Browsing Category

ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ଉଦଘାଟିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମିଡ଼ିଆ ଫୋରମ ପକ୍ଷରୁ ଦୁଇ ଦିନିଆ କର୍ମଶାଳା ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଉଦଘାଟିତ ହୋଇଛି l ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ l ଏହି ଅବସର ରେ ମୁଖ୍ୟ ଅତିଥି ଜିଲ୍ଲାପାଳ ପାଟିଲ ସାମ୍ବାଦିକମାନେ…

ଶିଶୁ ବନ୍ଧୁ ପୋଲିସ ଷ୍ଟେସନର ଶୁଭ ଉଦଘାଟନ…

ବ୍ରହ୍ମପୁର : ମହିଳା ପୋଲିସ ଥାନା ପରିସରରେ ଆଜି। ଶିଶୁ ବନ୍ଧୁ ପୋଲିସ ଷ୍ଟେସନର ଶୁଭ ଉଦଘାଟନ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ଦକ୍ଷିଣାଞ୍ଚଲ ରେଞ୍ଜ ଆଇଜି, ସତ୍ୟବ୍ରତ ଭୋଇ ଯୋଗଦେଇ ମହିଲା ପୋଲିସ ଷ୍ଟେସନରେ ଶିଶୁ ବନ୍ଧୁ ପୋଲିସ ଷ୍ଟେସନର ଉଦଘାଟନ କରିଥିଲେ।ଉଦ୍‌ଘାଟନୀ ଉତ୍ସବରେ…

ବାଘୁଆ କେନାଲରୁ ବୃଦ୍ଧଙ୍କ ଭାସମାନ ଶବ ଉଦ୍ଧାର

ବୁଗୁଡ଼ା : ବୁଗୁଡ଼ା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁର ବିପ୍ର ଚରଣ ନାୟକ (୫୮) ଗତକାଲି କେନାଲରେ ବୁଡି ମୃତ୍ୟୁ ବରଣ କରିଥିବା ବେଳେ ଆଜି ସକାଳେ ଦମକଳବାହିନୀ ଦ୍ବାରା ତାଙ୍କର ଶବକୁ ଉଦ୍ଧାର କରାଯାଇଥିବା ଜଣାଯାଇଛି । ଘଟଣାରୁ ପ୍ରକାଶ ଯେ , ଗତକାଲି ସନ୍ଧ୍ୟାରେ ରାମଚନ୍ଦ୍ରପୁର ଗାଁ ପାଖ…

ବ୍ଳକସ୍ତରିୟ ଅନ୍ତ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ହିଞ୍ଜିଳିକାଟୁ (୩୦।୯) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ମିନି ଷ୍ଟାଡିୟମ ପରିସରରେ ହିଞ୍ଜିଳିକାଟୁ ବ୍ଳକ ସ୍ତରିୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ବ୍ଲକ ର୩୦ ଗୋଟି ବିଦ୍ୟାଳୟ ର ୧୭ ଵର୍ଷ ରୁ କମ ୧୫୬ ଜଣ…

କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ଓଲଟିଲା

ଦାରିଙ୍ଗବାଡ଼ି,୩୦/୯: ଆଜି ଭୋର ସକାଳେ ଦାରିଙ୍ଗବାଡ଼ି - ସୋରଡ଼ା ୫୯ନଂ ଜାତୀୟ ରାଜପଥର ବାଇମାଲା ଗ୍ରାମ ନିକଟରେ ଏକ କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ନଂ ସିଜି ୦୪ ଏନକେ ୦୫୫୩ ଭାର ସାମ୍ୟ ହରାଇ ଓଲଟିପଡ଼ିଥିଲା | କମଳା ବୋଝେଇ ପିକ୍ ଅପ୍ ଭ୍ୟାନ ବ୍ରହ୍ମପୁର ଠାରୁ ରାୟପୁର ଯାଉଥିଲା । ଏହି ଖବର…

ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ମାଟି ଓ ପାଣି ସଂଗ୍ରହ

ବ୍ରହ୍ମପୁର(୩୦/୦୯) ପବିତ୍ର ଗାନ୍ଧୀ ଜୟନ୍ତୀ ପାଳନ ଉପଲକ୍ଷେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାର ସ୍ବାଧୀନତା ସଂଗ୍ରାମୀଙ୍କ ପରିଦର୍ଶନ ପୀଠ, ଜନ୍ମପୀଠ, ଶହୀଦ୍ ପୀଠରୁ ପବିତ୍ର ମାଟି ଓ ପ୍ରମୁଖ ନଦୀରୁ ପାଣି ସଂଗ୍ରହ କରାଯାଇ ଭୁବନେଶ୍ବର ପ୍ରେରଣ କରାଯାଉଛି ।…

ବାର୍ଡ ଅନୁଷ୍ଠାନ ଦ୍ଵାରା ଟେଲିକମ ଉପଭୋକ୍ତା ଅଧିକାର ଓ ଅଭିଯୋଗ ସମନ୍ଧୀୟ ସଚେତନତା କର୍ମଶାଳା

ଫୁଲବାଣୀ : ଭାରତ ସରକାରଙ୍କ ଟ୍ରାଇ ଆନୁକୂଲ୍ୟରେରେ ଉପଭୋକ୍ତା ଓକିଲାତି ଅନୁଷ୍ଠାନ ବାର୍ଡ ପକ୍ଷରୁ ଏକ ଦିନିକିଆ ଟେଲିକମ ଗ୍ରାହକ ସଚେତନତା କର୍ମଶାଳା ଫୁଲବାଣୀ ଆଇଟିଡିଏ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ସହକାରୀ ଜିଲ୍ଲାପାଳ ଅନିତା ସାହୁ କାର୍ଯ୍ୟକ୍ରମକୁ ଉଦ୍ଘାଘାଟନ କରିଥିଲେ I ସମ୍ମାନୀତ…

ଚକରା ବିଷୋୟୀଙ୍କ ପ୍ରତିମୂର୍ତ୍ତୀ ନିକଟରୁ ମୃତ୍ତିକା ସଂଗ୍ରହ

ଫୁଲବାଣୀ : ଭୁବନେଶ୍ବରରେ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ସ୍ବାଧୀନତାର ଉଲ୍ଲାସ ବୃକ୍ଷ ଚାରା ରୋପଣ ନିମନ୍ତେ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ମୃତ୍ତିକା ଜଳ ସଂଗ୍ରହ କରାଯାଉଛି। ମହାତ୍ମାଗାନ୍ଧୀ ଯେଉଁ ଯେଉଁ ସ୍ଥାନକୁ ଯାଇଥିଲେ ସେହି ସ୍ଥାନରୁ ଏହି ପବିତ୍ର ମୃତ୍ତିକା ଓ ଜଳ…

ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ

ଦାରିଙ୍ଗବାଡ଼ି,୨୯/୯, ଦାରିଙ୍ଗବାଡ଼ି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମରେ ଅବସର ପ୍ରାପ୍ତ ଶିକ୍ଷକ ଅନନ୍ତ ବିଷୋୟୀ ଏବଂ କାର୍ଯ୍ୟରତ ଶିକ୍ଷକ ଅନୁରଂଜନ ମନ୍ତ୍ରୀ ସାଧନ କର୍ମୀ ଭାବେ ଯୋଗଦେଇ ଥିଲେ । ଉକ୍ତ ତାଲିମ…

କେନାଲକୁ ଗାଧୋଇବାକୁ ଯାଇ ଫେରି ନାହାନ୍ତି ବୃଦ୍ଧ , ଭାସି ଯାଇଥିବା ସନ୍ଦେହ

ବୁଗୁଡ଼ା : ବୁଗୁଡ଼ା ଥାନା ବିରଞ୍ଚିପୁର ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁ ନିକଟରେ ଥିବା ବାଘୁଆ କେନାଲରେ ଜଣେ ବୃଦ୍ଧ ଭାସି ଯାଇଥିବା ସନ୍ଧେହରେ ବୁଗୁଡ଼ା ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଥିବା ଜଣା ପଡିଛି l ସୂଚନା ପ୍ରକାରେ, ରାମଚନ୍ଦ୍ରପୁର…