Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଦକ୍ଷିଣ ଆଫ୍ରିକା ବିପକ୍ଷରେ ୮ ୱିକେଟରେ ଜିତିଲା ଭାରତ…
ପ୍ରଥମେ ବୋଲର୍ ଆଉ ପରେ ଦକ୍ଷିଣ ଆଫ୍ରିକାକୁ ଧୋଇ ଦେଲେ ବ୍ୟାଟର୍। ପ୍ରଥମ ଦିନିିକିଆରେ ଭାରତକୁ ସହଜ ବିଜୟ ମିଳିଛି। ଏହି ମ୍ୟାଚକୁ ଟିମ୍ ଇଣ୍ଡିଆ ୮ ୱିକେଟରେ ଜିତି ନେଇଛି। ପଦାର୍ପଣ ମ୍ୟାଚ୍ରେ ସାଇ ସୁଦର୍ଶନଙ୍କ ବ୍ୟାଟିଂର ଚମକ…
ଦକ୍ଷିଣ ଆଫ୍ରିକା ଗସ୍ତରୁ ବାଦ ପଡ଼ିଲେ ଭାରତୀୟ କ୍ରିକେଟ୍ ଟିମ୍ର ମହମ୍ମଦ୍ ଶାମି ଓ ଦୀପକ ଚହର
ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ଗସ୍ତରୁ ‘ଟିମ୍ ଇଣ୍ଡିଆ’ର ୨ଜଣ ଅଭିଜ୍ଞ ‘ପେସ୍ ବୋଲର୍’ ମହମ୍ମଦ୍ ଶାମି ଓ ଦୀପକ ଚହର ବାଦ ପଡ଼ିଥିବା କଥା ‘ଇଣ୍ଡିଆ ଡୁଟେ’ ରିପୋର୍ଟ କରିଛି।ରିପୋର୍ଟରେ ଉଲ୍ଲେଖ ଅଛି ଯେ,…
ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପ୍ଟେନ ହାର୍ଦ୍ଦିକ ପାଣ୍ଡ୍ୟା…
ପୁରୁଣା ଫ୍ରାଞ୍ଚାଇଜକୁ ଫେରୁ ଫେରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ। 2024 ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସରେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେଉ ହେଉ…
ନୂଆଁ -ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କ୍ରିଡ଼ା ପ୍ରତିଯୋଗିତା ର ପୁରସ୍କାର ବଣ୍ଟନ କାର୍ଯ୍ୟକ୍ରମ..
ବୀରମିତ୍ରପୁର : ଶ୍ରମ ଶକ୍ତି ମହାବିଦ୍ୟାଳୟ ରେ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ ହୋଇଯାଇଛି ! ଏହି ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ (ଆଇ ୱାଇ ଡି ପି) ୨୧ ତାରିଖରୁ ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ହାଇଛି,ଏହି କାର୍ଯ୍ୟକ୍ରମରେ!-->!-->!-->…
ବାର୍ଷିକ କ୍ରୀଡା ଓ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…
କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର ଥାନା ରଏବଗା ହାଇସ୍କୁଲ ଖେଲ ପଡ଼ିଆରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି !ଏହି କାର୍ଯ୍ୟକ୍ରମରେ କୁଆଁରମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ ଏ ବୀ ଓ ସଦାନନ୍ଦ ପ୍ରଧାନ ଯୋଗଦେଇ ଶୁଭ ଆରମ୍ଭ କରିଥିଲେ ! ପୁରସ୍କାର ବଣ୍ଟନ!-->!-->!-->…
‘ଟିମ୍ ଇଣ୍ଡିଆ’ର ମୁଖ୍ୟ କୋଚ୍ ଭାବେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ବୃଦ୍ଧି କଲା ବିସିସିଆଇ…
ନୂଆଦିଲ୍ଳୀ: ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ଚଳିତବର୍ଷ ଶେଷ ହୋଇ ଯାଉଥିବାରୁ ସେ ଆଗକୁ ସେହି ପଦରେ ରହିବେ କି ନାହିଁ ବୋଲି ଦ୍ବନ୍ଦ୍ବ ରହିଥିଲା। କେହି କେହି ରାହୁଲ ଆଉ କୋଚ୍ ବନିବେ ନାହିଁ ବୋଲି ଅନୁମାନ କରୁଥିବା ବେଳେ…
ହିଞ୍ଜିଳିକାଟୁ ପାଇଁ ଗୌରବ ଆଣିଲେ ସାଇରାମରାଜ୍ୟ ସ୍ତରୀୟ ପାଓ୍ବାର ଲିଫ୍ଟରେ ଜିତିଲେ ସ୍ବର୍ଣ୍ଣ…
ହିଞ୍ଜିଳିକାଟୁ ,୨୭।୧୧(): ହିଞ୍ଜିଳିକାଟୁର ସାଇରାମ ଗୌଡ଼ (୨୬) ରାଜ୍ୟ ସ୍ତରୀୟ ପାୱାର ଲିଫ୍ଟ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ହିଞ୍ଜିଳିକାଟୁ ଇନଡୋର ଷ୍ଟାଡିୟମ ଜିମରେ ଟ୍ରେନର ପ୍ରଶିକ୍ଷଣ ପାଇଥିବା ସାଇରାମ ଚଳିତ ମାସ ୨୫ ଓ ୨୬ ତାରିଖରେ!-->!-->!-->…
ହାର୍ଦ୍ଦିକ ପାଣ୍ଡ୍ୟା ଯିବେନି ମୁମ୍ବାଇ ଇଣ୍ଡିଆନ୍ସ
ଅହମ୍ମଦାବାଦ: ଆଇପିଏଲ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହା ପୂର୍ବରୁ ରବିବାର ଖେଳାଳିମାନଙ୍କ ରିଟେନ ଓ ରିଲିଜ ତାଲିକା ଫ୍ରାଂଚାଇଜମାନେ ଘୋଷଣା କରିଛନ୍ତି । ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସ ଯିବେ ବୋଲି ଖବର ପ୍ରକାଶ…
ସମନ୍ବିତ ଯୁବ ବିକାଶ ଯୋଜନା କ୍ରୀଡା ପ୍ରତିଯୋଗିତା ଉଦଯାପିତ…
( କ୍ରୀଡା ହେଉଛି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ - ସମ୍ମାନିତ ଅତିଥି)
ଆସିକା ତା ୨୫/୧୧ : ଆସିକା ବିଜ୍ଞାନ ମହାବିଦ୍ୟାଳୟର ୫୫ତମ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ବାର୍ଷିକ କ୍ରୀଡା!-->!-->!-->!-->!-->…
ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ: ବାରଖମା ଦଳ ବିଜୟୀ : ଗୁମାପଦର ଦଳ ଉପବିଜେତା…
ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମହାମାୟୀ କବାଡି କ୍ଳବ୍ ଓ ଗ୍ରାମ୍ୟ କମିଟି ର ମିଳିତ ସହଯୋଗ ରେ ଆୟୋଜିତ ଜିଲ୍ଲା ସ୍ତରୀୟ କବାଡି ପ୍ରତିଯୋଗୀତା ଉଦଯାପିତ ହୋଇ ଯାଇଛି l ମହାମାୟୀ କବାଡି କ୍ଳବ୍ ର ମୂଖ୍ୟ ସୁବାଷ ଚନ୍ଦ୍ର ପାତ୍ର, ଦଣ୍ଡପାଣି ବେହେରା, ଭୀମସେନ!-->…