Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଜୱାହର ନବୋଦୟ ବିଦ୍ୟାଳୟ ତରଫରୁ ମୋତିଆ ବିନ୍ଦୁ ଅପରେସନ ଲାଗି ୨୨ ଜଣ ଲୋକଙ୍କୁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ…
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଜୱାହର ନବୋଦୟ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂଗଠନ ଦ୍ଵାରା ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ୨୨ ଜଣ ଲୋକଙ୍କୁ ମୋତିଆ ବିନ୍ଦୁ ଅପରେସନ ପାଇଁ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟକୁ ନିଆ ଯାଇଛି । ସୂଚନା ଥାଉ କି ଏହା ପୂର୍ବରୁ ଡିସେମ୍ବର ୧୦ ତାରିଖରେ ଏହି ଛାତ୍ର!-->…
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା ଗୋରୁ ବୋଝେଇ କଣ୍ଟେନର, ୫୦ରୁ ଊର୍ଦ୍ଧ୍ବ ମୃତାହତ…
ମାଲକାନଗିରି : ମାଲକାନଗିରି ଜିଲ୍ଲା ଗୋବିନ୍ଦପଲ୍ଲୀ ଠାରେ ଏକ ଗୋରୁ ବୋଝେଇ କଣ୍ଟେନର ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଛି। ଏହି ଦ୍ରୁଘଟଣାରେ ଗାଡ଼ିରେ ଥିବା ୩୬ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ଘଟଣା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ୧୧ ଘଣ୍ଟା ସମୟରେ (କେଏ ୦୧ ଏଏମ୍ ୦୮୯୧) ନମ୍ବର!-->!-->!-->…
ବରୁଣ ଭୋଇ ମେମୋରିଆଲ ଭଲି ବଲ ଟୁର୍ନାମେଣ୍ଟ ଉଦ୍ଘାଟିତ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ନିକଟସ୍ଥ ବାହାଡ଼ା ସାହି ଛକରେ ବରୁଣ ଭୋଇ ମେମୋରିଆଲ ଭଲି ବଲ ଟୁର୍ନାମେଣ୍ଟ କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ଅଧ୍ୟକ୍ଷ ରୋଦନ ମଲ୍ଲିକଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି l ସମ୍ମାନିତ ଅତିଥି ଭାବରେ ସୁନିତା କହଁର, ତାରିଣୀ ମାଟିଆ, ସୁବାଷ!-->…
ଦୁର୍ଗମ ଅଞ୍ଚଳରେ ରକ୍ତଦାନ ଶିବିର :୨୦ ୟୁନିଟ ରକ୍ତ ସଂଗୃହିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ଖମନଖୋଲ ପଞ୍ଚାୟତର ମେଡ଼ିକାଲ ପରିସରରେ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଖମନଖୋଲ ଏବଂ କ୍ୟାରମ ଅନୁଷ୍ଠାନ ର ମିଳିତ ପ୍ରୟାସ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ୨୦ ୟୁନିଟ ରକ୍ତ!-->…
ଘରୋଇ ବସ୍ ରୁ ମୋବାଇଲ୍ ଲୁଟେରାକୁ ଧରି ପୁଲିସରେ ଜିମା ଦେଲେ ଯାତ୍ରୀ
ହିଞ୍ଜିଳିକାଟୁ ୨୩।୧୨ : କଲେଜ ଫେରନ୍ତା ଛାତ୍ରୀ ଦୁଇ ଜଣଙ୍କ କଙ୍କୋରଡା ଯାଉଥିବା ଘରୋଇ ବସରୁ ମୋବାଇଲ୍ ଫୋନ୍ ସହ ପର୍ସ ଲୁଟି ଫେରାର୍ ମାରୁଥିବା ଜଣେ ଲୁଟିଆକୁ ଧରି ଯାତ୍ରୀ ମାନେ ଉତ୍ତମ ମଧ୍ୟମ ପରେ ପୁଲିସରେ ଜିମା ଦେଇଛନ୍ତି। କଲେଜରଛାତ୍ରୀ ଟିଉସନ କ୍ଲାସ୍ସାରି ସହପାଠିନୀଙ୍କ!-->…
ସରସ୍ଵତୀ ଶିଶୁ ମନ୍ଦିରରେ ଏକଦିବସୀୟ ଶିଶୁ ଶିବିର
ବୁଗୁଡ଼ା : ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ବାଟିକା ପକ୍ଷରୁ ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି। ପରିଚାଳନା ସମିତି ସଭାପତି ବ୍ରଜ କିଶୋର ପାଢ଼ୀଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏନ୍ଏସି ଉପାଧ୍ୟକ୍ଷା ଗୀତାଞ୍ଜଳି ପାଢ଼ୀ ଓ!-->…
ବଡ଼ଦିନ ପୂର୍ବରୁ ପୋଲିସର ଫ୍ଲାଗ୍ ମାର୍ଚ୍ଚ: ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବାଲିଗୁଡ଼ା : ଆଉ ଦିନକ ପରେ ବଡ଼ଦିନ । ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାରେ ପାଳନ ହେବ ସେନେଇ ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ପୋଲିସ୍ ପକ୍ଷରୁ ଫ୍ଲାଗ୍ ମାର୍ଚ୍ଚ କରାଯାଇଛି । ବଡ଼ଦିନକୁ ଦୃଷ୍ଟିରେ ରଖି ବାଲିଗୁଡ଼ାରେ!-->…
୩୧ ଦିନରେ ପହଞ୍ଚିଲା ଅଙ୍ଗନୱାଡି କର୍ମୀଙ୍କ ଧାରଣା, ସମର୍ଥନ କଲା ଭାଜପା
ବୁଗୁଡ଼ା : ଅଲ୍ ଓଡିଶା ଅଙ୍ଗନୱାଡି ଲେଡିଜ୍ ଓ୍ବାର୍କରସ୍ ଆସୋସିଏସନ ଡାକରାରେ ୮ ଦଫା ଦାବି ନେଇ ବୁଗୁଡ଼ା ବ୍ଲକର ଅଙ୍ଗନୱାଡି କର୍ମୀ ଓ ସହାୟିକାମାନେ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେମାନଙ୍କର ଦାବି ଗୁଡିକର ସ୍ଥାୟୀ!-->…
ଅଚ୍ୟୁତଙ୍କ ୫୦ତମ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ
ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟୋରେଟ୍
ଫୁଲବାଣୀ : ବିଶିଷ୍ଟ ଶିକ୍ଷାବିତ୍, ସମାଜସେବୀ, କିଟ୍ ଓ କିସ୍ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡି.ଲିଟ୍ ଡିଗ୍ରୀ ପ୍ରଦାନ କରାଯାଇଛି।!-->!-->!-->…
ନୂଆବର୍ଷ ପାଇଁ ଡାଏରି ବେପାର ମାନ୍ଦା, ଚିନ୍ତାରେ ବେପାରୀ
ହିଞ୍ଜିଳିକାଟୁ ୨୩।୧୨ : ସାତଦିନ ପରେ ନୂଆବର୍ଷ। ପ୍ରିୟଜନଙ୍କୁ ଉପହାର ଦେଇ ନୂଆବର୍ଷର ଶୁଭେଚ୍ଛା ଜଣାଇଥାନ୍ତି ଲୋକେ। ଉପହାର ମଧ୍ୟରେ ନୂଆବର୍ଷରେ ସ୍ବତନ୍ତ୍ର ରହିଥାଏ ଡାଏରୀ ଓ କ୍ୟାଲେଣ୍ତର। ଖାସ କରି ଏହି ଉପହାର ଦେଇ ପ୍ରିୟଜନଙ୍କୁ ଶୁଭେଚ୍ଛା ଜଣାଇବା ବେଶ ପସନ୍ଦ କରିଥାନ୍ତି ଲୋକେ।!-->…