Browsing Category

ମନୋରଞ୍ଜନ

କୋର୍ଟରେ ଆତ୍ମସମର୍ପଣ କଲେ ଅମୀଷା ପଟେଲ

ନୂଆଦିଲ୍ଲୀ : ଏକ ଚେକ୍ ବାଉନ୍ସ ମାମଲାରେ ଶନିବାର ବଲିଉଡ୍ ଅଭିନେତ୍ରୀ ଅମୀଷା ପଟେଲ ରାଞ୍ଚିର ଏକ କୋର୍ଟରେ ଆତ୍ମସମର୍ପଣ କରିଥିଲେ। କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିବା ସହିତ ଜୁନ୍ ୨୧ ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାଟି ୨୦୧୮ର। ଝାଡ଼ଖଣ୍ଡର

ଚାଲିଗଲେ ମହାଭାରତର ‘ଶକୁନି’…

ନୂଆଦିଲ୍ଲୀ : ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି

ଇଣ୍ଡୋନେସିଆ ରେ ଅନୁଷ୍ଠିତ ବାଲିଯାତ୍ରା ରେ କଳା ପ୍ରଦର୍ଶନ କରିବେ ଛତ୍ରପୁର ର ନୃତ୍ୟ ଗୁରୁ ଅଳକା ସାହୁ ଓ ତାଙ୍କ ସଦସ୍ୟ

ଛତ୍ରପୁର : ଇଣ୍ଡୋନେସିଆ ବାଲି ରେ କଳିଙ୍ଗ ମହୋତ୍ସବ ଅନୁଷ୍ଠିତ ହେବ l କେନ୍ଦ୍ର ସରକାର ,ରାଜ୍ୟ ସରକାର ସହଭାଗିତାରେ ହେବ ଏହି ମହୋତ୍ସବ । ଏହି ଅବସରରେ କଳା ଓ ସଂସ୍କୃତିର ସହର ଛତ୍ରପୁରର ଜୟ ଗଣେଷ କଳା ବିକାଶ କେନ୍ଦ୍ରର ଓଡିଶୀ ନୃତ୍ୟୁ ଗୁରୁ ଅଳକା ସାହୁଙ୍କ ଟିମ ମଧ୍ୟ ଏହି ମହୋତ୍ସବରେ

ଦକ୍ଷିଣଭାରତୀୟ ଲୋକପ୍ରିୟ ଅଭିନେତା ଶରତବାବୁଙ୍କ ଦେହାନ୍ତ

ଚେନ୍ନାଇ : ଦକ୍ଷିଣ ଭାରତର ଭେଟେରାନ ଅଭିନେତା ଶରତ ବାବୁଙ୍କର ଆଜି ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା।ସରତ ବାବୁ ଗତ ମାସ ୨୦ ତାରିଖରୁ ହାସ୍‌ପିଟାଲରେ ଭର୍ତ୍ତି

ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଚତୁର୍ଥ ରଜନୀରେ ନାଟକ”ଅପେକ୍ଷାରେ ରାମଚନ୍ଦ୍ର”ରେ ନିଜକୁ ହଜେଇଲେ ଦର୍ଶକ

ବ୍ରହ୍ମପୁର--ସଂସାର ସାରା ସମସ୍ତେ ଲଙ୍କାପତି ରାବଣକୁ ରାମାୟଣର ଖଳ ଚରିତ୍ର ଭାବେ ଜାଣନ୍ତି । ଯିଏ ମାତା ସୀତାଙ୍କୁ ହରଣ କରି ଲଙ୍କା ନେଇଆସିବା ପରେ ପ୍ରଭୁ ରାମଚନ୍ଦ୍ରଙ୍କ ସହ ରାବଣଙ୍କ ହୋଇଥିଲା ଭୀଷଣ ଯୁଦ୍ଧ । ରାବଣକୁ ମାରି ସୀତାଙ୍କୁ ଉଦ୍ଧାର କରିଥିଲେ ପ୍ରଭୁ ରାମ । କିନ୍ତୁ ରାବଣ ନିଜେ

ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ ସିନେମା

ମାଲକାନଗିରି:ଓଡ଼ିଶାରେ ତେଲୁଗୁ ଫିଲ୍ମ ପୁଷ୍ପାର ଟିମ୍‌। ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପୁଷ୍ପା-୨ ସିନେମା। ମାଲକାନଗିରିର ପୋଲୁରୁ ଠାରେ ସିନେମା ସୁଟିଂ ହେବାକୁ ଯାଉଛି। ଆଜି ପୁଷ୍ପାର ନିର୍ଦ୍ଦେଶକ ସୁକୁମାର ସୁଟିଂ ସେଟ ଚୟନ କରିବା ପାଇଁ ପୋଲୁରୁ ଅଞ୍ଚଳ ବୁଲି ଦେଖିଛନ୍ତି। ଏଠାକାର

ସ୍ୱାଭିମାନ ଅଞ୍ଚଳରେ ଆରମ୍ଭ ହେଲା ପୁଷ୍ପା-୨ ସୁଟିଂ…

ମାଲକାନଗିରି : ସ୍ୱାଭିମାନ ଅଞ୍ଚଳର ପାଦଦେଶକୁ ଲାଗିଥିବା ତଥା ଅନ୍ଧ୍ରପ୍ରଦେଶ ସୀମାରେ ଥିବା ତରାବୁରେ ପୁଷ୍ପାର ପାର୍ଟ-୨ ସୁଟିଂ ଆରମ୍ଭ ହୋଇଛି। ଗତକାଲି ପୁଷ୍ପା ଫିଲ୍ମ ନିର୍ମାତା ସଂସ୍ଥାର ପୂରା ଟିମ୍ ତରାବୁ ଜଳ ପ୍ରପାତରେ ପହଞ୍ଚି ସୁଟିଂ କରିଛନ୍ତି। ସୁଟିଂ ପାଇଁ ପୂର୍ବରୁ ଅସ୍ଥାୟୀ

କିଟ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଜିତିଲେ ମିସ୍‌ ଟିନ୍‌ ୟୁନିଭର୍ସ ଇଣ୍ଡିଆ ଟାଇଟଲ୍‌

ଭୁବନେଶ୍ୱର : କିଟ୍‌ ବିଶ୍ୱବିଦ୍ୟାଳୟ ଫ୍ୟାସନ ସ୍କୁଲ୍‌ ଛାତ୍ରୀ ତ୍ରିଷ୍ଣା ରାୟ ଚଳିତବର୍ଷର ମିସ୍‌ ଟିନ୍‌ ୟୁନିଭର୍‌ସ ଇଣ୍ଡିଆ ୨୦୨୩ ଟାଇଟଲ ହାସଲ କରିଛନ୍ତି । ଅପ୍ରେଲ ୬ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜସ୍ଥାନର ଜୟପୁରଠାରେ ଚାଲିଥିବା ନ୍ୟାସ୍‌ନାଲ୍‌ ପିଜିଏଣ୍ଟ ଅଫ୍‌ ମିସ୍‌ ଟିନ୍‌

ପ୍ରସିଦ୍ଧ ଗାୟକ ମଣ୍ଟୁ ଛୁରିଆ ନାମରେ କୋରାପୁଟିଆ “ଝିଲକି ଝିପା ନନୀ” ପ୍ରସିଦ୍ଧ ଗୀତ ଚୋରି ଅଭିଯୋଗ…

ମାଲକାନଗିରି : ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ସମୟରେ "ଆମର ଜିଲ୍ଲା ମାଲକାନଗିରି, ମାଲ୍ୟବନ୍ତ ଗିରି " ଗୀତ ଲେଖି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ ଜିଲ୍ଲାର ହାଡୁ ତଳିଆ । ଏହାସହ ଅନେକ ଗୀତକୁ ନିଜ କଳା ମାଧ୍ୟମରେ ଲେଖିଛନ୍ତି ହାଡୁ । ତେବେ ବର୍ତ୍ତମାନ

ଏପ୍ରିଲ ୩୦ରେ ସଲମାନ ଖାନ୍‌ଙ୍କୁ ହତ୍ୟା କରିବାକୁ ଧମକ…!

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇଠାରୁ ଅଭିନେତା ସଲମାନ ଖାନ୍‌ଙ୍କୁ ହତ୍ୟା ଧମକ ମିଳିବା ପରେ ସେ ଏକ ବନ୍ଧୁକ ଲାଇସେନ୍ସ ନେବା ସହ ଏକ ବୁଲେଟ୍‌ପ୍ରୁଫ୍ କାର୍ ବ୍ୟବହାର କରୁଛନ୍ତି। ଗତକାଲି ତାଙ୍କୁ ଆଉ ଏକ ହତ୍ୟା ଧମକ ମିଳିଛି।ତାଙ୍କୁ ଏପ୍ରିଲ ୩୦ ତାରିଖରେ ହିଁ ହତ୍ୟା କରିବାକୁ