Browsing Category

ଆଞ୍ଚଳିକ

ବେଆଇନ ଭାବେ ପାର୍କିଂ ଫି ଆଦାୟ ତୁରନ୍ତ ପ୍ରତ୍ୟାହାର ଦାବିରେ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ

ବ୍ରହ୍ମପୁର : ଏମ୍.କେ.ସି.ଜି. ମେଡିକାଲ କଲେଜ ପରିସରରେ ବେଆଇନ ଭାବେ ପାର୍କିଂ ଫି ଆଦାୟ ତୁରନ୍ତ ପ୍ରତ୍ୟାହାର ଦାବିରେ ଏସୟୁସିଆଇ(କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସାଂଗଠନିକ କମିଟି ପକ୍ଷରୁ ଆଜି ଠାରୁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।ବ୍ରହ୍ମପୁର ଏସ୍.ୟୁ.ସି.ଆଇ(କମ୍ୟୁନିଷ୍ଟ)…

ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ ଦଣ୍ଡ ବିଧାନ ଉପରେ ଜିଲ୍ଲାସ୍ତରୀୟ କର୍ମଶାଳା…

ଫୁଲବାଣୀ : ଓଡ଼ିଶାରେ ଡାହାଣୀ ଆଖ୍ୟା ଓ ଡାହାଣୀ ଶିକାର ଏକ ନିନ୍ଦିତ, ଘୃଣ୍ୟ, ଅସମାନତା ସୃଷ୍ଟିକାରୀ ଏବଂ ଅଧିକାର କ୍ଷୁଣ୍ଣକାରୀ ପ୍ରଥା । ଏଭଳି ଅନ୍ଧ ବିଶ୍ୱାସ ଓ କୁସଂସ୍କାରକୁ ସମାଜରୁ ଦୂରେଇବା ପାଇଁ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଡାହାଣୀ ଶିକାର ପ୍ରତିରୋଧ ଅଧିନିୟମ ଓ…

ବିସିସି ବ୍ୟାଙ୍କରେ ସମବାୟ ସମ୍ପାଦକଙ୍କ ଧାରଣା, ସଭାପତିଙ୍କ ପ୍ରତିଶ୍ରୁତି ପରେ ହଟିଲା ଧାରଣା

ବ୍ରହ୍ମପୁର : ସ୍ଥାନୀୟ ଚର୍ଚ ରୋଡ ସ୍ଥିତ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ପରିସରରେ ପ୍ରାଥମିକ ସେବା ସମୟବାୟ ସମିତିର ସମ୍ପାଦକମାନେ ତିନି ଦଫା ଦାବିରେ ଧାରଣାରେ ବସିଥିଲେ l ଦୀର୍ଘ ଦିନ ହେବ ଏହି ସମବାୟ ସମ୍ପାଦକମାନେ ଦରମା ବୃଦ୍ଧି ସହିତ ନୂତନ କ୍ୟାଡର ଚୟନ କରି ବ୍ୟାଙ୍କିଙ୍କ…

ସୁଶ୍ରୀ ସଂଗୀତା କୁମାରୀ ସାହୁ ସମ୍ବର୍ଦ୍ଧିତ…

ବ୍ରହ୍ମପୁର : ଥାଇଲାଣ୍ଡ ର ବ୍ୟାଙ୍କକ୍ ଠାରେ ଅନୁଷ୍ଠିତ ଅନ୍ତଃରାଷ୍ଟ୍ରୀୟ ଯୁବ ମହୋତ୍ସବରେ ଭାରତ ତରଫରୁ ପ୍ରତିନିଧିତ୍ଵ କରି କୃତିତ୍ୱର ସହ ଦ୍ଵିତୀୟ ସ୍ଥାନ ହାସଲ କରିଥିବା ସୁଶ୍ରୀ ସଂଗୀତା କୁମାରୀ ସାହୁ କାହ୍ନା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। କାହ୍ନା…

ଋଷିକୁଲ୍ୟା ମୁହାଁଣରେ ସମୁଦ୍ର ମୁହାଁ କଇଁଛଙ୍କ ଅଣ୍ଡାଦାନ, ହଜାର ହଜାର ଛୁଆ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ମୁହାଁଣ ଅଞ୍ଚଳ ସମୁଦ୍ର ବେଳାଭୂମିରେ ବର୍ତ୍ତମାନ ଅଲିଭ ରିଡଲେ ସାମୁଦ୍ରିକ କଇଁଛ ଅଣ୍ଡାରୁ ଛୁଆ ଫୁଟିବା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇଛି ଏହା ଆସନ୍ତା୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଅଣ୍ଡା ଦେବାର ୪୫ରୁ ୫୦ଦିନ ପରେ…

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦ୍‌ଘାଟିତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କରୋନେସନ ପଡ଼ିଆ ଠାରେ ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ପୌରାଧ୍ୟକ୍ଷା…

MV 79 ସ୍ୱାମୀ ବିବେକାନନ୍ଦ ଇଂଲିଶ ମିଡ଼ିଆମ ସ୍କୁଲରେ ବାର୍ଷିକ ଉତ୍ସବ

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍ ଭି ୭୯ ଗ୍ରାମ ସ୍ଥିତ ସ୍ୱାମୀ ବିବେକାନନ୍ଦ ଇଂଲିଶ ମିଡ଼ିଅମ ସ୍କୁଲର ୨ୟ ବାର୍ଷିକ ଉତ୍ସଭ ଆଜି ପାଳନ ହୋଇଯାଇଛି । ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୁର୍ବତ୍ତନ ବିଧାୟକ ମୁକୁନ୍ଦ ସୋଡି ଆସିଥିବା ବେଳେ ଅନ୍ୟ ମାନଙ୍କ…

ଅନାଥ ଶିଶୁକୁ କୋଳେଇ ନେଲେ ବେଙ୍ଗାଲୁରର ଦମ୍ପତି…

ମାଲକାନଗିରି : ପ୍ରତି ସ୍ଵାମୀ ସ୍ତ୍ରୀଙ୍କର ଇଚ୍ଛା ଥାଏ ତାଙ୍କ କୋଳରେ ମଧ୍ୟ ଛୁଆଟିଏ ଖେଳୁ । ତାଙ୍କ ପାଇଁ ଆଗକୁ ଯାଇ ସେହି ଛୁଆଟି ତାଙ୍କର ସାହାରା ହେଉ । ତେଣୁ ସ୍ଵାମୀ ସ୍ତ୍ରୀ ଯେତେବେଳେ ଜାଣନ୍ତି ଯେ ସେମାନେ ବାପା ମା ହେବାକୁ ଯାଉଛନ୍ତି ଖୁସିରେ ବିଭୋର ହୋଇ ଉଠନ୍ତି । ତେବେ ଏହି…

ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳିତ

ମାଲକାନଗିରି : ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ କରାଯାଇଛି । ନିରାଡମ୍ବର ସହକାରେ ଏହି କାର୍ଯ୍ୟକ୍ରମ ପାଳନ କରାଯାଇଥିବା ବେଳେ ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ନିର୍ମିତ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ…

ଗଞ୍ଜେଇ ସହ ବାଇକ ଜବତ : ଦୁଇ ମାଫିଆ ଗିରଫ…

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ଏକ ବଡ଼ ସଫଳତା ।ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ପୋଲିସ୍ । ୪୧ କେଜି ୧୦୦ ଗ୍ରାମ ଓଜନର ବେଆଇନ୍ ଗଞ୍ଜେଇ ସହ ଗୋଟିଏ ବାଇକ କୁ ଜବତ କରିଛି ବାଲିଗୁଡ଼ା ପୋଲିସ୍ । ଘଟଣାରେ ସଂପୃକ୍ତ ଦୁଇ ଜଣ ମାଫିଆଙ୍କୁ…