Browsing Category

ଖେଳ

ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାୟ ପରିସରରେ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡାଙ୍ଗନ ଠାରେ ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିବା ବେଳେ

ରୋମାଞ୍ଚକର ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ

ଢାକା : ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଦଳ ଅତ୍ୟନ୍ତ ନାଟକୀୟ ଭାବେ ଭାରତକୁ ୧ ଓ୍ବିକେଟରେ ହରାଇ ଦେଇଛି । ଭାରତ ଦ୍ବାରା ରଖାଯାଇଥିବା ୧୮୭ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲେ ବି ବାଂଲାଦେଶ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦଳପାଇଁ ଏହି ଛୋଟ

ଦ୍ବିତୀୟ ରାଜେଶ ଏବଂ ଲିଟୁ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସ୍ୱୟଂଶାସିତ ମହା ବିଦ୍ୟାଳୟ ପଡିଆ ଠାରେ ଦ୍ବିତୀୟ ରାଜେଶ ଏଣ୍ଡ ଲିଟୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୨୦୨୨ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ଟୁର୍ଣ୍ଣାମେଣ୍ଟ

ଆନ୍ତଃମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ, ବୁଗୁଡ଼ା ପିପୁଲ୍ସ କଲେଜ ଚମ୍ପିଅନ

ବୁଗୁଡ଼ା : ବାଲିପଦର ଆଞ୍ଚଳିକ ବିଜ୍ଞାନ ଡିଗ୍ରୀ କଲେଜ ପକ୍ଷରୁ ଆୟୋଜିତ ୧୪ତମ ଆନ୍ତଃ-ମହା ବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ ଦ୍ବିଦିବସୀୟ ଟୁର୍ଣ୍ଣାମେଣ୍ଟରେ ୧୩ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ

ଆନ୍ତଃ ମହାବିଦ୍ୟାଳୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ…

ଫୁଲବାଣୀ :- କନ୍ଧମାଳ ଜିଲ୍ଲା ଟିକାବାଲି ଏମସି ଏସ କଲେଜ ପରିଚାଳନା ପରିଷଦର ସଭାପତି ଲଳିତେନ୍ଦୁ ପ୍ରଧାନଙ୍କ ସଭାପତିତ୍ବରେ ଆନ୍ତଃ ମହାବିଦ୍ୟାଳୟ ଖୋ ଖୋ ଟୁର୍ଣ୍ଣାମେଣ୍ଟ ପୁରୁଷ ଏବଂ ମହିଳା ମାନଙ୍କୁ ନେଇ ଉଦ୍ଘାଟିତ ହୋଇଯାଇଛି l ଅଧ୍ୟକ୍ଷ ଦିନବନ୍ଧୁ ମହାନ୍ତି କାର୍ଯ୍ୟକ୍ରମର ଆଭିମୁଖ୍ୟ

ଆରମ୍ଭ ହେଲା ଫୁଟ୍‌ବଲ୍‌ ମହାସମର: ଉଦ୍‌ଘାଟନୀ ଉତ୍ସବରେ ଆରବୀୟ ଝଲକ, ପ୍ରଥମ ମ୍ୟାଚ୍‌ରେ କାତାରକୁ ହରାଇଲା ଇକ୍ବେଡ଼ର

ଦୋହା : ଅନେକ ବାଦ ବିବାଦ ଓ ପ୍ରତିବନ୍ଧକ ଭିତରେ କାତାରରେ ରବିବାରଠାରୁ ଆରମ୍ଭ ହୋଇଛି ଫୁଟ୍‌ବଲ୍‌ର ମହାସମର ଫିଫା ବିଶ୍ବକପ୍‌। ୮୮ ବର୍ଷ ପରେ କାତାର ଆୟୋଜକ ଭାବେ ବିଶ୍ବକପ୍‌ରେ ପଦାର୍ପଣ କରିଛି। କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଅଧଘଣ୍ଟାର ଉଦ୍‌ଘାଟନୀ ଉତ୍ସବ କାର୍ଯ୍ୟକ୍ରମର

ଅନ୍ତିମ ୧୯ ବଲ୍‌ରୁ ୬୧ ରନ୍‌ ଯୋଡ଼ିଲେ ସୂର୍ଯ୍ୟକୁମାର

ମାଉଣ୍ଟ୍‌ ମୌଙ୍ଗନୁଇ: ଟି-୨୦ ଫର୍ମାଟରେ ବିଶ୍ୱର ଏକ ନମ୍ବର ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟ ଆଜି ପୁଣି ଥରେ ଗର୍ଜିଛି । ନ୍ୟୁଜିଲାଣ୍ଡ ମାଟିରେ ଜାରି ଥିବା ଦ୍ବିପାକ୍ଷୀକ ଟି-୨୦ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚରେ ଯୁବ ବ୍ୟାଟର ସୂର୍ଯ୍ୟକୁମାର ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି। ସେ

ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ସିରିଜ: ବର୍ଷା ଯୋଗୁ ପ୍ରଥମ ମ୍ୟାଚ୍ ବାତିଲ୍

ୱେଲିଂଟନ: ବର୍ଷା ଯୋଗୁ ଧୋଇଗଲା ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ସିରିଜର ପ୍ରଥମ ମ୍ୟାଚ୍। ଶୁକ୍ରବାର(ନଭେମ୍ବର- ୮) ନ୍ୟୁଜିଲାଣ୍ଡର ସ୍କାଏ ଷ୍ଟାଡିୟମ୍‌ରେ ଏହି ମ୍ୟାଚ୍ ଖେଳାଯାଇଥାନ୍ତା। ହେଲେ ବର୍ଷା ଯୋଗୁ ଟସ୍ ପଡ଼ିବା ବିଳମ୍ବ ହୋଇଥିଲା। ଆଉ ଏବେ ଖରାପ ପାଗ

ଆଇସିସି ରାଙ୍କିଙ୍ଗ: ଶୀର୍ଷରେ ସୂର୍ଯ୍ୟ କୁମାର କାଏମ, ରୁସୋଙ୍କୁ ବଡ଼ ଫାଇଦା

ଦୁବାଇ: ଟି-୨୦ ବିଶ୍ୱକପ ଶେଷ ହେବା ପରେ ଆଜି ଆଇସିସି ପକ୍ଷରୁ ଖେଳାଳିଙ୍କ ପ୍ରଦର୍ଶନକୁ ନେଇ ରାଙ୍କିଙ୍ଗ ତାଲିକା ଜାରି କରାଯାଇଛି। ଚଳିତ ବିଶ୍ୱକପରେ ଦମଦାର ବ୍ୟାଟିଂ କରିଥିବା ଭାରତର ସୂର୍ଯ୍ୟ କୁମାର ଏହି ରାଙ୍କିଙ୍ଗରେ ପୂର୍ବଭଳି ୧ନଂ ସ୍ଥାନରେ ରହିଛନ୍ତି।ଇଂଲଣ୍ଡ ବିପକ୍ଷ ସେମିରେ ସେ

ପ୍ରଥମ ଚିଲଡ୍ରେନ୍ସ କପ୍ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ…

ବ୍ରହ୍ମପୁର,୧୩/୧୧/୨୨: ଅନ୍ତଃଜିଲ୍ଲା ପ୍ରଥମ ଚିଲଡ୍ରେନ୍ସ କପ୍ ଆନ୍ତଃ ବିଦ୍ୟାଳୟ ହ୍ୟାଣ୍ଡବଲ୍ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତା ରବିବାର ଦିନ ସ୍ଥାନୀୟ ଖଲ୍ଲିକୋଟ ମହାବିଦ୍ୟାଳୟ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। ଏହି ହ୍ୟାଣ୍ଡବଲ ଟୁର୍ଣ୍ଣାମେଣ୍ଟ ପ୍ରତିଯୋଗିତାରେ ଗଂଜାମ ଜିଲ୍ଲାର