Browsing Category

ଖେଳ

ବ୍ୟାଟ ଧରି ଶୁଭମନ ଗିଲଙ୍କୁ ପିଟିଲେ ଈଶାନ କିଷନ

ନୂଆଦିଲ୍ଲୀ: ଭାରତ ଓ ଅ‌ଷ୍ଟ୍ରେଲିଆ ମଧ୍ୟରେ ଆସନ୍ତାକାଲିଠୁ ଆରମ୍ଭ ହେବ ବିଶ୍ବ ଟେଷ୍ଟ ଚାମ୍ପିୟନସିପ। ଲଣ୍ଡନରେ ଏହା ଖେଳାଯିବାକୁ ଥିବା ବେଳେ ଏବେ ଭାରତୀୟ ଟିମ୍ ନିଜର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଭାରତ ଲଗାତାର ଦ୍ବିତୀୟ ଥର ଏହି ଚାମ୍ପିୟନସିପ ଖେଳିବାକୁ ଯାଉଥିବା ବେଳେ

ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବେ ଡେଭିଡ ୱାର୍ଣ୍ଣର

ନୂଆଦିଲ୍ଲୀ: ଅଷ୍ଟ୍ରେଲୀୟ କ୍ରିକେଟ୍ ଦଳର ବରିଷ୍ଠ ଖେଳାଳି ଡେଭିଡ ୱାର୍ଣ୍ଣର ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଆଇସିସି ଏହି ସୂଚନାକୁ ନିଜ ଅଧିକାରୀକ ୱେବସାଇଟରେ ସେୟାର କରିଛି। ସେ ଜାନୁଆରି ୨୦୨୪ରେ ପାକିସ୍ତାନ ବିପକ୍ଷରେ ନିଜ ଟେଷ୍ଟ କ୍ୟାରିୟରର ଶେଷ ମ୍ୟାଚ୍

ସାମ୍ୱାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ

ପାତ୍ରପୁର : ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ରଘୁନାଥ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଶୁକ୍ରବାର ସାମ୍ବାଦିକ ଏକାଦଶ ଓ ଶିକ୍ଷକ ଏକାଦଶ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ୍ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ଏକାଦଶର ଅଧିନାୟକ

ବିଚ୍ ରାସ୍ତାରେ ସେଲଫି ଦେଲେ ଧୋନି…

ନୂଆଦିଲ୍ଲୀ: ପ୍ରଶଂସକଙ୍କ ଇଚ୍ଛା ପୂରଣ କଲେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନି। ବିଚ୍ ରାସ୍ତାରେ ଦେଲେ ସେଲଫି। ଏ ସମୟର ଫଟୋ ଓ ଭିଡିଓ ଭାଇରାଲ ହେଉଥିବା ବେଲେ ଧୋନିଙ୍କ ଏଭଳି କାମ ପାଇଁ ତାଙ୍କୁ ପ୍ରଶଂସା କରାଯାଉଛି। ଭାରତୀୟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କର

ଘରକୁ ଫେରିଲେ ଆନ୍ଦୋଳନରତ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ନୂଆଦିଲ୍ଲୀ : ଦିଲ୍ଲୀରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲୁଏଫ୍‌ଆଇ) ସଭାପତି ବ୍ରିଜଭୂଷଣ ଶରଣସିଂହଙ୍କ ଗିରଫ ଦାବିରେ ଆନ୍ଦୋଳନ ଚଲାଇଥିବା କୁସ୍ତିଯୋଦ୍ଧାମାନେ ଶେଷରେ ଘରକୁ ଫେରିଛନ୍ତି। କେବଳ ସାକ୍ଷୀ ମଲ୍ଲିକ ଏକମାତ୍ର ଆନ୍ଦୋଳନକାରୀ ଭାବେ ଦିଲ୍ଲୀରେ ରହିଛନ୍ତି।

ପଞ୍ଚମ ଥର ପାଇଁ ଆଇପିଏଲ୍‌ ଚାମ୍ପିୟନ ହେଲା ଚେନ୍ନାଇ ସୁପରକିଙ୍ଗ୍‌ସ

ମୁମ୍ବାଇ :ଶେଷ ହୋଇଛି ଆଇପିଏଲ ୨୦୨୩। ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍‌ସ। ଦଳ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇ ମୁମ୍ବାଇ ଇଣ୍ଡିଆନ୍ସର ସମକକ୍ଷ ହୋଇଛି। ରବିବାର ବର୍ଷା ଯୋଗୁ ଫାଇନାଲ ମ୍ୟାଚ୍ ଖେଳା ଯାଇପାରି ନଥିଲା। ଏହା ଗତକାଲିକୁ ଘୁଞ୍ଚିଥିଲା। ତେବେ କାଲି ବି ବର୍ଷା ହୋଇଥିଲା।

ଲକ୍ଷ୍ନୌ ସୁପର ଜାଏଣ୍ଟସରୁ ବିଦା ହୋଇପାରନ୍ତି ଗୌତମ ଗମ୍ଭୀର…!

ନୂଆଦିଲ୍ଲୀ: ଗତକାଲି ଚେନ୍ନାଇର ଏମ୍‌ଏ ଚିଦାମ୍ବର ଷ୍ଟାଡିୟମ୍‌ରେ ‌ଖେଳାଯାଇଥିବା ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଧାର୍ଯ୍ୟ ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୩ ଓଭର ସୁଦ୍ଧା ୧୦୧ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। କ୍ରମାଗତ ଦ୍ୱିତୀୟ ଥର ପାଇଁ

ଧୋନି ମୋର ଜଣେ ବଡ଼ଭାଇ ଓ ବନ୍ଧୁଙ୍କ ଭଳି – ହାର୍ଦ୍ଦିକ ପାଣ୍ଡ୍ୟା

ଚେନ୍ନାଇ: ଘରୋଇ ଦର୍ଶକଙ୍କ ସମ୍ମୁଖରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମଙ୍ଗଳବାର ଫାଇନାଲ୍‌ ସ୍ଥାନ ପାଇଁ ବିଜେତା ଗୁଜରାଟ ଟାଇଟନ୍ସକୁ ଭେଟିବ। ଚଳିତ ଋତୁର ଏହି ପ୍ରଥମ ପ୍ଲେ ଅଫ୍‌ ମ୍ୟାଚ୍‌ ବିଜେତା ରବିବାର ଖେଳାଯିବାକୁ ଥିବା ଫାଇନାଲ୍‌ରେ ପହଞ୍ଚିବ। ପରାଜିତ ଦଳ ପ୍ଲେ ଅଫ୍‌-୨ରେ

ବିରାଟଙ୍କ ସ୍ବପ୍ନ ଅଧୁରା: ଗିଲ୍‌ଙ୍କ ଶତକରେ ବାଙ୍ଗାଲୋର ବିଦା

ବେଙ୍ଗାଲୁରୁ: ଚଳିତ ଆଇପିଏଲ୍‌ର ଗ୍ରୁପ୍ ପର୍ଯ୍ୟାୟ ରବିବାର ଶେଷ ହୋଇଥିବାବେଳେ ବିରାଟ କୋହଲିଙ୍କ ଟ୍ରଫି ଦୁଃସ୍ବପ୍ନ ଧାରା ଜାରି ରହିଛି। ବ୍ୟକ୍ତିଗତ ଭାବେ କୋହଲି ଶତକ ହାସଲ କରିଥିବାବେଳେ ବେଙ୍ଗାଲୁରୁରେ ହିଁ ଆର୍‌ସିବିକୁ ୬ ୱିକେଟ୍‌ରେ ହରାଇ ଦେଇଥିଲା ଗୁଜରାଟ ଟାଇଟନ୍ସ। ଏହି ପରାଜୟ

ଆଇପିଏଲ୍‌: ଦିଲ୍ଲୀ କ୍ୟାପିଟାଲ୍ସକୁ ୭୭ ରନ୍‌ରେ ପରାସ୍ତ କଲା ଚେନ୍ନାଇ ସୁପର କିଙ୍ଗ୍‌ସ

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୬୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୭୭ ରନ୍‌ରେ ପରାସ୍ତ କରିଛି। ୨୨୪ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ପାଳିରେ ବ୍ୟାଟିଂ କରିଥିବା ଦିଲ୍ଲୀ ଟିମ୍‌ ୧୪୬ ରନ୍‌ରେ ଅଟକି ଯାଇଛି।