Browsing Category

ଖେଳ

ଦଲୀପ ଟ୍ରଫିରୁ ବିସିସିଆଇ ଘରୋଇ ଋତୁ ଆରମ୍ଭ : ଫେରିବ ଦେଓଧର ଟ୍ରଫି; ଜାନୁଆରି ୫ରୁ ରଣଜୀ

ମୁମ୍ବାଇ: ବିସିସିଆଇର ଆସନ୍ତା ଘରୋଇ ଋତୁ ଦଲୀପ ଟ୍ରଫିରୁ ଆରମ୍ଭ ହେବ। ଏହାପରେ ବନ୍ଦ ପଡ଼ିଥିବା ଦେଓଧର ଟ୍ରଫି ଆୟୋଜନ କରିବାକୁ ବୋର୍ଡ ଯୋଜନା କରିଛି। ବୋର୍ଡ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ୨୦୨୩-୨୪ ଋତୁର ପ୍ରାଥମିକ ଖେଳସୂଚୀରେ ଜୁନ୍‌ ୨୮ ରୁ ଜୁଲାଇ ୧୬ ମଧ୍ୟରେ ଦଲୀପ ଟ୍ରଫି ଆୟୋଜନ

୫ଟି ଛକା ମାରି ଅସମ୍ଭବକୁ ସମ୍ଭବ କରି ଦେଖାଇଥିବା ରିଙ୍କୁ ସିଂହ ଏକଦା ଗ୍ୟାସ ଗୋଦାମରେ ‌ରହୁଥିଲେ

ନୂଆଦିଲ୍ଲୀ: ଗତ ରବିବାର ଗୁଜରାଟ ଟାଇଟନ୍ସ ବିପକ୍ଷରେ ମ୍ୟାଚ ଖେଳି ଅସମ୍ଭବକୁ ସମ୍ଭବ କରିଥିବା କୋଲକାତା ନାଇଟ ରାଇଡର୍ସର ବ୍ୟାଟର ରିଙ୍କୁ ସିଂହଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି।କୋଲକାତାକୁ ମ୍ୟାଚ୍‌ ଜିତିବା ପାଇଁ ଶେଷ ୫ ବଲରେ ୨୮ ରନ ଦରକାର ଥିବା ବେଳେ ରିଙ୍କୁ କ୍ରମାଗତ ୫ଟି ଛକା

ଭାରତ-ପାକ୍ ବିବାଦ ପାଇଁ ବିଶ୍ବକପ୍‌ ସୂଚୀ ବିଳମ୍ବିତ

ନୂଆଦିଲ୍ଲୀ: ଦିନିକିଆ କ୍ରିକେଟ୍‌ ବିଶ୍ବକପ୍‌କୁ ଆଉ ପାଖାପାଖି ୬ ମାସ ସମୟ ରହିଲା। ହେଲେ ଏପର୍ଯ୍ୟନ୍ତ ଏହି କ୍ରିକେଟ ମହାକୁମ୍ଭର ଖେଳସୂଚୀ ପ୍ରସ୍ତୁତ ହୋଇପାରୁନି। ଦୁଇ ପଡ଼ୋଶୀ ରାଷ୍ଟ୍ର ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ରାଜନୈତିକ କନ୍ଦଳକୁ ଏଥିପାଇଁ ଦାୟୀ କରାଯାଉଛି। ସମାନ ଘଟଣା

ଧୋନି, ମିତାଲି, ଯୁବରାଜଙ୍କୁ ଆଜୀବନ ସଦସ୍ୟତା ଦେଲା ଏମ୍‌ସିସି

ଲଣ୍ଡନ: ‌ଭାରତ ବିଶ୍ବକପ୍‌ ବିଜେତା ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଏହି ଦଳର ସଦସ୍ୟ ଥିବା ଯୁବରାଜ ସିଂହ ଓ ସୁରେଶ ରାଇନାଙ୍କୁ ମେରିଲିବୋନ୍‌ କ୍ରିକେଟ କ୍ଲବ୍‌ (ଏମ୍‌ସିସି) ଆଜୀବନ ସଦସ୍ୟତା ପ୍ରଦାନ କରିଛି। ଏମାନଙ୍କ ବ୍ୟତୀତ ଦୁଇ ମହିଳା କ୍ରିକେଟର ମିତାଲି ରାଜ ଓ ଝୁଲଣ

ଦିଲ୍ଲୀ କ୍ୟାପିଟାଲ୍ସରେ ଯୋଗ ଦେଲେ ନର୍ଖିଆ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଧୂଆଁଧାର ପେସ ବୋଲର ଏନ୍‌ରିକ ନର୍ଖିଆ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି। ଆଉ ସିଏ ଆସିବା ପରେ ଦିଲ୍ଲୀର ବୋଲିଂ ଅଧିକ ଘାତକ ହୋଇପାରେ ବୋଲି ଅନୁମାନ କରାଯାଉଛି | ଏନ୍‌ରିକ ନର୍ଖିଆଙ୍କ ସହ ଲୁଙ୍ଗି ଏନ୍‌ଗିଡି ମଧ୍ୟ ଦିଲ୍ଲୀ ଦଳରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ

ଆଇପିଏଲ୍‌: ହାଇଦ୍ରାବାଦ୍‌କୁ ୭୨ ରନ୍‌ରେ ପରାସ୍ତ କଲା ରାଜସ୍ଥାନ, ଚହଲ ନେଲେ ୪ ୱିକେଟ୍‌

ହାଇଦ୍ରାବାଦ୍‌: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପଞ୍ଚଦଶ ସଂସ୍କରଣର ୪ର୍ଥ ମ୍ୟାଚ୍‌ରେ ରବିବାର ରାଜସ୍ଥାନ ରୟାଲ୍‌ସ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରିଛି। ପ୍ରଥମେ ବ୍ୟାଟିଂ କରି ଦଳ ୨୦୩ ରନ୍‌ ସଂଗ୍ରହ କଲା ପରେ ହାଇଦ୍ରାବାଦ ୭୨ ରନ୍‌ରେ ପରାସ୍ତ କରିଛି।

ଚେନ୍ନାଇକୁ ଚିତ୍‌ କରି ବିଜୟରୁ ଅଭିଯାନ ଆରମ୍ଭ କଲା ଗୁଜରାଟ

ଅହମ୍ମଦାବାଦ : ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଆଇପିଏଲ ୨୦୨୩ର ପ୍ରଥମ ମ୍ୟାଚ୍‌ରେ ବାଜିମାତ କରିଛି ଡିଫେଣ୍ଡିଂ ଚାମ୍ପିୟନ ଗୁଜରାଟ ଟାଇଟନ୍ସ। ୧୬ତମ ସଂସ୍କରଣର ପ୍ରଥମ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ୫ ୱିକେଟରେ ମହେନ୍ଦ୍ର ସିଂହ ଧୋନିଙ୍କ

ଭାରତୀୟ ପିଲାମାନେ ବୟସ୍କଙ୍କ ତୁଳନାରେ ଖେଳକୁଦକୁ ଖୁବ୍‌ କମ୍‌ ସମୟ ଦେଉଛନ୍ତି…

ନୂଆଦିଲ୍ଲୀ : ଭାରତୀୟ ପିଲାମାନେ ବୟସ୍କଙ୍କ ତୁଳନାରେ ଖେଳକୁଦକୁ ଖୁବ୍‌ କମ୍‌ ସମୟ ଦେଉଛନ୍ତି। ପୂର୍ବ ଭାରତର ପିଲାମାନେ ଖେଳକୁଦ ଓ ଶାରୀରିକ ଦକ୍ଷତା ବଢାଇବାରେ ସପ୍ତାହକୁ ୧୨୫ ମିନିଟ୍‌ ବିତାଉଥିଲା ବେଳେ ପଶ୍ଚିମ ଭାଗର ପିଲାମାନେ ମାତ୍ର ୬୮ ମିନିଟ୍‌ କଟାଉଛନ୍ତି। ସ୍ପୋର୍ଟ୍ସ ବ୍ରାଣ୍ଡ

ଆଇପିଏଲ୍‌ରୁ ମୁହଁ ଫେରାଇଛନ୍ତି ପୁରୁଣା ପ୍ରାୟୋଜକ…

ମୁମ୍ବାଇ : ଲମ୍ବା ସମୟ ଧରି ଚାଲୁଥିବା ଆଇପିଏଲ୍‌ରୁ ଅନେକ ପ୍ରାୟୋଜକ ମୁହଁ ଫେରାଇ ନେଇଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ବିଗତ ଦିନଗୁଡିକ୍କରେ ବିଜ୍ଞାପନଦାତା ତଥା ପ୍ରାୟୋଜକ ହୋଇଥିବା କିଛି ଇଣ୍ଟରନେଟ୍‌ ପ୍ରଦାନକାରୀ କମ୍ପାନିଙ୍କ ସହ ଷ୍ଟାର୍ଟଅପ୍‌ କମ୍ପାନିମାନେ ଏଥର ଆଇପିଏଲ୍‌ରୁ ଓହରି

ଆଇପିଏଲ୍‌ରେ ଓଡ଼ିଆ ଆଙ୍କର୍‌ କଟକର ଲୋରିଆ ମହାନ୍ତି

କଟକ : ଆଇପିଏଲ୍‌ ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ପ୍ୟାନେଲ୍‌ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାଏର