Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିଆନ
ଫୁଲବାଣୀ : ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସିଛନ୍ତି ‘୫-ଟି’ ସଚିବ ଭି.କେ ପାଣ୍ଡିଆନ । ଶୁକ୍ରବାର ଅପରାହ୍ନରେ ଫୁଲବାଣୀରେ ପହଞ୍ଚିଥିଲେ l ପରେ ଦୁଇ ଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ କରିବା ସହ ବହୁ କାର୍ଯ୍ୟକ୍ରମରେ ଯୋଗ ଦେବେ ବୋଲି ଆଗରୁ ସ୍ଥିର ହୋଇଛି। ଏ ନେଇ ଜିଲ୍ଲା ପ୍ରଶାସନ!-->…
ପାଉଁରୁଟି କମ୍ପାନୀରେ ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା
ବ୍ରହ୍ମପୁର : ବିଗତ ଛଅ ମାସ ଧରି ରୁଟି ପ୍ରସ୍ତୁତ କରିବା ଆଳରେ ଚାଲିଥିଲା ବିଦେଶୀ ମଦ ତିଆରି କାରଖାନା । ବିଶେଷ ସୂତ୍ରରୁ ଖବର ପାଇ ବଡ ବଜାର ଥାନା ପୋଲିସ ଓମ୍ ନଗର ପ୍ରଥମ ଲାଇନରେ ଏକ ଘରେ ଚାଲିଥିବା ରୁଟି ଫେକ୍ଟ୍ରି ଉପରେ ଅକସ୍ମାତ ଚଢଉ କରିଥିଲା। ଏସପି ଭାବେ ପ୍ରଶିକ୍ଷଣ ନେଉଥିବା!-->!-->!-->…
ପିଇବା ପାଣି ସମସ୍ୟା ସହ ଦୂଷିତ ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଚାଲାଣଗୁଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୯୧ ଗ୍ରାମରେ ପିଇବା ପାଣି ସମସ୍ୟା l ଏହି ଗ୍ରାମରେ ପ୍ରାୟ ୬୦ ପରିବାର ବସବାସ କରୁଥିବା ବେଳେ ଲୋକ ସଂଖ୍ୟା ୩୦୦ରୁ ଉର୍ଦ୍ଧ ହେବ l ଏଠାରେ ତିନୋଟି ନଳକୂପ ଥିବା ବେଳେ ଏହି ନଳକୂପ ପାଣି ପିଇବା ଉପଯୋଗୀ ନୁହେଁ l ଆଉ!-->…
ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ୫ଦିନିଆ ରଜ ମହୋତ୍ସବ
ଫୁଲବାଣୀ (୧୫।୬) : ଫୁଲବାଣୀର ସାହିତ୍ୟ ଅନୁଷ୍ଠାନ ବନଜ୍ୟୋସ୍ନା ସାହିତ୍ୟ ସଂସଦ ପକ୍ଷରୁ ଫୁଲବାଣୀ ରେ ପ୍ରଥମ ଥର ପାଇଁ ୫ଦିନିଆ ରଜ ମହୋତ୍ସବ କାର୍ଯ୍ୟକ୍ରମ ସ୍ଥାନୀୟ ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଉଦଘାଟିକା ଭାବରେ କନ୍ଧମାଳ ଜିଲ୍ଲାପାଳଙ୍କ!-->…
ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଭିଆଇଥିବା ଅଭିଯୁକ୍ତ ଗିରଫ
ଫୁଲବାଣୀ : ଗତ ୧୩/୦୬/୨୩ ତାରିଖ ଦିନ କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ଦାମିଗାଁ ଅଞ୍ଚଳରେ ରାତି ୯ଟା ସମୟରେ ଅଜିତ ପ୍ରଧାନକୁ ହୋଇଥିବା ଗୁଳିକାଣ୍ଡକୁ ନେଇ ତାଙ୍କ ସ୍ତ୍ରୀ ଦେଇଥିବା ଅଭିଯୋଗ କ୍ରମେ ଟାଉନ ଥାନା ଏସ.ଡି.ପି.ଓ ସୁପ୍ରସନ୍ନ ମଲ୍ଲିକ ଏବଂ ସେକେଣ୍ଡ ଅଫିସର ରୂପକ ଦଳେଇ ଏବଂ ତାଙ୍କ!-->…
ମୋବାଇଲ ଟାୱାର ତୁରନ୍ତ ନିର୍ମାଣ ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରି ପୂର୍ବତନ ବିଧାୟକ ଅନୁରୋଧ କଲେ
ବାଲିଗୁଡ଼ା : କେନ୍ଦ୍ର ସରକାରଙ୍କ ପକ୍ଷରୁ କନ୍ଧମାଳ ଜିଲ୍ଲା ପାଇଁ ୧୦୯୪ଟି ମୋବାଇଲ ଟାୱାର ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିବା ବେଳେ ନିର୍ମାଣ କାର୍ଯ୍ୟ ଶୀଘ୍ର ସାରିବା ପାଇଁ କେନ୍ଦ୍ର ରେଳ ଓ ଟେଲି ଯୋଗାଯୋଗ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଟବ ଙ୍କୁ ଦିଲ୍ଲୀ ରେ ସାକ୍ଷାତ କରି ଅନୁରୋଧ!-->…
ଅନ୍ଧାରର ସୁଯୋଗ ନେଇ ବିଦ୍ୟାଳୟରୁ ଚୋରି
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରକାରୀ ବ୍ଲକ କଲୋନୀ ବିଦ୍ୟାଳୟରୁ ଚୋରୀ ହୋଇଥିବା ନେଇ ବାଲିଗୁଡା ଥାନା ରେ ଏତଲା ହୋଇଛି l ଘଟଣାରୁ ପ୍ରକାଶ ଯେ, ବୁଧବାର ଅପରାହ୍ନରେ ସାମାନ୍ୟ ବର୍ଷା ସହ ପ୍ରବଳ ପବନ ହେବା ଯୋଗୁଁ ବିଦ୍ୟୁତ ଜିଲ୍ଲା ତମାମ ବିଛିନ୍ନ ହୋଇ ରହିଥିଲା l ଏହି!-->…
ସନ୍ଦେହ ଘେରରେ ବେନାମି ଆସୁଥିବା ଡିଜେଲ ଟ୍ୟାଙ୍କର…
କାଶିପୁର : ରାୟଗଡା ଜିଲ୍ଲା ଟିକିରି ମୁଖ୍ୟରାସ୍ତାରେ ଉତ୍କଳ ଆଲୁମିନା କାରଖାନାକୁ ଦୈନିକ ୨ଗୋଟି ଟ୍ୟାଙ୍କର କୌଣସି ତେଲ କମ୍ପାନୀର ଲୋଗ ଯଥା IOCL,BPCL,HPCL ନ ଥାଇଗୋଟିଏ ଗାଡିରେ ୧୨ ହଜାର ଲିଟର ଲେଖାଏଁ ୨ଟି ଗାଡି ରେ ବେଆଇନ ଭାବେ ବିନା ଓ୍ବେ ବିଲ ଓ ବିନା ଚାଲାଣ ଏବଂ ବିପଦ!-->…
ଜିଓ ନେଟୱର୍କ ସ୍ଥାପନ ପରେ ସାଂସଦଙ୍କୁ ଧନ୍ୟବାଦ ଦେଲେ ବଡ ଡୁରାଲ ଗ୍ରାମ ପଞ୍ଚାୟତ ବାସୀ
ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ୍ ବ୍ଲକ ଅନ୍ତର୍ଗତ ବଡ ଦୁରାଲ ଗ୍ରାମ ପଞ୍ଚାୟତ ରେ ଦୀର୍ଘ ଦସନ୍ଦି ଧରି କୌଣସି ନେଟୱର୍କ ସୁବିଧା ନଥିଲା । ପୂର୍ବରୁ ଏହି ଅଞ୍ଚଳ ନକ୍ସଲ ପ୍ରବଣ ଥିଲା । ବଡ ଦୁରାହେଲ ଗ୍ରାମ ପଞ୍ଚାୟତ ଅଞ୍ଚଳ ବାସି ନବରଙ୍ଗପୁର ସାଂସଦ ଙ୍କୁ ମୋବାଇଲ ଟାୱାର ପାଇଁ!-->…
କୁଡୁମୁଲୁଗୁମ୍ମା ଭେଟେନାରୀ ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ଅଭିଯୋଗ
ମାଲକାନଗିରି : ମାଲକାନଗିରି କୁଡୁମୁଲୁଗୁମ୍ମା ସ୍ଥିତ ଭେଟେରେନାରୀ ପରିସରରେ ହେଉଥିବା ବିଲ୍ଡିଙ୍ଗ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ କୁ ପରୋକ୍ଷରେ ସ୍ୱୀକାର କଲେ ଅଧିକାରୀ | ଏହି କାର୍ଯ୍ୟକୁ ଟେଣ୍ଡର ଜରିଆରେ ପାଇଥିବା ସ°ପୃକ୍ତ ଠିକାଦାର ନିଜେ!-->…