Browsing Category

ଆଞ୍ଚଳିକ

ନୁଆପେଣ୍ଠ ବ୍ୟାଙ୍କରେଅବସର କାଳୀନ ସମ୍ବର୍ଦ୍ଧନା ସଭା

ପାତ୍ରପୁର : ପାତ୍ରପୁର ବ୍ଳକ ନୁଆପେଣ୍ଠ ସ୍ଥିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ମଙ୍ଗଳବାର ଅପରାହ୍ନରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ବ୍ୟାଙ୍କ ମ୍ୟାନେଜର ପ୍ରଦିପ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୟୁଜିବି ରେଜିଓନାଲ ମ୍ୟାନେଜର ଅଜୟ କୁମାର…

ହିଞ୍ଜିଳିକାଟୁ ମଡେଲ ଦେଖିଲେ ୩୮ ଭାରତୀୟ ପ୍ରଶାସନିକ ସେବା ପ୍ରୋବେସନାଲ ଅଧିକାରୀ

ହିଞ୍ଜିଳିକାଟୁ (୩୧।୫) : ଭାରତୀୟ ପ୍ରଶାସନିକ ସେବା ଏବଂ ରୟାଲ ଭୁଟାନ୍ ସିଭିଲ ସର୍ଭିସ୍ ର ୨୦୨୧ ବ୍ୟାଚ ର ୩୮ ଜଣ ଅଧିକାରୀ ୩ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସି ଆଜି ୨ୟ ଦିନ ରେ ହିଞ୍ଜିଳିକାଟୁ ବ୍ଲକ୍ ଓ ପୌରାଞ୍ଚଳରେ ବିକାଶ ର ମଡେଲ ଦେଖିଛନ୍ତି। ମସୌରୀ ଠାରେ ଥିବା ଲାଲ୍ ବାହାଦୂର…

ଦୁଇବର୍ଷର ବ୍ୟବଧାନରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

ଦାରିଙ୍ଗବାଡି,(୩୧/୫) : କରୋନା ମହମାରିରୁ ଦୀର୍ଘ ଦୁଇ ବର୍ଷର ବ୍ୟବଧାନ ପରେ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟଳୟରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଡାକ୍ତର ବୃନ୍ଦା ଡି, ଏସପି…

ବାଣିଜ୍ୟ ବିଭାଗ ତରଫରୁ ବିଦାୟ ସମ୍ବୋଧନ ଉତ୍ସବ ପାଳିତ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ତରଫରୁ ଯୁକ୍ତତିନି ଛାତ୍ର ଛାତ୍ରୀ ଓ ଯୁକ୍ତ ଦୁଇ ଶେଷ ବର୍ଷ ଛାତ୍ର ଛାତ୍ରୀ କୁ ଏକ ଆଡମ୍ବର ପୂର୍ଣ୍ଣ ବିଦାୟ ସଭା ମୁଖ୍ୟ ଡ୍ର. ରଞ୍ଜନ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଅଧ୍ୟକ୍ଷ ଅଶୋକ କୁମାର…

ସିକପାଟା ଗ୍ରାମରେ “ମା” କୁମାରୀମାରିଆଙ୍କ ସାକ୍ଷାତକାର ପର୍ବ ପାଳନ

ଦାରିଙ୍ଗବାଡ଼ି, ୩୧/୫, ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ ଅନ୍ତର୍ଗତ ସିକପାଟା ଗ୍ରାମଠାରେ ମଙ୍ଗଳବାର ଦିନ କ୍ୟାଥଲିକ ଖ୍ରୀଷ୍ଟୀୟ ବିଶ୍ୱାସୀଙ୍କ କୁମାରୀ ମାରିଆଙ୍କ ସାକ୍ଷାତକାର ପର୍ବପାଳନ ହୋଇଯାଇଛି। ବହୁ ବର୍ଷ ଧରି ଏହିଦିନ ଟିକୁ ଗ୍ରାମ୍ୟ ପର୍ବ ଭାବେ ଉକ୍ତ ଗ୍ରାମବାସୀ ପାଳନ…

ନବରଙ୍ଗପୁରରେ ବିପର୍ଯ୍ୟସ୍ତ ବିଦ୍ୟୁତ୍ ସେବା: ବିଦ୍ୟୁତ୍ କାର୍ଯ୍ୟାଳୟ ଘେରିଲେ ଆଇନଜୀବୀ ସଂଘ, ଜିଲ୍ଲା ବଣିକ ସଂଘ ଓ…

ନବରଙ୍ଗପୁର : ନବରଙ୍ଗପୁର ଟାଟା ପାୱାର କମ୍ପାନୀ ବିଦ୍ୟୁତ୍ ବିତରଣ ପରିଚାଳନା ନେବାପରେ ଜିଲ୍ଲା ରେ ବିଦ୍ୟୁତ୍ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ଦିନକୁ ଚାରି ରୁ ପାଞ୍ଚ ଘଣ୍ଟା ଅଘୋଷିତ ବିଦ୍ୟୁତ୍ କାଟ ହେଉଛି। ବର୍ଷା ପବନ କିଛି ନହେଲେ ମଧ୍ୟ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ କାଟ ହେଉଛି।…

ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ହିଞ୍ଜିଳିକାଟୁ(୩୧।୫) ହିଞ୍ଜିଳିକାଟୁ ମିନିଷ୍ଟାଡିୟମ ପରିଷରରେ କ୍ରୀଡ଼ା ପ୍ରତିଭା ଅନ୍ଵେଷଣ ଆରମ୍ଭ ହୋଇ ଯାଇଛି । ଏହି କ୍ରୀଡ଼ାରେ ୬ଟ୍ଟି ବ୍ଳକ ଗ୍ରାମାଞ୍ଚଳ ଓ ମ୍ୟୁନିସିପାଲିଟି ଅଞ୍ଚଳର ଖେଳାଳି ମାନେ ଯୋଗ ଦେଇଥିଲେ । ଏଥିରେ ୧୦୧ ଜଣ ବାଳକ ଓ ୨୧ ଜଣ ବାଳିକା ଖେଳାଳି ମୋଟ ୧୨୨ ଜଣ…

ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରାଜସ୍ୱ ଅଧିକାରୀଙ୍କ ଚାକିରିରୁ ଅବସର କାଳୀନ ସମ୍ବର୍ଦ୍ଧନା ସଭା

ନବରଙ୍ଗପୁର(୩୧/୦୫) : ନବରଙ୍ଗପୁର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସମସ୍ତ ପଦାଧିକାରୀ ଏବଂ କର୍ମଚାରୀଙ୍କ ତରଫରୁ ସହାୟକ ଜିଲ୍ଲାପାଳ ଶ୍ରୀମତୀ ହେମଲତା ମାଝି ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗର ସେକ୍ସନ ଅଫିସର ଭଗବାନ ପାଣିଗ୍ରାହୀ ଙ୍କୁ ସରକାରୀ ସେବା କାର୍ଯ୍ୟରୁ ଅବସର କାଳୀନ…

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ତମାଖୁ ଦିବସ ପାଳିତ

ନବରଙ୍ଗପୁର : ଯୁବ ରେଡକ୍ରସ୍ ଓ ଜାତୀୟ ସେବା ଯୋଜନା ଆନୁକୁଲ୍ୟରେ ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ବିଶ୍ଵ ତମାଖୁ ବର୍ଜନ ଦିବସ 2022 ପାଳିତ ହୋଇ ଯାଇଛି। ଏଥିରେ ମୂଖ୍ୟ ଅତିଥି ଭାବେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଡ ଶଙ୍କର ଲାଲ୍ ଜୈନ ଯୋଗ ଦେଇ ତମାଖୁ ର ଅପକରିତା ବିଷୟରେ…

ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ…

ଛତ୍ରପୁର : .୩୧.୦୫.୨୦୨୨ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଜଉଗଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣୀ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି  । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜିର ଏହି ଅଭିଯୋଗ ଶୁଣାଣୀରେ ସମୁଦାୟ ୬୫ ଗୋଟି ଆବେଦନର ଶୁଣାଣୀ କରିଥିଲେ  ।…