Browsing Category

ଖେଳ

ପାକିସ୍ତାନ ହାରିଲା, ଇଂଲଣ୍ଡ ଟି-୨୦ ବିଶ୍ବ ଚାମ୍ପିୟନ

ମେଲବର୍ଣ୍ଣ: ଇଂଲଣ୍ଡ ଆଗରେ ପାକିସ୍ତାନ ଚିତ୍‌ପଟାଙ୍ଗ୍‌। ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍‌ରେ ଇଂଲଣ୍ଡ ଆଗରେ ପାକିସ୍ତାନ ଉଭୟ ବ୍ୟାଟିଂ ଓ ବୋଲିଂରେ ଆତ୍ମସମର୍ପଣ କରିଛି। ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ରବିବାର

ଭାରତୀୟ ଦଳର ପରାଜୟ ଲାଗି ଦଳକୁ ସମାଲଚନା କଲେ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଏବଂ ଶଶି ଥରୁର

ନୂଆଦିଲ୍ଲୀ: ଆଡିଲେଡରେ ଗତଗୁରୁବାର ଖେଳାଯାଇଥିବା ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଦ୍ବିତୀୟ ସେମିଫାଇନାଲରେ ଭାରତୀୟ କ୍ରି‌କେଟ ପ୍ରଶଂସକଙ୍କୁ ହୃଦୟ ବିଦାରକ ଫଳ ମିଳିଥିଲା।ଦିନିକିଆ ବିଶ୍ବକପ୍ ବିଜେତା ଇଂଲଣ୍ଡ ୧୦ ୱିକେଟ୍ରରେ ଭାରତକୁ ଅତି ଶୋଚନୀୟ ଭାବେ ପରାସ୍ତ କରି ଫାଇନାଲରେ ସ୍ଥାନ

ବିଶ୍ରାମ ନେବେ ରାହୁଲ ଦ୍ରାବିଡ, ନ୍ୟୁଜିଲାଣ୍ଡ ଗସ୍ତରେ ଟିମ୍‌ ଇଣ୍ଡିଆର କୋଚ୍‌ ଦାୟିତ୍ବ ତୁଲାଇବେ ଲକ୍ଷ୍ମଣ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡ୍‌ ବିଶ୍ରାମ ନେବେ। କାରଣ ଆଗାମୀ ନ୍ୟୁଜିଲାଣ୍ଡ୍‌ରେ ହେବାକୁ ଥିବା ସୀମିତ ଓଭର୍‌ ସିରିଜ୍‌ରେ ଏବେ ତାଙ୍କ ସ୍ଥାନରେ କୋଚ୍‌ ଦାୟିତ୍ବ ତୁଲାଇବେ ନେସ୍‌ନାଲ୍‌ କ୍ରିକେଟ୍‌ ଆକାଡେମୀ ମୁଖ୍ୟ ଭିଭିଏସ୍‌ ଲକ୍ଷ୍ମଣ। ଆପଣ ଜାଣିଥିବେ

ବିଶ୍ବକପ ଟି-୨୦ର ଭାରତର ଅଭିଯାନ ଶେଷ

ଆଡିଲେଡ୍ : ଭାରତ ବିଶ୍ବ ଚାମ୍ପିଅନ ଆଶା ଧୂଳିସାତ ହୋଇଯାଇଛି । ଗୁରୁବାର ଖେଳାଯାଇଥିବା ୨ୟ ସେମିଫାଇନାଲ ମ୍ୟାଚରେ ଭାରତକୁ ୧୦ ଓ୍ବିକେଟରେ ଶୋଚନୀୟଭାବେ ହରାଇ ଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ । ଇଂଲଣ୍ଡ ଆସନ୍ତା ରବିବାର ଦିନ ହେବାକୁ ଥିବା ଫାଇନାଲ ମ୍ୟାଚରେ ପାକିସ୍ତାନକୁ ଭେଟିବ

ଟି-୨୦ ବିଶ୍ବକପ୍ ଫାଇନାଲରେ ପାକିସ୍ତାନ

ସିଡନି : ଟି-୨୦ ବିଶ୍ବକପ ଫାଇନାଲରେ ପ୍ରବେଶ କରିଛି ପାକିସ୍ତାନ । ଦିନେ ବିଶ୍ବକପରୁ ବିଦା ହେବା ସ୍ଥିତିରେ ଥିବା ପାକିସ୍ତାନ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ଫାଇନାଲରେ ପ୍ରବେଶ କରିଛି । ବୁଧବାରଦିନ ସିଡନି କ୍ରିକେଟ ଗ୍ରାଉଣ୍ଡଠାରେ ଚାଲିଥିବା ଟି-୨୦ ବିଶ୍ବକପ୍ ପ୍ରଥମ ସେମିଫାଇନାଲ

କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ କନ୍ଧମାଳକୁ ହରାଇ ଦିଗପହଣ୍ଡି…

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ସନ୍ ସାଇନ୍ ଭଲିବଲ୍ ଟିମ୍ ପକ୍ଷରୁ ଆୟୋଜିତ କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ଦିଗପହଣ୍ଡି ଦଳ କନ୍ଧମାଳ ଦଳକୁ ୩-୦ ସେଟରେ ପରାସ୍ତ କରି ଚାମ୍ପିୟନ ହୋଇଥିବା ଜଣାଯାଇଛି ।

ଟି-୨୦ ବିଶ୍ବକପ୍‌: ଜିମ୍ବାୱେକୁ ପରାସ୍ତ କରି ଗ୍ରୁପ ଶୀର୍ଷରେ ଭାରତ, ସେମିଫାଇନାଲରେ ଇଂଲଣ୍ଡକୁ କରିବ ମୁକାବିଲା

ମେଲ୍‌ବର୍ଣ୍ଣ: ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ରବିବାର ଜିମ୍ବାୱେକୁ ଭାରତ ୭୧ ରନ୍‌ରେ ପରାସ୍ତ କରିଛି। ମେଲ୍‌ବର୍ଣ୍ଣର ଐତିହାସିକ ଷ୍ଟାଡିୟମ୍‌ରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଭାରତ

କ୍ରୀଡା, ପ୍ରତିଭା ଓ ବ୍ୟକ୍ତିତ୍ୱ ବୃଦ୍ଧି କରେ, ଭବିଷ୍ୟତ ଗଢେ” କୁଳପତି ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପରିସରରେ ପୁରୁଷ ଇଣ୍ଟର କଲେଜ ଫାଇନାଲ ଯୋନ ୨୦୨୨-୨୩ ବାସ୍କେଟବଲ୍ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହାକୁ ଉଦ୍ଘାଟିତ କରି ସମସ୍ତ ଛାତ୍ର ଛାତ୍ରୀ ବୃନ୍ଦ ଓ ଟିମ, କ୍ରୀଡା ଶିକ୍ଷକ ଏବଂ ଚୟନକାରୀ

କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ଆୟୋଜିତ କାର୍ତ୍ତିକ ଓ ପ୍ରଣବ ପ୍ରକାଶ ମେମୋରିଆଲ୍ ଦିବାରାତ୍ର ଭଲିବଲ ଟୁର୍ଣ୍ଣାମେଣ୍ଟର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ଯ ଅତିଥି ଭାବେ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ ଯୋଗ ଦେଇ ଟୁର୍ଣ୍ଣାମେଣ୍ଟର ଉଦଘାଟନ

୩୪ ବର୍ଷରେ ପଦାର୍ପଣ କଲେ କିଙ୍ଗ୍‌ କୋହଲି

ମେଲବର୍ଣ୍ଣ : ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ନିର୍ଭରଯୋଗ୍ୟ ବ୍ୟାଟର୍‌ ବିରାଟ କୋହଲି ଶନିବାର ୩୪ ବର୍ଷ ପୂରଣ କରିବେ। ୨୦୦୮ ମସିହାରୁ ପଦାର୍ପଣ କରିବା ପରଠୁ ୧୪ ବର୍ଷ ଧରି ସେ ଭାରତୀୟ କ୍ରିକେଟ୍‌ର ପ୍ରମୁଖ ଖେଳାଳି ଭାବେ ରହି ଆସିଛନ୍ତି। ମହେନ୍ଦ୍ର ସିଂହ ଧୋନିଙ୍କଠୁ ଅଧିନାୟକତ୍ବ ଭାର