Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ୧୪୫ ରନର ଛୋଟିଆ ଟାର୍ଗେଟ, ଭାରତ ୪୫/୪…
ଢାକା: ବ୍ୟାଟିଂରେ ଫେଲ ମାରିଥିବା ବାଂଲାଦେଶ ବୋଲିଂରେ କମାଲ କରିଛି। ଦ୍ୱିତୀୟ ଟେଷ୍ଟକୁ ଜିତିବା ପାଇଁ ଭାରତକୁ ୧୪୫ ରନର ଛୋଟିଆ ଟାର୍ଗେଟ ଦେଇଥିବା ବାଂଲାଦେଶ ବୋଲିଂରେ ବିପର୍ଯ୍ୟୟ ସୃଷ୍ଟି କରିଛି। ତୃତୀୟ ଦିନର ଖେଳା ଶେଷ ସୁଦ୍ଧା ୧୪୫ ରନର ଟାର୍ଗେଟ ପିଛା କରୁଥିବା ଭାରତ ୪୫ ରନରେ ୪ ଜଣ!-->…
ଆଇପିଏଲ ଅକ୍ସନ: ହ୍ୟାରୀ ବ୍ରୁକଙ୍କୁ ୧୩.୨୫ କୋଟିରେ କିଣିଲା ହାଇଦ୍ରାବାଦ
କୋଚି: ଆଇପିଏଲର ୨୦୨୩ ସଂସ୍କରଣ ପାଇଁ ଆଜି ମିନି ଅକ୍ସନ ଆରମ୍ଭ ହୋଇଛି। ଏହି ଅକ୍ସନରେ ବର୍ତ୍ତମାନ ସୁଦ୍ଧା ଇଂଲଣ୍ତ ଟିମ୍ର ଯୁବ ବ୍ୟାଟର ହ୍ୟାରୀ ବ୍ରୁକ୍ଙ୍କ ଦବଦବା ଦେଖିବାକୁ ମିଳିଛି। ତାଙ୍କୁ ୧୩.୨୫ କୋଟି ଟଙ୍କା ଦେଇ ସନ ରାଇଜର୍ସ ହାଇଦ୍ରାବାଦ ନିଜ ସହ ସାମିଲ କରିଛି। ବ୍ରୁକଙ୍କ ବେସ୍!-->…
୨ୟ ଟେଷ୍ଟ: ପ୍ରଥମ ପାଳିରେ ଭାରତ ୩୧୪ ରନ୍; ବାଂଲାଦେଶର ୨ୟ ପାଳି ଆରମ୍ଭ
ଢାକା: ଭାରତ ଓ ବାଂଲାଦେଶ ମଧ୍ୟରେ ଦ୍ବିତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି। ଢାକାସ୍ଥିତ ଶେର୍ ବାଂଲା ନ୍ୟାସନାଲ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମୁକାବିଲାରେ ଭାରତ ନିଜର ପ୍ରଥମ ପାଳିରେ ସମସ୍ତ ୱିକେଟ୍ ହରାଇ ୩୧୪ ରନ୍ ସଂଗ୍ରହ କରିଛି। ଆୟୋଜକ ବାଂଲାଦେଶ ଟସ୍ ଜିଣି ଗୁରୁବାର ପ୍ରଥମ!-->…
ବିଶ୍ବକପ୍ ହକିରେ ଯୋଗ ଦେବା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଆମନ୍ତ୍ରଣ କରାଯିବ: ନବୀନ
ଭୁବନେଶ୍ବର: ୨୦୨୩ ପୁରୁଷ ବିଶ୍ବକପ୍ ହକି ଆୟୋଜନ ଏବଂ ସୁପରିଚାଳନା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନର କନ୍ଭେନସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାରେ କ୍ରୀଡା ମହୋତ୍ସବର!-->…
୨ୟ ଟେଷ୍ଟ : ଅଶ୍ବିନ-ଉମେଶଙ୍କ ଘାତକ ବୋଲିଂ, ବାଂଲାଦେଶ ୨୨୭ରେ ଅଲଆଉଟ୍
ଢାକା : ଢାକାର ଶେର-ଏ ବାଂଲା ନାସନାଲ ଷ୍ଟାଡିୟମଠାରେ ଆଜି ଆରମ୍ଭ ହୋଇଥିବା ୨ୟ ଟେଷ୍ଟରେ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ଫଳରେ ଦଳ ପ୍ରଥମ ଇନିଂସରେ ମାତ୍ର ୨୨୭ ରନରେ ଅଲଆଉଟ ହୋଇଯାଇଛି ।
ଏହି ମ୍ୟାଚରେ ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି!-->!-->!-->…
ଭାରତଗସ୍ତ ସମୟରେ ଶାଢ଼ି ପିନ୍ଧିଲେ ଅଷ୍ଟ୍ରେଲିଆର ମହିଳା କ୍ରିକେଟ ଖେଳାଳି
ନୂଆଦିଲ୍ଲୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି୨୦ ମ୍ୟାଚ ଖେଳା ଯାଇଥିଲା। ତେବେ ଏହି କ୍ରମରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଜଣେ ଖେଳାଳି ଭାରତବାସୀଙ୍କ ହୃଦୟକୁ ଜିତି ଯାଇଛନ୍ତି। ସେ ଭାରତ ଗ୍ରସ୍ତ ସମୟରେ ଶାଢ଼ି ପିନ୍ଧିଥିବା ଦେଖିବାକୁ ମିଳିଥିଲା।!-->…
ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ରାଉରକେଲା ବିମାନ ବନ୍ଦର ନିର୍ମାଣ…
ରାଉରକେଲା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତରେ ଆସି ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା!-->…
ଫିଫା ବିଶ୍ବକପ୍ ୨୦୨୨: ଗତ ୨୫ ବର୍ଷ ଭିତରେ ଗୁଗୁଲ୍ରେ ସବୁଠାରୁ ଅଧିକ ସର୍ଚ ହୋଇଥିବା କହିଲେ ପିଚାଇ
ନୂଆଦିଲ୍ଲୀ: କତାରରେ ହୋଇଥିବା ଫିଫା ବିଶ୍ବକପ୍ ୨୦୨୨ ନିକଟ ଅତୀତରେ ବେଶ୍ ଚର୍ଚ୍ଚା ପାଲଟିଥିବା ବେଳେ ଏହାକୁ ନେଇ ଏକ ତଥ୍ୟ ପ୍ରଦାନ କରିଛନ୍ତି ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ।
ପିଚାଇ ଏକ ଟ୍ବିଟ୍ କରି ସୂଚନା ଦେଇଛନ୍ତି ଯେ ଗତ ୨୫ ବର୍ଷ ମଧ୍ୟରେ ଚଳିତବର୍ଷ ଗୁଗୁଲ୍ରେ ସବୁଠାରୁ!-->!-->!-->…
ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ଦାରିଙ୍ଗବାଡି,୧୮/୧୨ : ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ସିମନବାଡ଼ି ପାଟଖଣ୍ଡା ଖେଳ ପଡିଆ ଠାରେ ରାମ ନାୟକ ମେମୋରିଆଲ ରାଜ୍ୟ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ଯୋଗଦେଇ ଥିବା ବେଳେ ଅତିଥି ଭାବେ ଗୋଷ୍ଠୀ!-->…
ଚିତ୍ରକୋଣ୍ଡା ପଞ୍ଚାୟତ ସ୍ତରୀୟ ମାଲ୍ୟବନ୍ତ ଖେଳ ପ୍ରତିଯୋଗିତା ଅନୁଷ୍ଠିତ…
ଚିତ୍ରକୋଣ୍ଡା:ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ଚିତ୍ରକୋଣ୍ଡା ମିନି ଷ୍ଟାଡିଅମ ଖେଳ ପଡିଆ ଠାରେ ଆଜି ଚିତ୍ରକୋଣ୍ଡା ପଞ୍ଚାୟତ ର ତିନି ଗୋଟି ବିଦ୍ୟାଳୟ ର ନବମ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ଖେଳ ପ୍ରତିଯୋଗିତା!-->!-->!-->…