Browsing Category

ଆଞ୍ଚଳିକ

ଗଦ୍ରିଙ୍ଗିଆ ଘାଟିରେ ପେଟ୍ରୋଲ ଟ୍ରକ ଓଲଟିଲା : ଗାଈର ମୃତ୍ୟୁ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟିର ଇପିଗୁଡା ଛକଠାରେ ବୁଧବାର ସନ୍ଧ୍ୟାରେ ଗୋଟିଏ ପେଟ୍ରୋଲ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି l ଯାହାଫଳର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି । ଘଟଣାରୁ ପ୍ରକାଶ ଯେ, ଗୋଟିଏ ଭାରତ ପେଟ୍ରୋଲ ଟ୍ରକ ନଂ ଓଡି-୦୪ଜି-୨୬୮୧

ରାଉରକେଲା ମହାନଗରରେ ‘ଗାଁ ଆମ୍ବ ପସରା’

ସୁନ୍ଦରଗଡ /ରାଉରକେଲା (୦୭/୦୬) : ରାଉରକେଲା ମହାନଗରବାସୀ ଚାଖିବେ ଗାଁ ଆମ୍ବର ସୁଆଦ। ଏଥିପାଇଁ ସ୍ଥାନୀୟ ରାଉରକେଲା ର ଆମ ବାଗାନ ଠାରେ ଖୋଲିଛି ‘ଗାଁ ଆମ୍ବ ପସରା’। ଜିଲ୍ଲାପ୍ରଶାସନ, ଓରମାସ ଓ ମିଶନ ଶକ୍ତିର ମିଳିତ ସହଯୋଗରେ ଏହା ଖୋଲାଯାଇଛି। ବୁଧବାର ଦିନ ଏହି ଷ୍ଟଲକୁ ଜିଲ୍ଲା ପରିଷଦ

ଘନଘନ ବିଦ୍ୟୁତ କାଟ, ଜନତା ହନ୍ତସନ୍ତ…

ଉମରକୋଟ : ଉମରକୋଟ ସହର ଠାରୁ ଆରମ୍ଭ କରି ବିଭିନ୍ନ ପଞ୍ଚାୟତରେ ଦିନଠୁ ଆରମ୍ଭ କରି ରାତି ମଧ୍ୟରେ ଛଅସାତ ଥର ବିଦ୍ୟୁତ କାଟ ହେଉଛି । କିନ୍ତୁ ତାହାର ସମାଧାନ ହୋଇ ପାରୁନି । ଯାହା ଫଳରେ ସାଧାରଣ ଜନତାଙ୍କୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପରୁଛି । ବିଶେଷକରି ପ୍ରସୁତି ମା,

ମୋ ଘର ଯୋଜନାକୁ ସଫଳ କରିବା ନିମନ୍ତେ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା ବୈଠକ

ଫୁଲବାଣୀ : ଓଡ଼ିଶା ସରକାରଙ୍କ ତରଫରୁ ଗ୍ରାମାଞ୍ଚଳରେ ଗୃହ ସହାୟତା ନିମନ୍ତେ " ମୋ ଘର "ଯୋଜନାର ସଫଳ ରୂପୟନ ପାଇଁ ବାଲିଗୁଡ଼ା ବ୍ଲକ ଠାରେ ଏକ ସମ୍ମିଳନୀ ହୋଇଯାଇଛି । ବାଲିଗୁଡା ବିଡ଼ିଓ ଶଶାଙ୍କ ପାତ୍ର ଅଧ୍ୟକ୍ଷତାରେ ଏକ ପ୍ରଶିକ୍ଷଣ ଓ ସଚେତନତା ବୈଠକ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ

ଘୁର୍ଣ୍ଣିଝଡ଼ ରେ ନଦୀପାର ସମୟରେ ୨ ନିଖୋଜ…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଚିତ୍ରକୋଣ୍ଡା ଜଳଭଣ୍ଡାରର ଉପରପାର୍ଶ୍ବରେ ସୋମବାର ପୁଣି ଡଙ୍ଗା ବୁଡ଼ି ୨ ନାବାଳକ ନିଖୋଜ ଅଛନ୍ତି। ରାତି ହୋଇଯାଇଥିବାରୁ ଖୋଜାଖୋଜି କାର୍ଯ୍ୟ ପ୍ରଭାବିତ ହୋଇଥିବାବେଳେ ମଙ୍ଗଳବାର ଦିନତମାମ ଅଗ୍ନିଶମ ବାହିନୀ ଉଭୟ ନାବାଳକଙ୍କୁ

ନୂତନ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲିବା ନିମନ୍ତ୍ରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର…

ବିଶ୍ରା-(ରାଉରକେଲା) ଆଜି ବିଶ୍ରା ବ୍ଳକ ଠାରେ ଯୁବ ବିଜେଡ଼ି ନେତା ଶ୍ରୀ ରାଜେଶ କେର୍କେଟା ଙ୍କ ନେତୄତ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ସର୍ବସମ୍ମତି କ୍ରମେ ନୂତନ ରେଜିଷ୍ଟ୍ରି କାର୍ଯ୍ୟାଳୟ ବିଶ୍ରା ବ୍ଳକ ଠାରେ ଖୋଲାଯିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ବିଶ୍ରା

ସହରରେ ବୁଲିଲା ଶିଶୁ ଶ୍ରମିକ ନିରାକରଣ ସଚେତନତା ରଥ

ସୁନ୍ଦରଗଡ /ରାଉରକେଲା: ଜିଲ୍ଲା ପ୍ରଶାସନ ଓ ରାଉରକେଲା ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ର ମିଳିତ ଆନୁକୂଲ୍ୟରେ ରେ ଶିଶୁ ଶ୍ରମିକ ନିରାକରଣ ରଥର ଶୁଭାରମ୍ଭ ହୋଇଛି। ଏହି ରଥକୁ ମାନ୍ୟବର ଶ୍ରମ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ

ସାନଭାଇର ଟାଙ୍ଗିଆ ଚୋଟରେ ବଡଭାଇର ମୃତ୍ୟୁ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ଘଟିଛି ଏକ ହତ୍ୟାକାଣ୍ଡ । ସାନ ଭାଇର ଟାଙ୍ଗିଆ ଚୋଟରେ ବଡ ଭାଇର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ଡିମିରିଗୁଡା ଗ୍ରାମର ନରେନ୍ଦ୍ର ବିନ୍ଧାଣୀ ଓ ତାଙ୍କ ଭାଇ କର୍ଣ୍ଣ ବିନ୍ଧାଣୀଙ୍କ ମଧ୍ୟରେ ସୋମବାର

ବ୍ରହ୍ମପୁର ସରକାରୀ ଆଇଟିଆଇ ପକ୍ଷରୁ ଆଜି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ

ବ୍ରହ୍ମପୁର : ଗତ ଶୁକ୍ରବାର ବାଲେଶ୍ୱର ବାହାନଗା ଠାରେ ଘଟିଥିବା ରେଳ ଦୁର୍ଘଟଣା ର ଆହତଙ୍କ ଆବଶ୍ୟକ ପଡୁଥିବା ରକ୍ତର ଅଭାବ କୁ କିଛି ମାତ୍ରାରେ ଦୂର କରିବା ପାଇଁ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଆଇଟିଆଇ ର

ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ସମ୍ମିଳନୀ ଏବଂ ନୂତନ କର୍ମକର୍ତ୍ତା ଚୟନ

ବ୍ରହ୍ମପୁର : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ର ରାଜ୍ୟ ନିଷ୍ପତ୍ତି କ୍ରମେ ଆଜି ବ୍ରହ୍ମପୁର ଗୋସାଇଁ ନୂଆଗାଁ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘର ରେଣୁବାଳା