Browsing Category

ଖେଳ

୧୫ ଜୁଲାଇରେ ଆସିବ ମିତାଲି ରାଜଙ୍କ ବାୟୋପିକ ‘ସାବାସ ମିଠୁ’

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମର ଅଧିନାୟକ ମିତାଲି ରାଜଙ୍କ ବାୟୋପିକ ‘ସାବାସ ମିଠୁ’ ଚଳିତ ବର୍ଷ ୧୫ ଜୁଲାଇରେ ରିଲିଜ ହେବ। ମିତାଲି ନିଜେ ଟ୍ୱିଟ କରି ଏହି ଫିଲ୍ମର ରିଲିଜ ତାରିଖ ଖୁଲାସା କରିଛନ୍ତି। ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ତାପସୀ ପନ୍ନୁ ମିତାଲିଙ୍କ ଭୂମିକାରେ ଦେଖିବାକୁ

୮ ପରାଜୟ ପରେ ବିଜୟର ସ୍ବାଦ ଚାଖିଲା ମୁମ୍ବାଇ

ମୁମ୍ବାଇ: ଦୀର୍ଘ ୩୫ ଦିନର ସଂଘର୍ଷ ଏବଂ ଲଗାତାର ୮ ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସର ଭାଗ୍ୟ ଉଦୟ ହୋଇଛି। ଆଇପିଏଲ୍‌ର ସଫଳତମ ଦଳ ଶେଷରେ ନିଜ ନବମ ମୁକାବିଲାରେ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୫ ୱିକେଟ୍‌ରେ ହରାଇ ବହୁପ୍ରତୀକ୍ଷିତ ବିଜୟ ହାସଲ କରିଛି। ତା’ ସହ ସବାଶେଷ ଦଳ ଭାବେ ଚଳିତ

ପୁଣି ସିଏସକେ ମଙ୍ଗ ଧରିବେ ଧୋନି, ଆଇପିଏଲ ଅଧାରୁ ଅଧିନାୟକତ୍ୱ ଛାଡ଼ିଲେ ଜାଦେଜା

ନୂଆଦିଲ୍ଲୀ: ପୁଣି ଚେନ୍ନାଇ ସୁପର କିଙ୍ଗସ(ସିଏସକେ)ର ଅଧିନାୟକ ହେଲେ ମହେନ୍ଦ୍ର ସିଂହ ଧୋନି। ଆଇପିଏଲ ମଝିରେ ଆସିଛି ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଖବର। କ୍ରିକେଟର ରବୀନ୍ଦ୍ର ଜାଦେଜା ଏକ ବଡ ନିଷ୍ପତ୍ତି ନେଇ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକତ୍ୱରୁ ଓହରି ଯାଇଥିବା ବେଳେ ଧୋନିଙ୍କୁ

କୁଲଦୀପଙ୍କ କମାଲ : କୋଲକାତାକୁ ହରାଇଲା ଦିଲ୍ଲୀ

ମୁମ୍ବାଇ: କୋଲକାତା ବିପକ୍ଷରେ ଦିଲ୍ଲୀର ଦାଦାଗିରି ଜାରି ରହିଛି। ଚଳିତ ଆଇପିଏଲ୍‌ର ୪୧ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ରୋମାଞ୍ଚକର ଭାବେ ୪ ୱିକେଟ୍‌ରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ସପ୍ତମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ କୋଲକାତା ନବମ ମ୍ୟାଚ୍‌ରୁ

ଏସୀୟ ବ୍ୟାଡ୍‌ମିଣ୍ଟନ: ସିନ୍ଧୁ, ସାଇନା, ଶ୍ରୀକାନ୍ତଙ୍କ ବିଜୟ ଅଭିଯାନ ଲକ୍ଷ୍ୟ, ପ୍ରଣୀତ ଓ କାଶ୍ୟପ ହାରିଲେ

ମାନିଲା (ଫିଲିପାଇନ୍ସ): ଭାରତର ତାରକା ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ସେଟ୍ଟୀଙ୍କ ପରେ ଯୁଗଳ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁ, ଲଣ୍ଡନ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ସାଇନା ନେହ୍ବାଲ ଏବଂ କିଦାମ୍ବି ଶ୍ରୀକାନ୍ତ ଏଠା‌ରେ ଚାଲିଥିବା ଏସୀୟ

ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ଆୟୋଜିତ

ମାଲକାନଗିରି : ଆଜି ମାଲକାନଗିରି ମହାବିଦ୍ୟାଳୟର ୪୧ ତମ ବାର୍ଷିକ କ୍ରୀଡା ମହୋତ୍ସବ ମହାବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଦୁଇ ଦିନ ଧରି ଚାଲିଥିବା ଏହି କ୍ରୀଡା ମହାକୁମ୍ଭ ମହା ଆଡମ୍ବର ସହକାରେ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥ୍‌ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ

ଆଇପିଏଲ୍‌: ବାଙ୍ଗାଲୋରକୁ ହରାଇ ଶୀର୍ଷରେ ରାଜସ୍ଥାନ

ମୁମ୍ବାଇ: ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ୩୦ ରନ୍‌ରେ ହରାଇ ରାଜସ୍ଥାନ ରୟାଲ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନକୁ ଉଠିଛି। ମଙ୍ଗଳବାର ରାଜସ୍ଥାନ ୧୪୫ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ଆର୍‌ସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ମାତ୍ର ୧୧୫ ରନ୍ କରିବା ସହ

ଦ୍ବିଶତକ ମ୍ୟାଚ୍‌ରେ ଧାୱନ ଧମାକା: ଚେନ୍ନାଇକୁ ହରାଇଲା ପଞ୍ଜାବ

ମୁମ୍ବାଇ: ମହେନ୍ଦ୍ର ସିଂହ ଧୋନି ରୂପକ ଝଡ଼ ଏବଂ ଅମ୍ବାତି ରାୟୁଡୁ (୭୮)ଙ୍କ ବିସ୍ଫୋରକ ବ୍ୟାଟିଂକୁ ପ୍ରତିହତ କରି ସୋମବାର ଆଇପିଏଲ୍‌ର ଏକମାତ୍ର ମ୍ୟାଚ୍‌ରେ ଚେନ୍ନାଇ ସୁପରକିଙ୍ଗ୍ସକୁ ପଞ୍ଜାବ କିଙ୍ଗ୍ସ ୧୧ ରନ୍‌ରେ ପରାସ୍ତ କରିଛି। ଧୋନି ଓ ରାୟୁଡୁଙ୍କ ପ୍ରତି ଆକ୍ରମଣ ପାଇଁ ଶେଷ

ଆଇପିଏଲ୍‌ରେ ମୁମ୍ବାଇର ଲଜ୍ଜାଜନକ ପ୍ରଦର୍ଶନ, ୮ ରୁ ୮ ପରାଜୟ

ମୁମ୍ବାଇ: ଆଇପିଏଲ୍‌ର ସଫଳତମ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଶୋଚନୀୟ ପରାଜୟଧାରା ଜାରି ରହିଛି। ରବିବାର ନବାଗତ ଲକ୍ଷ୍ନୌ ସୁପରଜିଆଣ୍ଟ୍ସଠାରୁ ୩୬ ରନ୍‌ରେ ପରାଜିତ ହୋଇ ଆତ୍ମବିଶ୍ବାସ ବିହୀନ ମୁମ୍ବାଇ ପ୍ରଥମ ଦଳ ଭାବେ କୌଣସି ଋତୁର ପ୍ରଥମ ୮ଟି ଯାକ ମ୍ୟାଚ୍ ହାରିବା ଭଳି ଲଜ୍ଜାଜନକ ପ୍ରଦର୍ଶନ

ଶୀର୍ଷରେ ଗୁଜରାଟ ଲାୟନ୍ସ

ମୁମ୍ବାଇ: ହାର୍ଦିକ ପାଣ୍ଡ୍ୟାଙ୍କ ଗୁଜରାଟ ଲାୟନ୍ସର ଜୟଯାତ୍ରା ଜାରି ରହିଛି। ୭ ମ୍ୟାଚ୍‌ରୁ ୬ ବିଜୟ ସହ ଏହି ନବାଗତ ଦଳ ପୁଣି ଶୀର୍ଷକୁ ଫେରିଛି। ଶନିବାର ଡିୱାଇ ପାଟିଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୁଜରାଟ ରୋମାଞ୍ଚକ ଭାବେ କୋଲକାତା ନାଇଟ୍ ରାଇଡର୍ସକୁ ପରାସ୍ତ