶୁଣି ମନ୍ଦିରକୁ ଭାଙ୍ଗି ଦେଲେ
ପୁରୀ : କୋଟି ଓଡ଼ିଆ ଆରାଧ୍ୟ ମହାପ୍ରଭୁଙ୍କ ମେଘନାଦ ପାଚେରୀରେ ଫାଟ ସୃଷ୍ଟି ହୋଇଛି। ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି। ଏହି ବୟାନବାଜି ଭିତରେ ଆଜି ମୁହଁ ଖୋଲିଛନ୍ତି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର ଓରଫ ଜଗୁନି। ଆଉ ନାଁ ନନେଇ ପୂର୍ବ!-->…
୨୫ ହଜାର କିଲୋମିଟର ଜଳ ଯାତ୍ରାରେ ଓଡ଼ିଆ ଝିଅ
ଭୁବନେଶ୍ବର : ଦୁଃସାହସିକ ଜଳ ଯାତ୍ରାରେ ଓଡ଼ିଆ ଝିଅ। ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇ ଗଙ୍ଗୋତ୍ରୀରୁ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ୍ ଓରା ଗାଁର ଦୀପ୍ତିମୟୀ ତରାଇ। ପ୍ରାୟ ୨୫ ହଜାର କିଲୋମିଟର ଜଳ ଯାତ୍ରା ଡିସେମ୍ବର ୨୪ରେ ସାରିବା ପାଇଁ!-->…
ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡ଼ୁଥିଲେ ସ୍ୱାମୀ!
କୋରାପୁଟ : ସ୍ତ୍ରୀଙ୍କୁ ହତ୍ୟା କରି କାନ୍ଦି କାନ୍ଦି ଗଡି ଯାଇଥିଲେ ସ୍ୱାମୀ! ଆଉ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ଚେଷ୍ଟା କରୁଥିଲେ। ହେଲେ ହତ୍ୟାକାରୀ ସ୍ୱାମୀଙ୍କ ସବୁ ଅଭିନୟର ପୋଲ୍ ଖୋଲିଗଲା। ପୁଲିସ୍ର ସନ୍ଦେହୀ ଆଖିରୁ ଖସି ପାରିଲା ନାହିଁ ହତ୍ୟାକାରୀ ଅଭିଯୁକ୍ତ। ଘର ଘନ ଜେରା!-->…
ସାଇବର ଠକଙ୍କ ଟାର୍ଗେଟରେ ଶିକ୍ଷାର୍ଥୀ
ଫୁଲବାଣୀ: ପରୀକ୍ଷାରେ ମାର୍କ ବଢ଼ାଇବାକୁ ଅନଲାଇନ ପେମେଣ୍ଟ ଫାଶ ବିଛାଇଛନ୍ତି ସାଇବର ଠକ। ଆଜି ଫୁଲବାଣୀ ଓ ରାଇକିଆରେ ଛାତ୍ରଙ୍କୁ ନିକଟକୁ ପରୀକ୍ଷାରେ ମାର୍କ ବଢ଼ାଇ ଦେବା ପାଇଁ ଅନଲାଇନ ପେମେଣ୍ଟ ଦାଖଲ କରିବାକୁ ସାଇବର ଠକ ଫୋନ କରିଥିବା ସୂଚନା ମିଳିଛି। ଅନଲାଇନରେ ପେମେଣ୍ଟ କଲେ ମାର୍କ!-->…
ଆଇନ୍ମନ୍ତ୍ରୀଙ୍କୁ ଭେଟିଲେ ଯାତ୍ରା କମିଟି ମହାସଂଘ
ଭୁବନେଶ୍ବର: ଯାତ୍ରା ଅନୁଷ୍ଠାନ ଲାଗି ସ୍ୱତନ୍ତ୍ର ନିୟମ ଆଣିବା ଦାବିରେ ଆଇନ ମନ୍ତ୍ରୀଙ୍କୁ ଭେଟିଲା ଯାତ୍ରା କମିଟି ମହାସଂଘ। ଯାତ୍ରାକୁ ପ୍ରୋତ୍ସାହନ ବଦଳରେ ବ୍ୟବସାୟୀକରଣ କରାଇଥିବା ଏବଂ ଯାତ୍ରାରେ ଅଶ୍ଳୀଳତା, ଦ୍ୱିର୍ଥବୋଧକ ଶବ୍ଦ ଓ ସମାଜ ପ୍ରତି ଖରାପ ପ୍ରଭାବ ପକାଉଥିବା କିଛି ନାଟକ ଓ!-->…
ନଇଁଲା ଇସ୍କନ; ଅଦିନିଆ ରଥଯାତ୍ରା ବନ୍ଦ
ଭୁବନେଶ୍ବର: ଗଜପତି ମହାରାଜା ଦିବ୍ୟସିଂହଦେବଙ୍କ ବୟାନ୍ ପରେ ନଇଁଲା ଇସ୍କନ। କରିବାକୁ ଯାଇଥିବା ଅଦିନିଆ ରଥଯାତ୍ରାକୁ ବନ୍ଦ କରିଛି। ଆସନ୍ତା ୯ ତାରିଖରେ ଆମେରିକା ହ୍ୟୁଷ୍ଟନ୍ରେ ହେବନି ଇସ୍କନ ରଥଯାତ୍ରା।ଓଡ଼ିଆ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ବିଚାର କରି ଇସ୍କନ ପକ୍ଷରୁ ଏପରି ନିଷ୍ପତ୍ତି!-->…
ଆମ୍ବ ଟାକୁଆ ଟ୍ରାଜେଡି; ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ
ଭୁବନେଶ୍ବର: କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ତେଜିଛି ରାଜନୀତି। ଏହି ଘଟଣା ପାଇଁ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ ସାଲୁଜା, ଜୟଦେବ ଜେନାଙ୍କ ସହ ଅନେକ!-->…
କନ୍ଧମାଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣାର ଆରଡିସିସ୍ତରୀୟ ତଦନ୍ତ ନିର୍ଦ୍ଦେଶ
ଭୁବନେଶ୍ବର: କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆ ଖାଇ ୨ଜଣ ମହିଳାଙ୍କ ମୃତ୍ୟୁ ହେବା ଘଟଣାର ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।ଆଜି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, କନ୍ଧମାଳରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହେବା!-->…
ସାରା ରାଜ୍ୟରେ ନାଗ ଚତୁର୍ଥୀ ପାଳିତ
ଭୁବନେଶ୍ବର : ଆଜି କାର୍ତ୍ତିକ ଶୁକ୍ଳ ଚତୁର୍ଥୀରେ ସମଗ୍ର ରାଜ୍ୟରେ ବିଶେଷତଃ ଦକ୍ଷିଣ ଓଡିଶାରେ ନାଗ ଚତୁର୍ଥୀ ଉତ୍ସବ ପାଳନ ହୋଇଛି । ହିନ୍ଦୁ ଧର୍ମ ଧାରାରେ ବିଭିନ୍ନ ଜୀବଜନ୍ତୁଙ୍କ ଲାଗି ପୂଜା ଆୟୋଜନ ଅନନ୍ତ କାଳରୁ ସୀକୃତ ପ୍ରଥା । ନାଗ ଚତୁର୍ଥୀ ଅବସରରେ ନାଗରାଜ ଦେବତାଙ୍କ ଲାଗି!-->…