Browsing Category

ଖେଳ

ବାରବାଟୀରେ ମ୍ୟାଚ ଦେଖିବାକୁ ଆସିବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି

କଟକ: ରବିବାର କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ୨ୟ ଟି-୨୦। ଏଥିପାଇଁ ଆଜି ଦୁଇ ଦେଶର ଖେଳାଳି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ମ୍ୟାଚ ପାଇଁ ମଧ୍ୟ ସବୁ ପ୍ରସ୍ତୁତି ସରିଛି। ନୂଆ ଆଉଟ ଫିଲ୍ଡ ସାଙ୍ଗକୁ ନୂଆ ଏଲଇଡି ଫ୍ଲଡ ଲାଇଟରେ ଖେଳାଯିବ ଏହି ମ୍ୟାଚ୍‌। ଏହି

ଭୁବନେଶ୍ବରରେ ପହଞ୍ଚିଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି

ଭୁବନେଶ୍ବର: ବାରବାଟୀ ଟି-୨୦ ପାଇଁ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ୍‌ର ଖେଳାଳି ପହଞ୍ଚିଛନ୍ତି। ବିମାନବନ୍ଦରରେ ଖେଳାଳିମାନଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ଉଭୟ ଟିମକୁ ସ୍ୱତନ୍ତ୍ର ବସ୍ ଯୋଗେ ହୋଟେଲ ମେ' ଫେୟାରକୁ

ପରାଜୟରୁ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଅଭିଯାନ ଆରମ୍ଭ

ନୂଆଦିଲ୍ଲୀ: ପରାଜୟରୁ ଟିମ୍‌ ଇଣ୍ଡିଆ ତା’ର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ୍‌ ଅଭିଯାନ ଆରମ୍ଭ କରିଛି। ଏହି ପରାଜୟ ସହ ଟିମ ଇଣ୍ଡିଆର ବିଜୟ ଧାରାରେ ବ୍ରେକ ଲାଗିଛି। ଏଯାଏ ଟିମ ଇଣ୍ଡିଆ ଲଗାତର ୧୨ଟି ଟି-୨୦ ମ୍ୟାଚ୍‌ ଜିତିଥିଲା। ହେଲେ ଆଜି ଦକ୍ଷିଣ ଆଫ୍ରିକା ଦଳର ବିଜୟ ରଥକୁ ଅଟକାଇ

ଟି-୨୦: ବାରବାଟୀରେ ବିକ୍ରି ହୋଇଗଲା ୧୨ ହଜାର ଟିକେଟ୍‌

କଟକ: ଭାରତ-ଦକ୍ଷିଣ ଆଫିକ୍ରା ଦ୍ବିତୀୟ ଟି-୨୦ ମ୍ୟାଚ୍‌ ପାଇଁ ବାରବାଟୀରେ ସରିଲା ଟିକେଟ ବିକ୍ରି। କଟକ ସମେତ ବାହାର ଅଞ୍ଚଳରୁ ଲୋକେ ଆସି ଆଜି ଟିକେଟ ସଂଗ୍ରହ କରିଛନ୍ତି। ଆଜି ୯ଟି କାଉଣ୍ଟରେ ୧୨ ହଜାର ୯୩ଟି ଟିକେଟ ବିକ୍ରି କରିଛି ଓସିଏ। ‌ଏହି ୯ଟି କାଉଣ୍ଟର ମଧ୍ୟରେ ସାତଟି ପୁରଷ ଓ ୨ଟି

କାଉଣ୍ଟରରେ ଟିକେଟ ପାଇଁ ଠେଲାପେଲା, ପୋଲିସର ଲାଠିଚାର୍ଜ

କଟକ : ଟିକେଟ କିଣିବାକୁ ଠେଲାପେଲା । ଟିକେଟ କିଣିବା ବେଳେ ଦର୍ଶକଙ୍କ ମଧ୍ୟରେ ଠେଲାପେଲା ହୋଇଥିବାର ଦେଖିବାକୁ ମିଳିଛି । ମହିଳା ଛିଡା ହୋଇଥିବା କାଉଣ୍ଟରରେ ଠେଲାପେଲା ହୋଇଛି । ସେପଟେ ଟିକେଟ ବିକ୍ରିକୁ ଶୃଂଖଳିତ ଭାବେ କରିବାକୁ ପୋଲିସ ପକ୍ଷରୁ ପ୍ରୟାସ କରାଯାଉଛି । ଏପିରିକି ପୋଲିସ

ବାରବାଟୀ ଟି-୨୦: ଆସନ୍ତାକାଲି ୯ଟି କାଉଣ୍ଟରରେ ବିକ୍ରି ହେବ ଟିକେଟ୍

କଟକ: ବାରବାଟୀ ଟି-୨୦ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍। ଆଉ ମାତ୍ର ୩ ଦିନର ଅପେକ୍ଷା । ରବିବାର ବାରବାଟୀରେ ଖେଳାଯିବ ଭାରତ- ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି ମ୍ୟାଚ । ମ୍ୟାଚ ପାଇଁ ଅନଲାଇନ ଟିକେଟ ବିକ୍ରି ପରେ ଗତକାଲିଠାରୁ ଆରମ୍ଭ ହୋଇଛି ଅଫଲାଇନ ଟିକେଟ ବିକ୍ରି । ଆସନ୍ତାକାଲି

ଥୋମାସ କପ ବିଜୟୀ ଭାରତୀୟ ବ୍ୟାଡମିଣ୍ଟନ ଦଳକୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୪ ଥର ଥୋମାସ କପ ବିଜେତା ଇଣ୍ଡୋନେସିଆକୁ ପରାସ୍ତ କରି ଟାଇଟଲ ହାସଲ କରିଥିବା ଭାରତୀୟ ପୁରୁଷ ବ୍ୟାଡମିଣ୍ଟନ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ସମ୍ପର୍ଦ୍ଧିତ କରିଛନ୍ତି। ଏଥିପାଇଁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଲୋକସେବା ଭବନ ଠାରେ ଏକ ଭବ୍ୟ

ବାରବାଟୀ ଷ୍ଟାଡିୟମରେ ଆଜିଠୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ

କଟକ: ବାରବାଟୀ ଷ୍ଟାଡିୟମ କ୍ରିକେଟ ଆନ୍ତର୍ଜାତିକ ମ୍ୟାଚ୍ ପାଇଁ ଆଜିଠୁ ଅଫଲାଇନ ଟିକେଟ ବିକ୍ରି ଆରମ୍ଭ ହୋଇଛି। ବାରବାଟୀ ଭାରତ ଓ ଦକ୍ଷିଣ ଆଫ୍ରିକା ଟି୨୦ ପାଇଁ ଆଜିଠୁ ଅନଲାଇନ ଟିକେଟ ବିକ୍ରି ପ୍ରକ୍ରିୟା ଆରମ୍ଭ ହୋଇଛି। ଓସିଏ ଅନୁବନ୍ଧିତ ସଂସ୍ଥା , କ୍ଳବ ଓ ସ୍କୁଲ, କଲେଜ ପିଲାମାନଙ୍କୁ

ବାରବାଟୀ T-20: ଭାରତ-ଦକ୍ଷିଣ ଆଫିକା ମ୍ୟାଚର ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୧୨ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଭାରତ-ଦକ୍ଷିଣ ଆଫିକା ମଧ୍ୟରେ ଟି-୨୦ ମ୍ୟାଚ । ଏଥିପାଇଁ କଟକର ବାରବାଟୀ ଷ୍ଟାଡିୟମର ସମସ୍ତ ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ହୋଇଛି । ମ୍ୟାଚ ପୂର୍ବରୁ ସମସ୍ତ ସୁରକ୍ଷା ବ୍ୟବସ୍ଥା ନେଇ ମକଡ୍ରିଲ କରାଯିବା ସହ ପୋଲିସ, ଅଗ୍ନିଶମ

ପେଡାକୋଣ୍ଡା ଗ୍ରାମରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚରେ ଯୋଗଦେଲେ ମାନ୍ୟବର ସାଂସଦ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପେଡାକୋଣ୍ଡା ଗ୍ରାମ ରେ ଦିର୍ଘ ଦିନ ଧରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚାଲିଆସୁଥିଲା ତେବେ ଆଜି ଟୁର୍ଣ୍ଣାମେଣ୍ଟର ନିର୍ଣ୍ଣାୟକ ମ୍ୟାଚ ତଥା ଫାଇନାଲ ମ୍ୟାଚ ରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କଲେ ମାନ୍ୟବର ସାଂସଦ ନବରଙ୍ଗପୁର,