Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାମୁଁ ଘରକୁ ବୁଲିବା ହେଲା କାଳ : ଡ୍ୟାମରେ ବୁଡ଼ି ଛାତ୍ରଙ୍କ ଜୀବନ ଗଲା…
ବାଲିଗୁଡା :, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ ନୂଆଗାଁ ବ୍ଲକ ସାରଙ୍ଗ ଗଡ ଥାନା ଅନ୍ତର୍ଗତ ବନାଙ୍ଗିଆ ଡ୍ୟାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘଟଣା ପ୍ରକାରେ ଗୁଟିଙ୍ଗିଆ ପଞ୍ଚାୟତ କଟିମାହା ଗ୍ରାମର ସୁଜିତ କୁମାର ଦିଗାଲଙ୍କ ଚଉଦ ବର୍ଷର ପୁଅ ସତ୍ୟଜିତ ଦିଗାଲ ବନାଙ୍ଗିଆ ସ୍ଥିତ!-->…
ବୋନସ କାହାରି ଦୟା ନୁହେଁ ବୋନସ ଆମର ହକ : ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ…
ବୋନସ, ମାସିକ ମଜୁରୀ ବୃଦ୍ଧି ଓ କନ୍ୟା ବିବାହ ସହାୟତା, ଜି ଏସ ଟି ପ୍ରତ୍ୟାହାର ଦାବୀ ନେଇ କେନ୍ଦୁପତ୍ର ତୋଳାଳୀ କର୍ମଚାରୀଙ୍କ ସମାବେଶ ଏବଂ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ପ୍ରଦାନ ।
ସମ୍ବଲପୁର :- ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆହ୍ଵାନ କ୍ରମେ ଆଜି ସମ୍ବଲପୁର ଡିଭିଜନ ପକ୍ଷରୁ!-->!-->!-->…
ବାଲିଗୁଡ଼ାରେ ବାଘ ଆତଙ୍କ ଗୁଜବ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡର ବାଲିଗୁଡ଼ା ବନାଞ୍ଚଳରେ ବାଘ ଆତଙ୍କ ଗୁଜବ ସୃଷ୍ଟି ହୋଇଥିଲା । ବାଲିଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ବଡ଼ଗାଁ କନ୍ୟାଶ୍ରମ ପଛ ପଟେ ଏକ ଅଜଣା ଜନ୍ତୁର ପାଦ ଚିହ୍ନ ଦେଖି ଅଞ୍ଚଳବାସୀଙ୍କ ମନରେ ଛନକା ପଶିଥିଲା । ଏହା କୌଣଶି ବାଘର ପାଦ ଚିହ୍ନ!-->…
ଦାରିଙ୍ଗବାଡି ବ୍ଲକରେ ଷଷ୍ଠତମ ସମିତି ବୈଠକ
ଦାରିଙ୍ଗବାଡି,୩୦/୫ : ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଷଷ୍ଟ ତମ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମିତି ଅଧକ୍ଷ ସୁଶାନ୍ତ ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ବିଡ଼ିଓ ଗଦାଧର ପାତ୍ର ପରିଚାଳନା କରିଥିଲେ । ଅତିଥି ଭାବେ ବିଧାୟକ ସାଲୁଗା ପ୍ରଧାନ ଜିଲ୍ଲା ପରିଷଦ ସଦସ୍ୟ!-->…
ଟୋପାଏ ପାଣି ପାଇଁ ଡ଼ହଳ ବିକଳ ହେଉଛନ୍ତି ସାହିବାସିନ୍ଦା
କାଶିପୁର : ରାୟଗଡା ଜିଲା କାଶିପୁର ଶଙ୍କରଡା ପଞ୍ଚାୟତ ଆଦିବାସି ସାହିରେ ଦୀର୍ଘ ଦିନ ହେଲା ପାଣିର ସମସ୍ୟା ରହିଛି । ଏନେଇ ସରପଞ୍ଚ ଠାରୁ ଆରମ୍ଭ କରି ବିଡିଓ ଙ୍କୁମଧ୍ଯ ଜଣାଇଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କୈଣଷି ସୁଫଳ ମିଳିନାହିଁ ଯାହା ଫଳରେ । ବାଧ୍ୟ ହୋଇ ନିକଟର ଥିବା ନାଳ ଓ ଚୁଆ!-->…
ଫୁଲବାଣୀ ଜିଲ୍ଲା ଓକିଲ ସଂଘ ପକ୍ଷରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା…
ଫୁଲବାଣୀ: ଫୁଲବାଣୀ ଜିଲ୍ଲା ଓକିଲ ସଂଘ ତରଫରୁ ନୂତନ ରେଜିଷ୍ଟାର ନୀତିଶା ଚାନ୍ଦଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଛି lଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା ଭିଜିଲାନ୍ସ ଜଜ ସମର ବିଳାସ ବେହେରା, ବରିଷ୍ଠ ଦେୱାନୀ ଏବଂ ସହକାରୀ ଦୌରା ଜଜ ବିଶ୍ୱ କଲ୍ୟାଣି ମିଶ୍ର,!-->!-->!-->…
ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା କୁ ଯାଇଥିଲେ ଯନ୍ତ୍ରୀ; ଖାଇଲେ ଗୋଇଠା ଓ ବିଧା…!
ଭଦ୍ରକ : ସରକାରୀ ଗୁଣ୍ଡା ଙ୍କ ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି କାମର ବିଲ୍ ବାବଦରେ ଆଲୋଚନା ହୋଇଥିଲା। ସେହି ସମୟରେ ସ୍ଥାନୀୟ ସରପଞ୍ଚ ଓ ଜଣେ ସମିତି ସଭ୍ୟଙ୍କ ସ୍ୱାମୀ ତାଙ୍କୁ ଗୋଇଠା ଓ ବିଧା ମାରିଥିଲେ।ବିଧାୟକଙ୍କ ଡାକରା ପାଇ ଡାକବଙ୍ଗଳା ଯାଇଥିଲେ କନିଷ୍ଠ ଯନ୍ତ୍ରୀ। ଖାଇଲେ ଗୋଇଠା!-->…
ଦୁର୍ନୀତି ରେ ଉବୁଟୁବୁ ଉମେରକୋଟ ତହସିଲ : ଆଦାୟ ପ୍ରବଳ କାମ ଦୁର୍ବଳ…!
ଉମେରକୋଟ : ସରକାର ବିଭିନ୍ନ ପ୍ରକାର ଉନ୍ନୟନ ମୂଳକ କାର୍ଯ୍ୟକ୍ରମ କରୁଛନ୍ତି, ଯେପରିକି ମୋ ସରକାର,5ଟି ସରକାର, ଇତ୍ୟାଦି,କିନ୍ତୁ ସରକାରଙ୍କର ସୁଯୋଗ ସୁବିଧା ଉଠାଇବାକୁ ଯାଇ ଲୋକଙ୍କ ପାଦର ଜୁତା ଛିଣ୍ଡି ଯାଉଛି ,ବିନା ଟଙ୍କା ରେ ପତ୍ରବି ହଲୁନି ଏଠାରେ ହନ୍ତସନ୍ତ ନିରୀହ ଜନତା, ଏଠାରେ!-->…
ଲାଞ୍ଚୁଆ ଷ୍ଟେନୋକୁ ତିନିବର୍ଷ ଜେଲଦଣ୍ଡ ସହ ପାଞ୍ଚ ହଜାର ଟଙ୍କା ଜୋରିମାନା
ଫୁଲବାଣୀ : ବିଜୁଳି ବିଲ୍ ସଂଶୋଧନ କରିବା ପାଇଁ ୨୦୧୯ ମସିହାରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଥିଲେ ଷ୍ଟେନୋ ମନ୍ମଥ କୁମାର ଗଡ଼ନାୟକ । ଆଜି ସେହି ମାମଲାର ବିଚାରକରି ମାନ୍ୟବର ଭିଜିଲାନ୍ସ ଅଦାଲତର ଜଜ ସମର ବିଳାସ ବେହେରା ୧୦ ଜଣଙ୍କ ସାଖ୍ୟ ଗ୍ରହଣ ପରେ ଗଡ଼ନାୟକଙ୍କୁ ତିନି ବର୍ଷ!-->…
ଘରେ ଶୋଇଥିବା ଅବସ୍ଥାରେ ଘରେ ନିଆଁ ଲଗାଇଦେଲେ କେହି ଦୁର୍ବୃତ୍ତ
ଭଦ୍ରକ : ଭଦ୍ରକ ଜିଲ୍ଲା ପୌରପାଳିକା ଅନ୍ତର୍ଗତ ତିରିଶି ନମ୍ବର ଓ୍ବାଡ ମାଟିଆ ପାଲର ବାସିନ୍ଦା ପ୍ରସନ୍ନ କୁମାର ପତି ଗତକାଲି ରାତ୍ରି ସମୟରେ ପରିବାରର ସଦସ୍ୟ ମାନଙ୍କ ସହ ଖାଇପିଇ ଶୋଇଥିବା ବେଳେ କେହି ଦୁବୃତ୍ତ ରାତି ଦୁଇଟା ତିରିଶି ସମୟ ଭିତରେ ତାଙ୍କ ଘରେ ନିଆଁ ଲଗାଇ ପଳାଇଯାଇଥିଲା | ଘର!-->…