Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
କନ୍ଧମାଳ ଦଙ୍ଗା ଘଟଣାରେ ପ୍ରମାଣ ଅଭାବରୁ ୩୨ଜଣ ନିର୍ଦୋଷ ରେ ଖଲାସ
ବାଲିଗୁଡା// ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା ଆଶ୍ରମରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ଙ୍କ ସମେତ ଚାରି ଜଣ ସହଯୋଗୀ ଅଜଣା ଆତତାୟୀ ଙ୍କ ଗୁଳିରେ ନିହତ ହୋଇଥିଲେ l ଏହାକୁ ନେଇ ପରବର୍ତ୍ତୀ ସମୟରେ ସମଗ୍ର କନ୍ଧମାଳ ରେ ଦଙ୍ଗା ଭଳି!-->…
ବର୍ଷା ପବନରେ ଗଛ ଭାଙ୍ଗି ଭ୍ରମରବାଡ଼ି ପଞ୍ଚାୟତ ରାସ୍ତା ଅବରୋଧ
ଦାରିଙ୍ଗବାଡ଼ି,୩/୬ : ଦାରିଙ୍ଗବାଡ଼ି ବ୍ଳକ ଭ୍ରମରବାଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାସକୁଆ ଓ ବ୍ରାହାସାଲକା ଗ୍ରାମରେ ଆଜି ବର୍ଷା ପବନରେ ଗଛ ଭାଙ୍ଗି ଭ୍ରମରବାଡ଼ି ପଞ୍ଚାୟତ ରାସ୍ତା ଅବରୋଧ ହୋଇଥିବା ଦେଖିବାକୁ ମିଳିଛି । ଏହା ଫଳରେ ଭ୍ରମରବାଡ଼ି ପଞ୍ଚାୟତର ଅନେକ ଗ୍ରାମକୁ ଗମନାଗମନ!-->…
ପ୍ରଧାନମନ୍ତ୍ରୀଙ୍କ ସୁଶାସନ ଓ ଗରିବ କଲ୍ୟାଣ ଯୋଜନାକୁ ନେଇ ସେବା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ
କର୍ଲାମୁଣ୍ଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଠ ବର୍ଷ ପୂର୍ତ୍ତି ଅବସରରେ ସେବା, ସୁଶାସନ ଓ ଗରିବ କଲ୍ୟାଣ କାର୍ଯ୍ୟକ୍ରମକୁ ବୁଥ ସ୍ତରରେ ବ୍ୟାପକ କରିବା ପାଇଁ ଯୋରାଡବରା ମଣ୍ଡଳ ସଭାପତି ଦଶରଥ ସାହୁଙ୍କ ନେତୃତ୍ବରେ ଖଲିଆପାଲି ଶୈବ ପିଠ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ!-->…
ଖଇରପୁଟରେ BSF ତରଫରୁ ସଚେତନତା ଶିବିର ଓ ଭଲିବଲ ମ୍ୟାଚ ଅନୁଷ୍ଠିତ
ମାଲକାନଗିରି : ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡ଼ଘଟ ପଞ୍ଚାୟତ ର ଆଦର୍ଶ ବିଦ୍ୟାଳୟ ଠାରେ bsf 151 ବାଟାଲିୟନ f coy ଖଇରପୁଟ ଦ୍ଵାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇ ଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଆଦର୍ଶ ବିଦ୍ୟାଳୟର ପ୍ରିନ୍ସପାଲ ଶ୍ରୀ ରଞ୍ଜିତ ନାୟକ ଙ୍କ ସମେତ ୧୦ ଜଣ!-->…
ଜାଗୃତି ପକ୍ଷରୁ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇଁ ସଚେତନ କର୍ମଶାଳା
ଦାରିଙ୍ଗବାଡ଼ି, (୦୩/୦୬) : ଦାରିଙ୍ଗବାଡି ସ୍ଥିତ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ "ଜାଗୃତି" ପକ୍ଷରୁ ନୂତନ ପଞ୍ଚାୟତ ପ୍ରତିନିଧିଙ୍କୁ ନେଇ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ରହିଥିବା ସ୍ୱାସ୍ଥ୍ୟ ତଥା ସାମାଜିକ ସମସ୍ୟାକୁ ଉପରେ ଏକ ଆଲୋଚନା ଚକ୍ର ଗୁରୁବାର ଦିନ ଜାଗୃତି ପରିସରରେ!-->!-->!-->…
ହିଞ୍ଜିଳିକାଟୁ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ତରଫରୁ ଵିଶ୍ବ ସାଇକେଲ ଦିବସ ପାଳନ
ହିଞ୍ଜିଳିକାଟୁ (୩।୬) : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ସରକାରୀ ଵୃନ୍ଦାବନ ବିଦ୍ୟାଳୟ ଭାରତ ସ୍କାଉଟ ଓ ଗାଇଡ ତରଫରୁ ଶୁକ୍ରବାର ବିଶ୍ବ ସାଇକେଲ ଦିବସ ପାଳନ ହୋଇଯାଇଛି। ଵିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିଲତା ମୁନୀ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍କାଉଟ!-->…
ସ୍କୁଲ ରୂପାନ୍ତରଣର ଦ୍ବିତୀୟ ପର୍ଯ୍ୟାୟର ଦ୍ବିତୀୟ ଦିନରେ ୫ଟି ଜିଲ୍ଲାର ୫୩୧ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ
ପିଲାଙ୍କ ବ୍ୟକ୍ତିତ୍ବର ବିକଶରେ ସହାୟକ ହୋଇଛି ସ୍କୁଲ ରୂପାନ୍ତର, ସ୍କୁଲ ଜୀବନ ଶ୍ରେଷ୍ଠ ସମୟ. ଏହାର ସଠିକ ଉପଯୋଗ କରି ଉଜ୍ୱଳ ଭବିଷ୍ୟତ ଗଠନ ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ
ବ୍ରହ୍ମପୁର : ସ୍କୁଲ ରୂପାନ୍ତର କେବଳ ବିଦ୍ୟାଳୟର ଭୌତିକ ରୂପରେ ପରିବର୍ତ୍ତନ!-->!-->!-->!-->!-->…
କୁଆଁରି ଟେଣ୍ଡର ମାମଲାରେ ଫିକ୍ସିଂ ସନ୍ଦେହ ଅଭିଯୋଗ : ପ୍ରଶାସନ ନିରବ ଦ୍ରଷ୍ଟା…
ମାଲକାନଗିରି ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ମାଲକାନଗିରି : ମାଲକାନଗିରି ତହସିଲରେ ପୁଣି ପଥର କୁଆଁରୀ ଟେଣ୍ଡରକୁ ନେଇ ସନ୍ଦେହ ପ୍ରକାଶ ପାଇଛି l ଗନ୍ଦୀପାଲି ସ୍ଥିତ ପଥର କୁଆଁରୀର ଟେଣ୍ଡର ନିମନ୍ତେ ଗତ ଏପ୍ରିଲରେ ବିଜ୍ଞାପନ ବାହାରି ଥିଲା l ଏଥିପାଇଁ ଚାରିଜଣ ଆବେଦନ କରିଥିବା ବେଳେ!-->!-->!-->…
ଅଚଳାବସ୍ଥା ରେ ସୋଲାର ପାଣି ଟାଙ୍କି : ପ୍ରଶାସନ ନିରବ…
ମାଲକାନଗିରି :, ମାଲକାନଗିରି ବ୍ଲକ ଅନ୍ତର୍ଗତ ତଣ୍ଡିକି ତପଂଚାୟତ ର ଧାଙ୍ଗଡାବାଟା ଗ୍ରାମର ୩୦ରୁ ଊର୍ଦ୍ଧ୍ଵ ଆଦିବାସୀ ପରିବାର ଅଛନ୍ତି।ଗ୍ରାମରେ ୩ଟି ନଳକୂପ ଥିଲେ ମଧ୍ୟ ଖରାଦିନେ ସେଥିରେ ପାଣି ବାହାର ହେଉନାହିଁ ସେଥି ପାଇଁ ସରକାର ଏକ ସୋଲାର ପଏଣ୍ଟ ବସାଇଥିଲେ ମାତ୍ର ତାହା ଆଜକୁ ଏକ ବର୍ଷ!-->…
ବିଶ୍ୱ ବାଇସାଇକେଲ ଦିବସ ପାଳିତ…
ଫୁଲବାଣୀ ଜିଲ୍ଲା ପ୍ରତିନିଧି // ନିସର୍ତ୍ତ
ଫୁଲବାଣୀ:- ଫୁଲବାଣୀ ସହରର ସ୍ଥାନୀୟ ମାଦିକୁଂଦା ଛକ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି ।ଏ ନେଇ ଏକ ସାଇକେଲ ରାଲିର କାର୍ଯ୍ୟକ୍ରମ ହୋଇଥିଲା। ଅନୁଷ୍ଟିତ କାର୍ଯ୍ୟକ୍ରମକୁ ମୁଖ୍ୟ!-->!-->!-->…