Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି…
ସୁନ୍ଦରଗଡ଼ : ସୁନ୍ଦରଗଡ଼ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଦିନ ସ୍ଥାନୀୟ ସଦ୍ଭାବନା ଭବନଠାରେ ଆୟୋଜିତ ଜନଶୁଣାଣିରେ ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି କରିଥିଲେ।
!-->!-->…
ଆଦାନୀ ଗ୍ରୁପ୍ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର ଗଣ ବିକ୍ଷୋଭ
ସୁନ୍ଦରଗଡ଼ : ଆଜି ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ତଥା ଏ.ଆଇ.ସି.ସି ଓ ପି.ସି.ସିର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଆଦାନୀ ଗ୍ରୁପ୍ ର ଜାଲିଆତି ତଥା ରାଷ୍ଟ୍ରବିରୋଧୀ କାରନାମା ପ୍ରତିବାଦରେ ଏକ ଗଣ ଧାରଣା ଓ!-->…
ଗଞ୍ଜାମରେ ୧୩ ହସ୍ପିଟାଲର ରୂପ ବଦଳିବ…
ବ୍ରହ୍ମପୁର : ଗଞ୍ଜାମ ଜିଲାରେ ପ୍ରଥମ ପର୍ଯ୍ୟାୟରେ ୫-ଟି ଆଧାରରେ ୧୩ ହସ୍ପିଟାଲର ରୁପାନ୍ତରୀକରଣ ଲାଗି ଚୂଡାନ୍ତ ହୋଇଛି । ଜିଲାରେ ଥିବା ୧୩ ବିଧାନସଭା ନିର୍ବାଚମଣ୍ଡଳୀରେ ଗୋଟିଏ ଲେଖାଏ ହସ୍ପିଟାଲକୁ ଏଥିରେ ସାମିଲ କରାଯିବ। ସେଥିମଧ୍ୟରେ ବ୍ରହ୍ମପୁରର ସିଟି ହସ୍ପିଟାଲ (ଜିଲା!-->…
ହିଞ୍ଜିଳିକାଟୁରେ ସିନିୟର ଡିଭିଜନ ସିଭିଲ କୋର୍ଟ ଲୋକାର୍ପିତ…
ହିଞ୍ଜିଳିକାଟୁ,୬।୨ : ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁଆଗଡ ଠାରେଥିବା ଜେ ଏମ ଏଫ ସି କୋର୍ଟ ପରିସରରେ ସୋମବାର ପୂର୍ବାହ୍ନରେ ରେ ସିନିୟର ଡିଭିଜନ ସିଭିଲ କୋର୍ଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଡଃ ଜଷ୍ଟିସ ଏସ ମୁରଲୀଧର, ଜର୍ଜ!-->…
ଆଦାନୀ ଗ୍ରୁପ୍ ଜାଲିଆତି ତଥା ରାଷ୍ଟ୍ର ବିରୋଧୀ କାରନାମା ପ୍ରତିବାଦରେ ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସର…
ସୁନ୍ଦରଗଡ଼ : ଆଜି ଜିଲ୍ଲା ସୁନ୍ଦରଗଡ଼ ଜିଲ୍ଲା କଂଗ୍ରେସ କମିଟି ସଭାପତି ବେଣୁ ମାଧବ ତ୍ରିପାଠୀଙ୍କ ନେତୃତ୍ୱରେ ତଥା ଏ.ଆଇ.ସି.ସି ଓ ପି.ସି.ସିର ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ନିକଟରେ ଆଦାନୀ ଗ୍ରୁପ୍ ର ଜାଲିଆତି ତଥା ରାଷ୍ଟ୍ରବିରୋଧୀ କାରନାମା ପ୍ରତିବାଦରେ ଏକ ଗଣ ଧାରଣା ଓ!-->…
ଅରୁନ୍ଧତୀ ଜୁଏଲର୍ସରୁ ସୁନା ଗହଣା ଗାଏବ ଘଟଣା, ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ…
ବ୍ରହ୍ମପୁର : ବଡ଼ ବଜାରଥାନା ଅନ୍ତର୍ଗତ ସାନବଜାର ସ୍ଥିତ ଅରୁନ୍ଧତୀ ଜୁଏଲର୍ସ ସୋ’ରୁମରୁ ୩୩ ଲକ୍ଷ ୩୮ ହଜାର ଟଙ୍କାର ସୁନା ଗହଣା ଗାଏବ ହୋଇଥିବା ଅଭିଯୋଗ ଘଟଣାରେ ଅଭିଯୁକ୍ତ ଆସିଷ୍ଟାଣ୍ଟ ମ୍ୟାନେଜର ଗିରଫ । ସେହେଲେ ବ୍ରଜନଗରର ୩ୟ ଲାଇନର ତଥା ଉକ୍ତ ସୋ’ରୁମରେ ଆସିଷ୍ଟାଣ୍ଟ ମ୍ୟାନେଜର!-->…
ଅବସରପ୍ରାପ୍ତ ପ୍ରଫେସରଙ୍କ ଘରୁ ଚୋରି ଘଟଣା, ନାବାଳକଙ୍କ ସମେତ ଦୁଇ ଗିରଫ…
ବ୍ରହ୍ମପୁର : ବଡ଼ ବଜାର ଥାନା ଅନ୍ତର୍ଗତ ପ୍ରେମ୍ନଗର ୫ମ ଲାଇନ ସଂପ୍ରସାରଣ ସାହିରେ ରହୁଥିବା ଅର୍ଥନୀତି ବିଭାଗର ଅବସରପ୍ରାପ୍ତ ପ୍ରଫେସର ରାଜେନ୍ଦ୍ର ପ୍ରସାଦ ପାତ୍ରଙ୍କ ତାଲା ବନ୍ଦ ଘରୁ ଚୋର ଘଟଣାରେ ପୁଲିସ ନାବାଳକଙ୍କ ସମେତ ଦୁଇ ଚୋରକୁ ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ଜଗବନ୍ଧୁ ସାହିର!-->…
ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ ଏକ ଏକଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ
ବ୍ରହ୍ମପୁର : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରଘୁନାଥ ପ୍ରସାଦ ପାଢୀ ଗ୍ରନ୍ଥାଗାର ତରଫରୁ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସଙ୍କର ପ୍ରେରଣାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ଏକଦିବସୀୟ ଅଭିମୁଖୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି। ଏହା କୁ ବିଶ୍ୱବିଦ୍ୟାଳୟ ର ସ୍ନାତୋକତ୍ତର ବିଭାଗର!-->…
ଯୁବକ ଯୁବତୀମାନେ ଆତ୍ମ ନିର୍ଭରଶିଳ ହେଲେ ଦେଶ ପ୍ରଗତିଶୀଳ ହେବ…
ଆନ୍ତର୍ଜାତୀୟ ଓଡ଼ିଆ ସ୍ବାଭିମାନ ପ୍ରତିଷ୍ଠାନ ତରଫରୁ ଦ୍ୱିତୀୟ ରାଜ୍ୟସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତବ୍ରହ୍ମପୁର (୬/୨) : ସମ୍ପ୍ରତି ଯୁବକ ଯୁବତୀ ମାନେ ଚାକିରି ଅନେସ୍ଵନ, ବେରୋଜଗାର ଯୋଗୁଁ ମାନସିକ ଆସାନ୍ତିରେ ଜୀବନ ଯାପନ କରୁଥିବା ବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ!-->…
ସାହାରା ଇଣ୍ଡିଆ ଜମାକାରୀଙ୍କ ସମସ୍ତ ଟଙ୍କା ଫେରସ୍ତ କରିବାକୁ ପ୍ରଶାସନ ଠାରେ ଦାବୀ…
ଛତ୍ରପୁର : ଅର୍ଥ ଜମାକାରୀ ସଂସ୍ଥା "ସାହାରା ଇଣ୍ଡିଆ" କମ୍ପାନୀ ହଡ଼ପ କରିଥିବା ଜମାକାରୀ ଙ୍କ ଅଥବା ଲୋକଙ୍କ କୋଟି କୋଟି ଟଙ୍କା ଫେରସ୍ତ କରିବାକୁ ଦାବୀ ହୋଇଛି । ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ସ୍ଥ ଜଉଗଡ଼ ସମ୍ମିଳନୀ ଗୃହରେ ମାସର ପ୍ରଥମ ସୋମବାର ଦିନ ସଂଗଠିତ ଅଭିଯୋଗ ଶୁଣାଣୀରେ ଗଞ୍ଜାମ!-->…