Browsing Category

ଖେଳ

ଜାତୀୟ ମୁକବଧିର ଟି -୨୦ କ୍ରିକେଟ ଟୁର୍ନାମେଣ୍ଟର ୪ ର୍ଥ ଦିନରେ ୩ଟି ଷ୍ଟାଡିୟମରେ ୭ଟି ମ୍ୟାଚ…

ଭୁବନେଶ୍ବର(୨୮/୦୯/୨୩) : ଓଡିଶା ରେ ୨୫ ତାରିଖ ଠାରୁ ଆରମ୍ଭ ହୋଇଛି ଜାତୀୟ ମୁକ ବଧିର ଟି ୨୦ କ୍ରିକେଟ ଟୁର୍ନାମେଣ୍ଟ।ଏଥିରେ ୨୦ ଟି ରାଜ୍ୟଦଳ ଭାଗ ନେଇଛନ୍ତି। ଏହି ଖେଳଟି ଭୁବନେଶ୍ବରର ଇଷ୍ଟ କୋଷ୍ଟ ରେଲ ଷ୍ଟାଡିୟମ୍, ହାଇ ଟେକ୍ ମେଡିକାଲ କଲେଜ ଷ୍ଟାଡିୟମ, ଏବଂ ଇଡକୋ କ୍ରିକେଟ ଷ୍ଟାଡିୟମ

ଭାରତର ପଦକ ସଂଖ୍ୟା ୨୨ରେ ପଂହଚିଲା

ହାଙ୍ଗଝୋଉ: ଚଳିତ ଏସିଆନ ଗେମ୍ସରେ ଭାରତୀୟ ଆଥଲେଟମାନେ ପ୍ରଭାବୀ ପ୍ରଦର୍ଶନ ଜାରୀ ରଖିଛନ୍ତି । ୪ର୍ଥ ଦିନ ଶୁଟିଂରେ ଭାରତ ୨ ସ୍ୱର୍ଣ୍ଣ ସମେତ ୭ ପଦକ ଜିତିଥିଲେ । ୪ର୍ଥ ଦିବସ ଶେଷ ସୁଦ୍ଧା ଭାରତ ଓଭରାଲ ୫ ସ୍ୱର୍ଣ୍ଣ, ୭ ରୌପ୍ୟ ଓ ୧୦ ବ୍ରୋଞ୍ଜ ପଦକ ଜିତିଛି । ବୁଧବାର ୨୫ ମିଟର ପିସ୍ତଲ…

ପୁରୁଷ ହକି ଗ୍ରୁପ ପର୍ଯ୍ୟାୟରେ ସିଙ୍ଗାପୁରକୁ ହରାଇଲା ଭାରତ…

୧୯ତମ ଏସୀୟ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀଙ୍କ ପ୍ରଦର୍ଶନ ଜାରି। ଗତକାଲି ଦୁଇଟି ଗୋଲ୍ଡ ହାସଲ କରିଥିବା ବେଳେ ଆଜି ପୁରୁଷ ହକି ଗ୍ରୁପ ପର୍ଯ୍ୟାୟର ଦ୍ୱିତୀୟ ମୁକାବିଲାରେ ସିଙ୍ଗାପୁରକୁ ହରାଇଛନ୍ତି ଭାରତୀୟ ଟିମ୍। ଅଧିନାୟକ ହରମନପ୍ରୀତ ସିଂହ ୪ ଓ ମନଦୀପ…

ଏସିଆନ ଗେମ୍ସରେ ଏୟାର ରାଇଫଲ୍ସ ଟିମ୍ ଜିତିଲା ସ୍ବର୍ଣ୍ଣ, ପଦକ ସଂଖ୍ୟା ୭ ଛୁଇଁଲା…

ହାଞ୍ଜହୁ: ଏସିଆନ ଗେମ୍ସରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ୧୦ ମିଟର ଏୟାର ରାଇଫଲ୍ସ ଟିମ୍ ଜିତିଛି ଗୋଲ୍ଡ ମେଡାଲ । ସେହିପରି ରୋଇଂରେ ମଧ୍ୟ ଭାରତକୁ ପଦକ ମିଳିଛି । ରୋଇଂରେ ବ୍ରୋଞ୍ଜ ମେଡାଲ ହାସଲ କରିଛି ଭାରତ । ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୭ରେ ପହଞ୍ଚିଛି । ଅନ୍ୟପଟେ…

ଅଷ୍ଟ୍ରେଲିଆକୁ ୯୯ ରନରେ ହରାଇଲା ଭାରତ…

ଇନ୍ଦୋର: ଅଷ୍ଟ୍ରେଲିଆ ବିରୋଧରେ ଭାରତର ବିଶାଳ ବିଜୟ । ଇନ୍ଦୋର ଦିନିକିଆ ସହିତ ସିରିଜ ବିଜୟ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆକୁ ୯୯ ରନର ବଡ଼ ବ୍ୟବଧାନରେ ହରାଇ ୩ଟିକିଆ ସିରିଜକୁ ୨-୦ରେ ଜିତି ନେଇଛି ଭାରତ । ଭାରତ ପ୍ରଥମରେ ବ୍ୟାଟିଂ କରି କଙ୍ଗାରୁ ଟିମ୍ ଆଗରେ ୪୦୦ ରନର ବିଶାଳ…

ଅଷ୍ଟ୍ରେଲିଆକୁ ୪୦୦ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ…

ଇନ୍ଦୋର: ଅଷ୍ଟ୍ରେଲିଆ ବିପକ୍ଷରେ ବିସ୍ପୋରକ ବ୍ୟାଟିଂ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ। ଉଦୟମାନ ବ୍ୟାଟ୍ସମ୍ୟାନ ଶୁବମନ୍‌ ଗିଲ, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ ଓ କେଏଲ୍‌ ରାହୁଲ ଅଷ୍ଟ୍ରେଲିଆ ଦଳର ବୋଲରଙ୍କୁ ଧୁମ ପ୍ରହାର କରିଛନ୍ତି। ଅଷ୍ଟ୍ରେଲିଆର ସବୁ ବୋଲରଙ୍କୁ ଧୁଲେଇ…

ଆଜିଠାରୁ ଏସୀୟ କ୍ରୀଡ଼ା ମହାକୁମ୍ଭ…

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ବିଧିବଦ୍ଧ ଭାବେ ଚୀନର ହ୍ବାଙ୍ଗଝୋରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅକ୍ଟୋବର ୮…

ଭାରତ ଏସିଆ କପ ଚାମ୍ପିୟନ, ୮ମ ଥର ପାଇଁ ଭାରତ ଏସିଆ କପ୍‌ ବିଜୟୀ; ୫୦ ରନ୍‌ରେ ଶ୍ରୀଲଙ୍କା ଅଲ୍‌ଆଉଟ୍‌

କଲମ୍ବୋ: ଏସିଆ କପ୍‌-୨୦୨୩ ନିଜ ନାଁରେ କରିଛି ଭାରତ। ୧୯ ଦିନର ଏହି ଟୁର୍ନାମେଣ୍ଟରେ ୧୩ଟି ମ୍ୟାଚ୍ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ପରାସ୍ତ କରି ୮ମ ଥର ପାଇଁ ଟାଇଟଲ ହାତେଇଛି ଟିମ୍ ଇଣ୍ଡିଆ। କମ୍‌ ରନ୍‌ର ଟାର୍ଗେଟକୁ ପିଛା କରି…

ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତିର ମହିଳା ହକି ଟିମ ରାଜ୍ୟସ୍ତରକୁ ମନୋନୀତ ହୋଇଥିବା ଜଣାପଡିଛି l ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର କ୍ରୀଡା ଶିକ୍ଷକ ହେମନ୍ତ କୁମାର ପାତ୍ର ଓ ମହିଳା କ୍ରୀଡା ପ୍ରଶିକ୍ଷକ