Browsing Category

ଆଞ୍ଚଳିକ

ଏକ ଘଣ୍ଟାର ବର୍ଷାରେ ବ୍ରହ୍ମପୁରବାସୀଙ୍କ ହାଲତ ବେହାଲ…

ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗର । କିନ୍ତୁ ଦୁର୍ଭାଗ୍ୟର ବିଷୟ ବ୍ରହ୍ମପୁର ସହର ନାମକୁ ମାତ୍ର କାଗଜ କଲମରେ ହିଁ ମହାନଗର ଆଖ୍ୟା ପାଇଛି । ସହରର ରାସ୍ତାଘାଟର ଦୂରାବସ୍ଥା କହିଲେ ନସରେ । ବ୍ରହ୍ମପୁର ସହରରେ ଡ୍ରେନ୍ ଗୁଡ଼ିକ ଭାଙ୍ଗିରୁଜି ଦୀର୍ଘ ଦିନ ଧରି…

ବାଲିଗୁଡା ରେ ୮୮ତମ ଉତ୍କଳ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ସଭାଗୃହ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ଉପଖଣ୍ଡ ଉତ୍ସବ ପାଳନ କମିଟି ପକ୍ଷରୁ ୮୮ ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ପ୍ରତ୍ୟୁଷ ରେ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସମଗ୍ର ସହରରେ ଡାକବାଜି ଯନ୍ତ୍ର ଯୋଗେ "ବନ୍ଦେ…

ରାଧେଶ୍ୟାମ ଫାଉଣ୍ଡେସନ ଓ ଟ୍ରଷ୍ଟ ପକ୍ଷରୁ ଓଡିଶା ଦିବସ ପାଳିତ

ବରପୁତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟା ଅର୍ପଣ ଛତ୍ରପୁର : ଓଡିଶା ଦିବସ ଉତ୍କଳର ଗର୍ବ, ଗୈାରବ ଓ ଗାରିମାର ଦିବସ । ଯେଉଁ ମହାପୁରୁଷ ମାନେ ବିଖଣ୍ଡିତ ଓଡିଶାକୁ ଏକତ୍ରୀ କରଣ କରିଥିଲେ ସେମାନଙ୍କୁ ଭକ୍ତିଭରା ପ୍ରଣତି ଜଣାଇବା ଓ ସ୍ମରଣ କରିବାର ଦିବସ । ଏହି ଅବସରରେ ଜିଲ୍ଲାର…

୮୮ତମ ଉତ୍କଳ ଦିବସ ପାଳନ ସହ ନୂତନ ଶିକ୍ଷାବର୍ଷର ପ୍ରଥମ ଦିନୋତ୍ସଵ ପାଳିତ

ଛତ୍ରପୁର : ସ୍ଥାନୀୟ ସରସ୍ଵତୀ ଶିଶୁବିଦ୍ୟା ମନ୍ଦିର ପରିସରରେ ଉତ୍କଳ ଦିବସ ସହ ନୂତନ ଶିକ୍ଷା ବର୍ଷର ପ୍ରଥମ ଦିନୋତ୍ସଵ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ରାମାଧିନ ସଂସ୍କୃତ…

୮୮ ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

ଛତ୍ରପୁର : ୮୮ ତମ ଗଞ୍ଜାମ ଜିଲା ସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ଛତ୍ରପୁରସ୍ଥିତ ପୋଲିସ ପରେଡ ପଡିଆଠାରେ ପାଳିତ ହୋଇଛି। ଉକ୍ତ ଦିବସରେ ଗଞ୍ଜାମ ଏସ୍‌ପି ଜଗମୋହନ ମିନା ମଧ୍ୟ ଅତିଥି ଭାଦେ ଯୋଗ ଦେଇ ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିବା ସହ ଓଡିଶା ର ରାଜ୍ୟପାଳ ଓ…

ଓକିଲସଙ୍ଘ ପକ୍ଷରୁ ଉତ୍କଳ ଦିବସ ପାଳିତ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଓକିଲ ସଙ୍ଘ ପକ୍ଷରୁ ସଂଘ ସଭାପତି ଭଗବାନ ମହାନ୍ତି ଓ ସମ୍ପାଦକ କମଳ କୁମାର ବେହେରାଙ୍କ ନେତୃତ୍ଵରେ ଉତ୍କଳ ଦିବସ ପାଳିତ ହୋଇଛି l ସର୍ବ ପ୍ରଥମେ ବାର ପରିସରରେ ଥିବା ମହାପୁଋଷଙ୍କ ପ୍ରତିମୂର୍ତ୍ତି ଗୁଡିକରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା l ପରେ…

ଜିଲ୍ଲାସ୍ତରୀୟ ୮୮ତମ ଓଡ଼ିଶା ଦିବସ ପାଳିତ

ମାଲକାନଗିରି (୦୧/୦୪) : ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲାପାଳଙ୍କ ପୁରୁଣା କାର୍ଯ୍ୟାଳୟଠାରେ ୮୮ ତମ ଓଡିଶା ଦିବସ ସମାରୋହରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସମାରୀ ତାଙ୍ଗୁଲୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଭଉଣୀଭାଇଙ୍କୁ…

ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ : ନାବାଳକର ମଳ ଦ୍ବାରରେ ପଶିଗଲା ଶାବଳ…

ବାଲିଗୁଡ଼ା: ନିର୍ମାଣ କାମ କରୁଥିବା ବେଳେ ବଡ଼ ଅଘଟଣ ଘଟିଯାଇଥିବା ଜଣାପଡ଼ିଛି । ଛାତରୁ ପଡ଼ିବା ବେଳେ ନାବାଳକର ମଳ ଦ୍ବାରରେ ଶାବଳ ପଶି ଯାଇଥିବା ଜଣାପଡ଼ିଛି । କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ତଳ ସୁବର୍ଣ୍ଣଗିରି ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ପ୍ରକାରେ…

ବିଶିପଡାରେ ମହାସମାରୋହରେ ରାମନବମୀ ଯାତ୍ରା ଆରମ୍ଭ

ଫୁଲବାଣୀ : ବ୍ରିଟିଶ ଶାସନ କାଳର ଐତିହାସିକ ମାଟି ବିଶିପଡା ସ୍ଥିତ ରାମ ମନ୍ଦିରରେ ମଧ୍ୟ୍ୟ ପ୍ରବଳ ଜନସମାଗମ ହେବାର ଦେଖାଯାଇଥିଲା l ଶ୍ରୀରାମଙ୍କ ପର୍ବ ଆରମ୍ଭ ପୂର୍ବରୁ ଉପସ୍ଥିତ ସମସ୍ତ ଶ୍ରଦ୍ଧାଳୁ ମାନେ ସାଲୁଁକି ନଦୀ ତଟକୁ ଯାଇ ଭଗବାନ ଶ୍ରୀରାମ ଙ୍କୁ ଆବାହନ କରି ପୂର୍ଣ୍ଣ କଳସି ଯାତ୍ରା…

ଶ୍ରୀ ଅମରେଶ୍ବର ମନ୍ଦିର ନିର୍ମାଣ କମିଟି ଗଠିତ

ଫୁଲବାଣୀ : ଫୁଲବାଣୀ ସହରର ପିଅନପଡ଼ା ସ୍ଥିତ ଶ୍ରୀ ଅମରେଶ୍ବର ମହାଦେବ ମନ୍ଦିର ନିକଟରେ ଥିବା କମ୍ୟୁନିଟି ହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ମନ୍ଦିର ନିର୍ମାଣ ପାଇଁ କମିଟି ଗଠନ କରାଗଲା l ମନମୋହନ ଦାସଙ୍କ ପ୍ରସ୍ତାବ ଓ ସୂର୍ଯ୍ୟ କାନ୍ତ ଦାସଙ୍କ ସମର୍ଥନରେ ସୁଶାନ୍ତ…