Browsing Category

ଆଞ୍ଚଳିକ

ଟିପିଏସ୍ଓଡିଏଲ୍ ପକ୍ଷରୁ ଜାତୀୟ ବିଦ୍ୟୁତ ସୁରକ୍ଷା ସପ୍ତାହ ପାଳିତ…

ସପ୍ତାହର ବିଷୟବସ୍ତୁ “ବୁଝାମଣା କରନ୍ତୁ ନାହିଁ, ବିଜ୍ଞତାର ପରିଚୟ ଦିଅନ୍ତୁ’ ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ବିଦ୍ୟୁତ ବଂଟନ ପାଇଁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଜୁନ୍ ୨୬ରୁ ଦକ୍ଷିଣ

ମଶାଣିରୁ ଶଵ ଗାଏବ୍ !

ଭଦ୍ରକ : ମଶାଣି ରୁ ଗାଏବ୍ ହୋଇଗଲେ ଶବ। ଗୋଟିଏ କି ଦୁଇଟା ନୁହଁ ଏକା ସାଙ୍ଗରେ ତିନି ତିନିଟି ଶବ ମଶାଣି ସ୍ଥଳରୁ ଗାଏଵ୍ ହୋଇଗଲେ। ହଁ ଆଜ୍ଞା ଏ କଥା ଟି ଆପଣ ମାନଙ୍କୁ ଆଶ୍ଚର୍ୟ୍ଯ ଲାଗିଲେ ବି କଥାଟି ସମ୍ପୂର୍ଣ ସତ ।କେଉଁ ଅଦୃଶ୍ୟ ଶକ୍ତି ମାଧ୍ୟମରେ ହେଉ ଅବା ରାତ୍ରୀ ର ଅନ୍ଧକାର ଭିତରେ

ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ମାଲକାନଗିରି ଗସ୍ତ ନେଇ ପ୍ରସ୍ତୁତି ବୈଠକ

ମାଲକାନଗିରି (୨୬.୦୬) : ମାଲକାନଗିରି ଜିଲ୍ଲାରେ ଆସନ୍ତା ଜୁଲାଇ ୭ରେ ଭାରତ ସରକାରଙ୍କ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ଶିବିର ଅନୁଷ୍ଠିତ ହେବ। ଏଥି ନିମନ୍ତେ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି

କାଣ୍ଡାପା ଘାଟିରେ ଡମ୍ପର ଓଲଟିଲା , ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର

ଦାରିଙ୍ଗବାଡି,୨୬/୬ : ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ ଦାସିଙ୍ଗବାଡ଼ି ଗ୍ରାମ ନିକଟ କାଣ୍ଡାପା ଘାଟିରେ ଡମ୍ପର ଓଲଟି ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର୍। ସୋରଡ଼ାରୁ ବାଲିଧରି ଦାରିଙ୍ଗ ବାଡ଼ି ଦେଇ ଉକ୍ତ ବ୍ଳକର ବ୍ରାହ୍ମଣୀଗାଁ ଥାନା ଅନ୍ତର୍ଗତ ମାଣ୍ଡିପଙ୍କା ଗ୍ରାମକୁ ଡମ୍ପର ଗାଡ଼ି

ପୋଲ କାମ ଅପୂର୍ଣ୍ଣାଙ୍ଗରୁ ୪ ଗ୍ରାମବାସୀଙ୍କ ଗମନାଗମନରେ ସମସ୍ୟା

ଦାରିଙ୍ଗବାଡ଼ି (୨୬/୦୬): ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ବ୍ରାହ୍ମଣୀଗାଁ-ଦାରିଙ୍ଗବାଡ଼ି ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାର ମେରାମା ଛକ ଠାରୁ ହାତୀମୁଣ୍ଡା ପଞ୍ଚାୟତର ଋଷିମାଳ ଐତିହାସିକ ତୀର୍ଥସ୍ଥଳୀ ତମାଙ୍ଗି ଗ୍ରାମ ପର୍ଯ୍ୟନ୍ତ ଲମ୍ବିଥିବା ପ୍ରାୟ ୧୪ କି.ମି ରାସ୍ତା ବିଶେଷ ସଙ୍କଟାପନ୍ନ

ରାଜ୍ୟ ଦୌଡକୁଦ ପ୍ରତିଯୋଗିତାରେ ୬୪ ପଦକ ପାଇ ସୁନ୍ଦରଗଡ ଉପବିଜେତା…

ସୁନ୍ଦରଗଡ ଖେଳାଳୀଙ୍କ ୭ ଟି ନୂଆ କୀର୍ତ୍ତିମାନସୁନ୍ଦରଗଡ - (୨୬/୦୬) : ଭୁବନେଶ୍ଵରସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଖେଳପଡିଆ ଠାରେ ଗତ ୨୨ ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଦିନ ଉଦଯାପିତ ହୋଇଥିବା ୬୯ତମ ରାଜ୍ୟସ୍ତରୀୟ ଦୌଡକୁଡ଼ ପ୍ରତିଯୋଗିତାରେ ସୁନ୍ଦରଗଡର ଖେଳାଳୀ ୨୭ ସ୍ଵର୍ଣ୍ଣ, ୨୦ ରୌପ୍ୟ

ବଡ ଶୁଣ୍ଢି ସମାଜ ଫୁଲବାଣୀର ଦ୍ବି – ବାର୍ଷିକ ମହୋତ୍ସବ

ଫୁଲବାଣୀ : ଦୁଇଦିନ ଧରି ଘୋଡାଗାଡୁ ଠାରେ ବଡ ଶୁଣ୍ଢି ସମାଜ ଫୁଲବାଣୀର ଦ୍ବି ବାର୍ଷିକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା l ରବିବାର ଦିନ ସକାଳୁ ମହିଳା ମାନଙ୍କ ଦ୍ୱାରା କଳସ ଯାତ୍ରା ସରିବା ପରେ ହୋମ ଯଜ୍ଞର ଆୟୋଜନ କରାଯାଇଥିଲା l ଏଥି ସହିତ ଉକ୍ତ ମହୋତ୍ସବରେ ସମାଜର ପତାକା ଉତ୍ତୋଳନ କରାଯାଇ

ବିଜେପି ପକ୍ଷରୁ ପାଣ୍ଡିଆନ ଓ ଉପ ଜିଲ୍ଲାପାଳଙ୍କ କୁଶ ପୁତ୍ତଳିକା ଦାହ

ନନ୍ଦାହାଣ୍ଡି ( ୨୬/୦୬) : ଆଜି ନବରଙ୍ଗପୁର ଭାରତୀୟ ଜନତା ପାର୍ଟି ପକ୍ଷରୁ ଫାଇଭ୍ ଟି ସଚିବ ଭିକେ ପାଣ୍ଡିଆନ ଓ ଦୁର୍ନିତିରେ ଲିପ୍ତ ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ବିଗତ ଦିନରେ ନବରଙ୍ଗପୁର ଉପ ଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ୯ଗୋଟି ଆବାସ ସ୍ଥାନରେ

ଦାରିଙ୍ଗବାଡିରେ ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଉଦଘାଟନ

ଦାରିଙ୍ଗବାଡି,୨୬/୬ : ଉତ୍କଳ ଗ୍ରାମୀଣ ବ୍ୟାଙ୍କର ନୂତନ କାର୍ଯ୍ୟାଳୟ ଗୃହ ଦାରିଙ୍ଗବାଡି ମହକୁମାରେ ଠାରେ ଉଦଘାଟନ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ବିଡିଓ ଗଦାଧର ପାତ୍ର ଯୋଗ ଦେଇ ଉଦ୍ଘା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ସୁଭ ଉଦ୍ଘାଟନ କରିଛନ୍ତି। ଉଦ୍ଘାଟନି ଉତ୍ସବରେ ରେଜିଆନାଲ ମ୍ୟାନେଜର ସୁରଜ୍

ବିଶ୍ଵ ନିଶା ନିବାରଣ ଦିବସ ପାଳିତ

ମାଲକାନଗିରି (୨୬.୦୬) : ମାଲକାନଗିରି ଜିଲ୍ଲାରେ ଆନ୍ତର୍ଜାତିକ ନିଶ୍ଚେତକ ନିଶା ଦ୍ରବ୍ୟର ଅପବ୍ୟବହାର ଓ ଏହାର ଚୋରାଚାଲାଣ ବିରୁଦ୍ଧ ଦିବସ ପାଳନ କରାଯାଇଅଛି। ଏହି ଦିବସ ଅବସରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ଏବଂ ଅବକାରୀ ବିଭାଗ ର ମିଳିତ ଆନୁକୁଲ୍ୟରେ ଜିଲ୍ଲା ସଦରମହକୁମା