Sign in
Sign in
Recover your password.
A password will be e-mailed to you.
Browsing Category
ଓଡିଶା
ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ବିପୁଳ ମାତ୍ରାରେ ରୁପା
ସମ୍ବଲପୁର: ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି ।
ତେବେ ଗଞ୍ଜେଇ ଚାଲାଣ!-->!-->!-->…
ପାଣ୍ଡିଆନଙ୍କ ପାଇଁ ବିଜେଡି ହାରିଲା: ପ୍ରସନ୍ନ ପାଟ୍ଟଶାଣୀ
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ଅମର ଶତପଥୀଙ୍କ ପରେ ପୂର୍ବତନ ବିଜେଡି ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ଅମର ଶତପଥୀ ଯେଉଁ କଥା କହିଛନ୍ତି, କିଛି ଖରାପ କହିନାହାନ୍ତି। ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଲି। ଦଳଗଢ଼ିକି ଛାଡ଼ିଲା ବେଳେ ଦୁଃଖ ଲାଗେ।!-->…
ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ ବୈଜୟନ୍ତ ପଣ୍ଡାଙ୍କୁ ଦାୟିତ୍ୱ ଦେଲା ବିଜେପି
ଭୁବନେଶ୍ୱର: ଆଉ କିଛି ମାସ ପରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ । ଏନେଇ ଭାରତୀୟ ଜନତାପାର୍ଟି (ବିଜେପି) ଯୋଜନା ପ୍ରସ୍ତୁତ କରିଛି । ବିଜେପି ଏଥି ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେପି । ଦିଲ୍ଲୀ ନିର୍ବାଚନ ଇନଚାର୍ଜ ଭାବେ!-->…
ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗଙ୍କ ମୃତ୍ୟୁ
କଳାହାଣ୍ଡି : ଗାଧୋଇବାକୁ ଯାଇ ନଦୀରେ ବୁଡ଼ି ଦୁଇ ସାଙ୍ଗର ମୃତ୍ୟୁ ହୋଇଛି । ଏପରି ଘଟଣା କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବିଲାଟ ଗାଁରେ ଘଟିଛି । ଦୁଇ ଝିଅ ସାଙ୍ଗ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତ ଦୁଇ ସାଙ୍ଗ ହେଲେ ନର୍ଲା ଥାନା ବିଲାଟ ଗାଁର ନେନା!-->…
ସହିପାରିଲେନି ପ୍ରେମ ବିଚ୍ଛେଦ, ଆପାର୍ଟମେଣ୍ଟରୁ ଡେଇଁ ଆତ୍ମହତ୍ୟା କଲେ ଯୁବକ
ଭୁବନେଶ୍ବର: ଦୂରେଇ ଗଲେ ପ୍ରେମିକା ! ସହିପାରିଲେନି ବିଚ୍ଛେଦ ! ପ୍ରେମରେ ବିଫଳ ହେବା ପରେ ହାରିଲେ ଜୀବନ । ଦଶହରାରେ ଭୁବନେଶ୍ବରରେ ଯେତେବେଳେ ସବୁଠି ଥିଲା ସେଲିବ୍ରେସନର ମାହୋଲ, ସେତେବେଳେ ଜୀବନର ଶେଷ ନିଷ୍ପତ୍ତି ନେଇ ସାରିଥିଲେ ଇଂଜିନିୟର ରୋନିତ ଜେନା । କିଛି ଦିନ ଧରି ଦୁଶ୍ଚିନ୍ତାରେ!-->…
ନାଁ ନନେଇ ଅନନ୍ତ-ଅଶୋକଙ୍କୁ ଟାର୍ଗେଟ କଲେ ବାଇଁଆ ଓ ଲିଟୁ
ଭୁବନେଶ୍ଵର : ନାଁ ନନେଇ ଅନନ୍ତ-ଅଶୋକଙ୍କୁ ଟାର୍ଗେଟ କଲେ ବାଇଁଆ ଓ ଲିଟୁ । କହିଲେ ବିଜେଡି ସଭାପତି କାର୍ଯ୍ୟାନୁଷ୍ଠାନ ନେବେ । ନିଜକୁ ଭୁବନେଶ୍ଵରର ମାଲିକ ଭାବୁଥିବା ବ୍ୟକ୍ତିଙ୍କୁ ଦଳ ଶୋ କଜ୍ ନୋଟିସ୍ କରିବାକୁ ଦାବି କଲେ । ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାହା ଗ୍ରହଣ!-->…
ହାତୀ ପଲକୁ ଟ୍ରେନ୍ ଧକ୍କା ଦେବା ଘଟଣା: ୨ଟି ହାତୀ ଗୁରୁତର
ରାଉରକେଲା: ହାତୀ ପଲକୁ ଟ୍ରେନ୍ ଧକ୍କା ଦେବା ଘଟଣା l ଟ୍ରେନ୍ ଧକ୍କାରେ ଆଉ ୨ଟି ହାତୀ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି l ତେବେ ଗୁରୁତର ହାତୀ ଦୁଇଟି ଜଙ୍ଗଲକୁ ଯାଇନପାରି ବନ୍ଧମୁଣ୍ଡାରେ ରହିଛନ୍ତି l ଆହତ ହାତୀ ଦ୍ବୟଙ୍କ ପାଖରେ ପହଞ୍ଚିବାକୁ ବନ ବିଭାଗର ଉଦ୍ୟମ ଜାରି ରହିଛି l
!-->!-->!-->…
ମୁମ୍ବାଇରେ ନିବେଶକ ସମ୍ମିଳନୀ-ରୋଡ୍ ସୋ’, ଯୋଗଦେବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁମ୍ବାଇରେ ଆସନ୍ତା ୧୮ ଓ ୧୯ ତାରିଖରେ ନିବେଶକ ସମ୍ମିଳନୀ ଓ ରୋଡ୍ ସୋ’ ହେବ। ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ୨ ଦିନିଆ ନିବେଶକ ସମ୍ମିଳନୀ ନେଇ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମୁମ୍ବାଇରେ ଆୟୋଜିତ ହେବାକୁ ଥିବା ନିବେଶକ ସମ୍ମିଳନୀ ଓ ରୋଡ୍!-->!-->!-->…
ମଦ ମାଫିଆଙ୍କ ଆକ୍ରମଣରେ କନଷ୍ଟେବଳ ଆହତ…
ବ୍ରହ୍ମପୁର : ଅବକାରୀ କନଷ୍ଟେବଳଙ୍କୁ ନିର୍ଧୂମ ପିଟିଲେ ମଦ ମାଫିଆ । ଏପରି ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ । ମାଫିଆଙ୍କ ଆକ୍ରମଣରେ ଅବକାରୀ କନଷ୍ଟେବଳ ସବ୍ୟସାଚୀ ମିଶ୍ର ଆହତ ହୋଇଛନ୍ତି । ତାଙ୍କ ଆଖି ପତ୍ତାରେ ଗଭୀର ଆଘାତ ଲାଗିଛି । ଖବର ମୁତାବକ, ଗତକାଲି ଭସାଣି ଉତ୍ସବ ପାଇଁ!-->…
ନୋଟାରୀଙ୍କ ନିକଟରେ ହୋଇଥିବା ବିବାହ ଓ ବିଚ୍ଛେଦ ସଂକ୍ରାନ୍ତ ଦଲିଲ ଅବୈଧ, ବିଧିବଦ୍ଧ ବିଜ୍ଞପ୍ତି ଜାରି
କଟକ: ବିବାହ ହେଉଛି ଏକ ଏଭଳି ବନ୍ଧନ ଯାହା କେବଳ ଦୁଇ ଜଣଙ୍କୁ ସଂଯୋଗ କରେ ନାହିଁ ବରଂ ସମାଜ, ପରିବାର ଏବଂ ସଂସ୍କୃତି ପାଇଁ ମଧ୍ୟ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସମାଜରେ ବିବାହର ଗୁରୁତ୍ୱ ଅନେକ ସ୍ତରରେ ରହିଛି । ବିବାହ ହେଉଛି ଏକ ସାମାଜିକ ଅନୁଷ୍ଠାନ ଯାହା ସମାଜର ଗଠନକୁ ଦୃଢ!-->…