Browsing Category

ଆଞ୍ଚଳିକ

ବେଲଘର ରେଞ୍ଜ ହାତୀ ମୃତ୍ୟୁ ଘଟଣାରେ ୩ ଶିକାରୀ ଗିରଫ : ବର୍ତ୍ତମାନ ସୁଦ୍ଧା ଡେପୁଟି ରେଞ୍ଜର ଫେରାର

ବାଲିଗୁଡା, ତା, ୨୨/୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବନଖଣ୍ଡ ର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲ ରେ ହାତୀ ମୃତ୍ୟୁ ଘଟଣା ରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ତିନି ଜଣ ଶିକାରୀ କୁ ଗିରଫ କରିଛି ବନ ବିଭାଗ l ଗିରଫ ତିନି ଜଣ ଶିକାରୀ ମୁଣ୍ଡୁଟି ଜଙ୍ଗଲ

ମାଓବାଦୀ-ପୁଲିସ ମୁହାଁମୁହିଁ : କରଡା ଜଙ୍ଗଲରେ ଏନକାଉଣ୍ଟର, ଦୁଇ ମାଓବାଦୀ ନିହତ

କନ୍ଧମାଳ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ପଞ୍ଚାୟତର ନିଟିବାଡି ଜଙ୍ଗଲରେ ପୋଲିସ ଏବଂ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିବା ବେଳେ ଏଥିରେ ଦୁଇ ମାଓବାଦୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା

କୋଟପାଡ଼ ଠିକାଦାର ମହାସଂଘର ଗଣ ଧାରଣା…

(ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ ) କୋରାପୁଟ /କୋଟପାଡ଼ :- କୋଟପାଡ଼ ଠିକାଦାର ମହାସଂଘର କର୍ମକର୍ତ୍ତା ପରିଷଦ କାର୍ଯ୍ୟାଳୟ ନିକଟରେ ଅନିର୍ଦ୍ଧିଷ୍ଟ କାଳପାଇଁ ଧାରଣାରେ ବସିଥିବା ଦେଖିବାକୁ ମିଳିଛି l ସରକାରୀ ଵିଜ୍ଞାପ୍ତିକୁ ବିରୋଧ କରି ଏବଂ ତୁରନ୍ତ ରଦ୍ଧ କରିବା

ଅବ୍ୟବସ୍ଥା ଘେରରେ ରାଜସୁନାଖଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର:ପ୍ରଶାସନ ର ନିଘା ନାହିଁ…

ନୟାଗଡ଼,୨୧/୦୨(ନିସର୍ତ୍ତ): ରାଜ୍ୟ ସରକାର କୋଟି କୋଟି ଟଙ୍କା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଖର୍ଚ୍ଚ କରି ଜନସାଧାରଣଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ଉନ୍ନତ ମାନର ଚିକିତ୍ସା ଓ ସ୍ବଚ୍ଛତା ଉପରେ ଗୁରୁତ୍ବ ଦେଉଛନ୍ତି । କିନ୍ତୁ ଏବେ ବି ଅବହେଳିତ ଓ ଅବ୍ୟବସ୍ଥା ଘେରରେ ରହିଛି

ଅବ୍ୟବସ୍ଥା ଘେରରେ ପିପଳ ସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ : ଶ୍ରେଣୀ ଗୃହଛାତରୁ ପ୍ଲାଷ୍ଟର ଖସି ଲୁହାଛଡ଼ ଦେଖାଗଲାଣି

ବାଲିଗୁଡ଼ା, ତା, ୨୧/୦୨: ଅବ୍ୟବସ୍ଥା ଘେରରେ ବିଦ୍ୟାଳୟ । ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବିଦ୍ୟାଳୟରେ ଅଧ୍ୟୟନ ରତ କୋମଳମତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ବି ସୁଧୁରୁନି ସମସ୍ୟା । ଏହା କେଉଁ ଉପାନ୍ତ ଅଞ୍ଚଳର ନୁହେଁ, ଏ ହେଉଛି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା

କୋରୁକୋଣ୍ଡାରେ ମା ମାଉଳିଙ୍କ ଯାତ୍ରା ଆରମ୍ଭ : ମାଆଙ୍କ ଦର୍ଶନ ନିମନ୍ତେ ବାଜିରେ ଲାଗୁଛି ଭକ୍ତଙ୍କ ଜୀବନ,…

ମାଲକାନଗିରି, ୨୧/୦୨ : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ଠାରେ ଶନିବାର ଠାରୁ ମା ମାଉଳି ଙ୍କ ଯାତ୍ରା ଆରମ୍ଭ ହୋଇଥିବା ବେଳେ ମା ଆଜି ପ୍ରଥମ ଦିନରେ ପାହାଡ଼ ଉପରୁ ଆସି ପାହାଡ଼ ର ପାଦଦେଶରେ ପୂଜା ପାଉଛନ୍ତି। ତେବେ ମା ଙ୍କ ଦର୍ଶନ ନିମନ୍ତେ କୋରୁକୋଣ୍ଡା ସମେତ ଏହାର ଆଖପାଖ

ଛାତ୍ରଙ୍କ ଭବିଷ୍ୟତ ଓ ସୁରକ୍ଷା ପାଇଁ ଉତ୍ତରଦାୟୀ କିଏ ?? : ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ଗଲେ ଛାତ୍ର

ବାଲିଗୁଡ଼ା,ତା, ୨୧/୦୨ : ମେଟ୍ରିକ୍ ପରୀକ୍ଷା ଦେବାକୁ ଟ୍ରାକ୍ଟରରେ ପରୀକ୍ଷା କେନ୍ଦ୍ରକୁ ଗଲେ ଛାତ୍ର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ବ୍ଲକ ଅଞ୍ଚଳରୁ । ଯାହାର ଚିତ୍ର ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି ।

ଅପହଞ୍ଚ ଖଜୁରୀପୁଟର ଦୁର୍ଦ୍ଦଶା: ସ୍ୱାଧୀନତାର ୭ ଦଶନ୍ଧି ପରେ ବି ମିଳୁନି ମୌଳିକ ସୁବିଧା…

ଅନ୍ଧାରରେ ଗାଁ, ପିଇବାକୁ ଚୁଆ ପାଣି ଭରସା; ଭାରରେ ବୁହା ହେଉଛନ୍ତି ଗର୍ଭବତୀ କୋରାପୁଟ, ୨୦/୦୨: ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ମଧ୍ୟ ଉନ୍ନୟନର ଆଲୋକ ପହଞ୍ଚିପାରିନି କୋରାପୁଟ ଜିଲ୍ଲାର ଏକ ଦୁର୍ଗମ ଗାଁରେ। ବୈପାରିଗୁଡା ବ୍ଲକ ଅନ୍ତର୍ଗତ କାଠପଡା ପଞ୍ଚାୟତର ପାହାଡ଼ ଘେରା

ହାଇୱା ଧକ୍କାରେ ମହିଳା ମୃତ୍ୟୁ , ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ରାସ୍ତାରେ ଶବ ରଖି ରାସ୍ତା ରୋକ କଲେ ଗ୍ରାମବାସୀ

ନୟାଗଡ଼(ନିସର୍ତ୍ତ) : ହାଇୱା ଧକ୍କାରେ ମହିଳାଙ୍କ ମୃତ୍ୟୁ ।  ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିଲା । ସୂଚନା ଅନୁସାରେ ନୟାଗଡ ଜିଲ୍ଲା ରାଜସୁନାଖଳା ଫାଣ୍ଡି ଅଧିନସ୍ଥ ଗୋପୀନାଥ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନିକଟରେ ଶୁକ୍ରବାର ଦିନ ଅପରାହ୍ନ ସମୟରେ ଏକ

ଜିଲ୍ଲାସ୍ତରୀୟ ବିଶ୍ବ ସାମାଜିକ ନ୍ୟାୟ ଦିବସ-୨୦୨୬ ପାଳିତ : ବରିଷ୍ଠ ନାଗରିକ ସଚେତନତା ସମାବେଶ

ବରିଷ୍ଠ ନାଗରିକଙ୍କ ପ୍ରତି ଅନ୍ଯାୟ କିମ୍ବା ଅବହେଳାକୁ ଆମେ ସହ୍ଯ କରିବା ନାହିଁ-ଜିଲ୍ଲାପାଳ ଛତ୍ରପୁର : ବିଶ୍ବ ସାମାଜିକ ନ୍ଯାୟ ଦିବସ-୨୦୨୬ ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲାରେ ଫେବୃଆରୀ ମାସ ୧୩ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ପାଳନ କରାଯାଇ ଆଜି ଉଦ୍ ଯାପନ ଦିବସ ଜିଲ୍ଲା ପରିଷଦ