Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କଳାକାର ଶୋଭାଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ
ବ୍ରହ୍ମପୁର, ତା. ୦୧/୦୬ : କଳାକାର ହିତୈଷୀ ଦାବି ନେଇ ଆଗାମୀ ଜୁଲାଇ ତିନି ତାରିଖ ଦିନ ରାଜ୍ୟବ୍ୟାପୀ କଳାକାର ଶୋଭାଯାତ୍ରା ସହ ସମ୍ପୃକ୍ତ ଅଞ୍ଚଳର ରାଜସ୍ବ କମିଶନର ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ଦେବା ପରିପ୍ରେକ୍ଷୀରେ ସ୍ଥାନୀୟ ସୁବାରାଓ ଛକ ସ୍ଥିତ ଶ୍ରୀ ଜଗନ୍ନାଥ ଚିତ୍ରାଳୟ!-->…
କନ୍ଧମାଳ ଜିଲ୍ଲାର କୁଖ୍ୟାତ ଗଂଜେଇ ମାଫିଆ ବଣ୍ଟି ଗୁରୁଚରଣ ସାହାଣୀ ଗିରଫ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଥାନା ପୋଲିସ କୁଖ୍ୟାତ ଗଞ୍ଜେଇ ମାଫିଆ ବଣ୍ଟି ଗୁରୁଚରଣ ସାହାଣୀ ଗିରଫ କରିବାରେ ସଫଳ ହୋଇଛି | ଏହି କ୍ଷେତ୍ରରେ ୭୫ କିଲୋ ଗଞ୍ଜେଇ ସହ ଏକ୍ସୟୁଭି କାର ଓ ଅନ୍ୟ ଏକ ମାଫିଆ ସହଯୋଗୀକୁ ଗିରଫ କରିଛି ଫିରିଙ୍ଗିଆ ପୋଲିସ। ଗୁରୁଚରଣ ନାରେ ରହିଛି!-->…
ବିଶ୍ୱ ତମାଖୁ ଦିବସ ପାଳିତ
ଫୁଲବାଣୀ: ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର ଜିଲ୍ଳା ସ୍ୱାସ୍ଥ୍ୟ ସମିତି ତରଫରୁ ବିଶ୍ୱ ତମାଖୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି lଏହି ଅବସରରେ କନ୍ଧମାଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ଅଧିକାରୀ ଫୁଲବାଣୀ ସଦରମହକୁମା ଚିକିତ୍ସାଳୟର ମୁଖ୍ୟ ଜନସ୍ୱାସ୍ଥ୍ୟ ଅଧିକାରୀ ମିଳିବ ଭାବେ ଉପସ୍ଥିତ ରହି କୃତି!-->…
ପଙ୍କରେ ଫୁଟିଛି ପଦ୍ମ : ଅଭାବ ଓ ଦାରିଦ୍ର୍ୟ ଭିତରେ ସଫଳତା ପାଇଛନ୍ତି ଚିନ୍ମୟ
ମାଲକାନଗିରି/ବାଲିମେଳା:୦୧/୦୬/୨୦୨୩) ପ୍ରତିକୂଳ ପରିସ୍ଥିତି ଯେ ପଙ୍କରେ ପଦ୍ମର ସମ୍ଭାବନା ସୃଷ୍ଟି କରିପାରେ ତାହା କେବଳ ଆଜି ନୁହେଁ ଇତିହାସରୁ ହିଁ ପ୍ରମାଣ ମିଳେ । ଅଦମ୍ୟ ସାହସ , ଅହରହ ଉଦ୍ୟମ , ଅକ୍ଲାନ୍ତ ପରିଶ୍ରମ , ଅବିରତ ସଂଘର୍ଷ କେବଳ ଦାରିଦ୍ର୍ୟର ବେଡି ଭାଙ୍ଗି ସମସ୍ତ ଘାତ!-->!-->!-->…
ନିସର୍ତ୍ତ ରେ ଖବର ପ୍ରକାଶ ପରେ ଅଚଳ ନଳକୁପ ମରାମତି ହେଲା…
ହିଞ୍ଜିଳିକାଟୁ : ୧।୬ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳ଼ୟ ପଛଭାଗରେ ଥିବା ତଳ ରେଗିଡିସାହି ରେ ଟ୍ରାକ୍ଟର ଗାଡିର ଡାଲା ଧ୍ୟକ୍କାରେ ଏକ ମାସରୁ ଊର୍ଦ୍ଧ୍ବ ନଳକୁପ ଭାଙ୍ଗି ଅଚଳ ହୋଇପଡିଥିଲା। ଏନେଇ ନିସର୍ତ୍ତ ରେ ଖବର ଵୁଧବାର ପ୍ରକାଶ ପାଇଥିଲା । ଉକ୍ତ ଖବର ପ୍ରକାଶ ପାଇବା ପରେ ବିଭାଗ!-->…
ମିଶନ୍ ଶକ୍ତି ମା’ମାନଙ୍କର ଉତ୍ପାଦିତ ସାମଗ୍ରୀ ବିଶ୍ବ ଦରବାରରେ ଉପଲବ୍ଧ ହେବ : ଜିଲ୍ଲାପାଳ
ଛତ୍ରପୁର (୩୧.୦୫) : ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଗଞ୍ଜାମ ଜିଲ୍ଲାରୁ ସିଙ୍ଗାପୁର ଯିବାକୁ ଥିବା ଚାରି ଜଣ ମିଶନ୍ ଶକ୍ତିର ମା’ ମାନଙ୍କୁ ବୁଧବାର ଦିନ ସମ୍ବର୍ଦ୍ଧିତ କରିଛନ୍ତି । ମିଶନ୍ ଶକ୍ତି ମା’ ମାନଙ୍କର!-->…
ଟିପିଏସ୍ଓଡିଏଲ୍ରେ ଅମିତ ଗର୍ଗଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତି; ଅରବିନ୍ଦ ସିଂହ ହେଲେ ଟିପିସିଓଡିଏଲ୍ର ସିଇଓ
ବ୍ରହ୍ମପୁର(୩୧/୦୫) : ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍)ରେ ଶ୍ରୀ ଅମିତ ଗର୍ଗଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି । ତାଙ୍କ କାର୍ଯ୍ୟକାଳ ୨୦୨୩!-->…
ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ହିଞ୍ଜିଳିକାଟୁ (୩୧।୫) : ହିଞ୍ଜିଳିକାଟୁ ବୃନ୍ଦାବନ ସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ପୌରହିତ୍ୟରେ ବିଦ୍ୟାଳୟ କର୍ମଚାରୀ ସଂଘର ମିଳିତ ସହଯୋଗରେ ମୁଖ୍ୟ କିରାଣିଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସଭାର ପ୍ରଥମ ପର୍ଯ୍ୟାୟରେ!-->…
ଗ୍ୟାଙ୍ଗମ୍ୟାନ ପଦୋନ୍ନତି ଓ ପାର୍ଶଲ କାମ ପାଇବା ଦାବିରେ ଇଷ୍ଟକୋଷ୍ଟ ରେଲୱେ ପୋର୍ଟରସ ୟୁନିୟନ ପକ୍ଷରୁ ବିକ୍ଷୋଭ
ବ୍ରହ୍ମପୁର : ଗ୍ୟାଙ୍ଗମ୍ୟାନ ପଦୋନ୍ନତି ଓ ପାର୍ଶଲ କାମ ପାଇବା ଦାବିରେ ବ୍ରହ୍ମପୁର ରେଳଷ୍ଟେସନ ସମ୍ମୁଖରେ ଇଷ୍ଟ କଷ୍ଟ ରେଲୱେ ପୋର୍ଟରସ ୟୁନିୟନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆଜି ପୂର୍ବାହ୍ନରେ ବ୍ରହ୍ମପୁର ରେଳଷ୍ଟେସନର କୁଲିମାନେ ଏକ ଶୋଭାଯାତ୍ରାରେ ଯାଇ ଷ୍ଟେସନ!-->…
ପ୍ରଗତି ମିଶନ ଶକ୍ତି ମହାସଂଘର ସଭାନେତ୍ରୀ ସିଙ୍ଗାପୁର ଯିବା ପାଇଁ ମନୋନୀତା
ଫୁଲବାଣୀ : ଭୁବନେଶ୍ଵରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନ ସେବାର ଉଦ୍ଘାଟନୀ ଉତ୍ସବ ଅବସରରେ କନ୍ଧମାଳ ସମେତ ରାଜ୍ୟର ୧୧ ଗୋଟି ଜିଲ୍ଲାରୁ ୧୧ ଜଣ ମିଶନଶକ୍ତି ସଭାନେତ୍ରୀ ସିଙ୍ଗାପୁର ଯିବା ପାଇଁ ମନୋନୀତ ହୋଇଛନ୍ତି । ଏହି କ୍ରମରେ କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ!-->…