Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କେବେ ବଦଳିବ ଇଂରାଜୀନାମ ଫଳକ.. ?
ସରକାରୀ ନିୟମ କୁ ଫୁ...!!
ନବରଂଗପୁର : ନବରଂଗପୁର ଜିଲ୍ଲାରେ ବଦଳି ପାରୁନାହିଁ ଇଂରାଜୀ ଭାଷା। ମୂଳରୁ ଶେଷ ଯାଏଁ ମାଳମାଳ ଇଂରାଜୀ ଭାଷାର ଫଳକ। ଜିଲ୍ଲାରେ ବ୍ୟବସାୟୀକ ଭିତ୍ତିଭୂମିକୁ ବାହାର ରାଜ୍ୟରୁ ଆସି ସ୍ଥାୟୀ କରି ସାରିଛନ୍ତି ସତ ହେଲେ ଓଡିଆଭାଷାକୁ ଆପଣେଇ ନେବାକୁ କୁଣ୍ଠିତ!-->!-->!-->…
ଗଉଡଗୁଡା ଗ୍ରାମରେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସ ପକ୍ଷରୁ ତଦନ୍ତ ଜାରି
ମାଲକାନଗିରି (୨୪।୪) : ମାଲକାନଗିରି ଜିଲ୍ଲା ଗଉଡଗୁଡା ଗ୍ରାମରେ ଆଜି ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ ଯୁବକ ଜଣଙ୍କ ଆତ୍ମହତ୍ୟା କରିଥିବା ଜଣା ପଡିଥିବା ବେଳେ ଏହା ପଛରେ କଣ କାରଣ ରହିଛି ତାହା ସ୍ପଷ୍ଟ ହୋଇନି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ସଦର ବ୍ଲକ!-->…
ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା ପୋଲିସ ଭ୍ୟାନ, ୯ ଆହତ
କାଶିପୁର : ଭାରସାମ୍ୟ ହରାଇ ଏକ ପୋଲିସ ଭ୍ୟାନ ଦୁର୍ଘଟଣା ଘୋଟି ୯ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏମିତି ଏକ ଘୋଟଣା ଘୋଟିଛି ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଅଣ୍ଡରାକଞ୍ଚ ଥାନା ଲୁଣ୍ଡୁରୁକୋଣ ଘାଟିରେ । ବାଫଲାମାଳି ବକ୍ସାଇଟ ମାଇନ୍ସରୁ ଡିଉଟିସାରି ବାହାରି ରାୟାଗଡା ପୋଲିସ!-->…
ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା : ନକଲି ସାର୍ଟିଫିକେଟ କାରବାରର ମାଷ୍ଟରମାଇଣ୍ଡ ଗିରଫ
ବ୍ରହ୍ମପୁର : ଗୋଷାଣୀନୂଆଗଁl ଥାନା ପୋଲିସ ନକଲି ସାର୍ଟିଫିକେଟ କାରବାରର ରହସ୍ୟ ଉନ୍ମୋଚନ କରି ଏହାର ମାଷ୍ଟରମାଇଣ୍ଡ ଦୈତାରୀ ବେହେରାକୁ ଖଲ୍ଲିକୋଟ ଥାନା ଅନ୍ତର୍ଗତ ଲଙ୍ଗେଳେଶ୍ୱରରୁ ଗିରଫ କରିଛି ପୋଲିସ। ସେ ଜଣେ ସରକାରୀ ଶିକ୍ଷକ ଥିବା ବେଳେ ଗତ ୨୦୧୩ ମସିହାରୁ ଏଭଳି ନକଲି ସାର୍ଟିଫିକେଟ!-->…
ମହିଳାଙ୍କୁ ମନେରଗା କାର୍ଯ୍ୟରେ ଦୁର୍ବ୍ୟବହାର
ହିଂଜିଳିକାଟୁ (୨୪ା୪) : ହିଂଜିଳି ଥାନା ଶିକିରିଠାରେ ଏକ ମନରେଗା କାର୍ଯ୍ୟରେ ଜଣେ ମହିଳାଙ୍କୁ ଅନ୍ୟ ଜଣେ ଦୁର୍ବ୍ୟବହାର ଓ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଶନିବାର ଶିକିରି ପଂଚାୟତ ଅନ୍ତର୍ଗତ ମର୍ଶାଘାଇ ନାଳରେ ମନେରଗା କାର୍ଯ୍ୟ କରିବାକୁ ଶିକରି ଗ୍ରାମର ରେଣୁ ବେହେରା (୨୫)!-->…
ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ ପାଳିତ
"ଜୟଦେବଙ୍କ ରଚିତ ଗୀତଗୋବିନ୍ଦ କାବ୍ୟ କାଳଜୟୀ"
ଛତ୍ରପୁର (୨୩।୪) : ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ରବିବାର ସନ୍ଧ୍ୟା ରେ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାସ୍ତରୀୟ କବି ଶ୍ରୀ ଜୟଦେବ ଜୟନ୍ତୀ -୨୦୨୩ ମହାସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା!-->!-->!-->…
ଲୋକାର୍ପିତ ଶଙ୍ଖ ଭବନ ଉତ୍ସବରେ ସାମିଲ ହେଲେ କନ୍ଧମାଳର ସମସ୍ତ ଜନ ପ୍ରତିନିଧି
ଫୁଲବାଣୀ : ଚଳିତ ବର୍ଷ ଅକ୍ଷୟ ତୃତୀୟା ଦିନ ଶାସକ ବିଜୁ ଜନତା ଦଳ ଭୁବନେଶ୍ୱରରେ ନୂତନ ଭାବେ ନିର୍ମିତ ଶଙ୍ଖ ଭବନ ଲୋକାର୍ପିତ ହୋଇଯାଇଛି l ଏହି ଶଙ୍ଖଭବନର ୨୦୨୧ ରଥ ଯାତ୍ରା ସମୟରେ ଏହି କୋଠାର ମୂଳଦୁଆ ପକାଯାଇଥିଲା lବିଜେଡିର ଏହି ନୂତନ ପାର୍ଟୀ ମୁଖ୍ୟାଳୟ କୋଠାରେ ଓଡ଼ିଶାର କଳା,!-->…
ନିର୍ମାଣଧିନ କଲଭର୍ଟ ଖାଲରେ ପଡି ଜଣେ ମୃତ
ହିଞ୍ଜିଳିକାଟୁ (୨୪।୪) : ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ଦୁର୍ବନ୍ଧ ଠାରୁ କଞ୍ଚୁରୁ ଗ୍ରାମ ମଧ୍ୟରେ ନିର୍ମାଣଧିନ କଲଭର୍ଟ ଖାଲରେ ପଡି ଜଣେ ଵାଇକ ଆରୋହୀ ମୃତବରଣ କରିଛି ।ମୃତକ ଜଣକ ହେଲେ ନିମଖଣ୍ଡି ଥାନା ଅନ୍ତର୍ଗତ ଝାଡଙ୍କୋଲି ଗ୍ରାମର ବିପ୍ର ରାଉଳଙ୍କ ପୂଅ ଟୁକୁନା ରାଉଳ। ଘଟଣାରୁ ପ୍ରକାଶ!-->…
ବିଶ୍ଵହିନ୍ଦୁ ପରିଷଦ ପକ୍ଷରୁ ବିଶାଳ ଶୋଭାଯାତ୍ରା, ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ମାଲକାନଗିରି (୨୪।୪) : ମାଲକାନଗିରି ଜିଲ୍ଲାରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ତରଫରୁ ଏକ ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ବିଗତ ୧୨ ତାରିଖ ଦିନ ସମ୍ବଲପୁର ଜିଲ୍ଲାର ବିଭିନ୍ନ ହିନ୍ଦୁ ସଙ୍ଗଠନ ପକ୍ଷରୁ ହନୁମାନ ଜୟନ୍ତି!-->…
ଅବ୍ୟବସ୍ଥା ଘେରରେ ଏମଭି ୫୫ ସ୍ୱାସ୍ଥ୍ୟକେନ୍ଦ୍ର : ୧୫ହଜାର ଲୋକଙ୍କ ପାଇଁ ସାହା ଭରସା ମାତ୍ର ଜଣେ ଡାକ୍ତର
ମାଲକାନଗିରି : ମାଲକାନଗିରି ପୋଟେରୁ ଆଖପାଖର ପ୍ରାୟ ୩ଟି ପଞ୍ଚାୟତର ୧୫ ହଜାରରୁ ଊର୍ଦ୍ଧ୍ଵ ଲୋକଙ୍କ ଯେକୈଣସି ସ୍ୱାସ୍ଥ୍ୟଗତ ସମସ୍ୟା ହେଲେ ଭରସା ଗୋଟିଏ ସ୍ୱାସ୍ଥ୍ୟ କେନ୍ଦ୍ର। ନା ଏଠି ଆମ୍ବୁଲାନ୍ସ ଅଛି ନା ଅଛନ୍ତି ଆବଶ୍ୟକ ମୁତାବକ କର୍ମଚାରୀ, କେବଳ ଜଣେ ଡାକ୍ତରଙ୍କ ହାତରେ ରହିଛି ୧୫!-->…