Browsing Category

ଆଞ୍ଚଳିକ

ଗଞ୍ଜାମ ଜିଲ୍ଲାରେ ବିଭିନ୍ନ ଦାମୀଫୁଲ ଚାଷ କରିବା ପାଇଁ ଫ୍ଲୋରେନ୍ସ ଫ୍ଲୋରା ମାର୍କେଟିଂ ବାଙ୍ଗାଲୋର ଓ ଗଞ୍ଜାମ ଜିଲ୍ଲା…

ଛତ୍ରପୁର (୧୭.୦୫) : ଗଞ୍ଜାମ ଜିଲ୍ଲାରେ ଫୁଲଚାଷ ପାଇଁ ଅନୁକୁଳ ଜଳବାୟୁ ଓ ଉର୍ବର ମୃତ୍ତିକା ରହିଛି । ଏହାର ସଦୁପଯୋଗ ହୋଇ ପାରିଲେ ଜିଲ୍ଲାର ଚାଷୀମାନଙ୍କର ଆର୍ଥିକ ମାନଦଣ୍ଡ ଉନ୍ନତ ହୋଇ ପାରିବା ସହ କର୍ମ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇ ପାରିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା

ସ୍କୁଟି ଉପରେ ଚଢ଼ିଗଲା ଘରୋଇ ଯାତ୍ରୀବାହୀ ବସ୍ , ଜଣେ ମୃତ ଓ ଜଣେ ଗୁରୁତର

ହିଞ୍ଜିଳିକାଟୁ (୧୭।୫) : ସ୍କୁଟି ଉପରେ ମାଡ଼ିଗଲା ଘରୋଇ ଯାତ୍ରୀବାହୀ ବସ୍ । ଘଟଣାସ୍ଥଳରେ ସ୍କୁଟି ଚଳାଉ ଥିବା ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ପଛରେ ବସିଥିବା ଯୁବକ ଗୁରୁତର ହୋଇଛନ୍ତି । ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସାରୁ ଓ ସମରଝୋଳ ଛକ ମଧ୍ୟରେ ଥିବା ପେଟ୍ରୋଲ ପମ୍ପ ଆଗରେ ଵୁଧବାର

ସନାତନ ଚୌଧୁରୀ ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସହ ଛଅଜଣକୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଗତ ୫ ତାରିଖର ରାତିରେ ବଡବଜାର ଥାନା ଅନ୍ତର୍ଗତ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଜଣେ ବସ ହକର ସନାତନ ଚୌଧୁରୀ କୁ ଅତି ନିର୍ମମଭାବେ ହତ୍ୟା କରାଯାଇଥିଲା। ଶନିବାର ରାତିରେ ନିଜ କାମ ସାରି ଗାଡି ଯୋଗେ ଘରକୁ ଫେରିବା ସମୟରେ ପୂର୍ବରୁ ଛକି ବସିଥିବା କିଛି ଦୁର୍ବୃତ୍ତ ତାଙ୍କୁ ତାଙ୍କୁ

ପୁନଃ ନିଯୁକ୍ତି ଦାବିରେ ଆନ୍ଦୋଳନ କୁ ଓହ୍ଲାଇଲେ ଅଣ ଅନୁଷ୍ଠାନିକ ଶିକ୍ଷକ ସଂଘ…

ଉତ୍କଳ ଆଶ୍ରମ ସଭା ଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ସଭାପତି ଯୋଗେନ୍ଦ୍ର ସ୍ୱାଇଁ ବ୍ରହ୍ମପୁର : ସରକାରଙ୍କ ଏନଏଫଇ ଯୋଜନା ରେ ୧୯୮୬ମସିହାରେ ନିଯୁକ୍ତି ପାଇଥିଲେ ବହୁ ଅଣ ଆନୁଷ୍ଠାନିକ ଶିକ୍ଷକ ମାନେ।ରାଜ୍ୟରେ ପାଞ୍ଚ ହଜାରରୁ ଅଧିକା ଜଣ ଶିକ୍ଷକ ନିଯୁକ୍ତି ପାଇଥିବା

ରାଜ୍ୟସ୍ତରୀୟ ମୁଁଏଥାଇ ପ୍ରତିଯୋଗିତା – 2023 ରେ କନ୍ଧମାଳ ଖେଳାଳିଙ୍କ କୃତିତ୍ଵ

ଫୁଲବାଣୀ : ଚଳିତ ମାସ ୧୩ ଏବ୍ଂ ୧୪ ତାରିଖ ଦିନ ରାୟଗଡା ସ୍ଥିତ ଜି.ସି.ଡି ମହାବିଦ୍ୟାଳୟ ଠାରେ ୧୧ ତମ ରାଜ୍ୟ ମୁଁଏଥାଇ ପ୍ରତିଯୋଗିତା - ୧୦୨୩ ଉଦଯାପିତ ହୋଇଅଛି l ଓଡିଶା ମୁଁଏଥାଇ ଇଉନିୟନ୍ ର ଓଡିଶା ଅଲମ୍ପିକ୍ ଆସୋସିଏସନ ଦ୍ଵାରା ମାନ୍ୟତା ପ୍ରାପ୍ତ l ସମ୍ପାଦକ ଜ୍ଞାନରଞ୍ଜନ ମହାନ୍ତିଙ୍କ

ବ୍ରାହ୍ମଣୀଗାଁ ବଜାର ରାସ୍ତା ପ୍ରଶସ୍ତ କରଣ କାର୍ଯ୍ୟ ନିମ୍ନ ମାନର କୁ ନେଇଁ ଅଭିଯୋଗ…

ଦାରିଙ୍ଗବାଡ଼ି, ୧୭/୦୫, ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ବ୍ଲକ ମହକୁମାର ଅନ୍ୟ ତମ ଦ୍ୱିତୀୟ ବୃହତମ ବଜାର ବ୍ରାହ୍ମଣୀଗାଁ। ଏହିବଜାର ଉପରେ ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ୮ଗୋଟି ଗ୍ରାମପଞ୍ଚାୟତ ସହିତ ସୀମାନ୍ତ ବର୍ତ୍ତି ଗଜପତି, ଗଞ୍ଜାମ ଓ ରାୟଗଡା ଜିଲାର କିଛି ପଞ୍ଚାୟତ ବାସୀ ଏହି

ଜିଲ୍ଲା ସ୍ତରୀୟ ସେବକ ସେବିକା ସମ୍ମିଳନୀ ଉଦଯାପିତ…

ଫୁଲବାଣୀ: ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଆଜି ଜିଲ୍ଲା ସ୍ତରୀୟ ସେବକ ସେବିକା ସମ୍ମିଳନୀର ସମାରୋପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଅନୁଷ୍ଠାନର ସଭାପତି ଡ. ବ୍ରଜବନ୍ଧୁ ମଲ୍ଲିକ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। ଦକ୍ଷିଣ ପୂର୍ବ ସମ୍ଭାଗ

ପାଟଣାସାହି଼ରେ ରାମଚାରିତ ମାନସ ପ୍ରବଚନ ଉଦ୍‌ଯାପିତ…

ହିଞ୍ଜିଳିକାଟୁ (୧୬।୫) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ପାଟଣା ସାହି ଲକ୍ଷ୍ମୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ହିଞ୍ଜିଳିକାଟୁ ଭଗବତ କଥା ବିତରଣ ପରିଷଦ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ସୋମବାରଠାରୁ ଆରମ୍ଭ ହୋଇ ପରବର୍ତ୍ତୀ ମଙ୍ଗଳବାର ପର୍ଯ୍ୟନ୍ତ ୯ ଦିନିଆ

ଟିକିରି ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଜିଲ୍ଲା ସେବକ ସେବିକା ଅଭ୍ୟାସ ବର୍ଗ ଅନୁଷ୍ଠିତ

ଟିକିରି : ରାୟଗଡା ଜିଲ୍ଲାରେ ଥିବା ସମସ୍ତ ସରସ୍ଵତୀ ଶିଶୁ ମନ୍ଦିରର ସେବକ ସେବିକା ଅଭ୍ୟାସଵର୍ଗ ଟିକିରି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହା ୪ଦିନ ଧରି ଚାଲିବ। ମୂଳ ଉଦେଶ୍ୟ ହେଲା ସେବକ ସେବିକା କିପରି ସୂଚାରୁ ରୂପେ ବିଦ୍ୟାଳୟ କୁ ପରିଚାଳନା କରିବେ ।