Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଦାରିଙ୍ଗବାଡ଼ି ବଜାର ମୋବାଇଲ ଦୋକାନ ସର୍ଟସର୍କିଟରେ ନିଆଁ ଲାଗିଲା
ଦାରିଙ୍ଗବାଡ଼ି ( ୦୨/୦୩) : କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ସ୍ଥିତ ତିନିଛକରେ ରହିଥିବା ପତି ମୋବାଇଲ ଦୋକାନରେ କୌଣସି କାରଣରୁ ସର୍ଟସର୍କିଟରେ ଦୋକାନରେ ନିଆଁଲାଗିଥିଲା । ମହାଶିବରାତ୍ରି ମହାଦୀପ ଦର୍ଶନ କରି ଶ୍ରଦ୍ଧାଳୁ ଘରକୁ ଫେରିବା ସମୟ ପାଖାପାଖି ଦୁଇ ଘଣ୍ଟା ସମୟରେ ଦୋକାନ!-->!-->!-->…
କନ୍ଧମାଳ ଜିଲ୍ଲାରୁ ଫାଇଲେରିଆ ନିରାକରଣ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ଔଷଧ ସେବନ…
ଫୁଲବାଣୀ : ମ୍ୟାଲେରିଆ ପରି ଫାଇଲେରିଆ ମଧ୍ୟଏକ ମଶାବାହିତ ରୋଗ। ଏହି ରୋଗ ଏକ କ୍ଷୁଦ୍ର ପରଜୀବୀ କୀଟାଣୁର ସଂକ୍ରମଣ ଯୋଗୁଁ ହୋଇଥାଏ । ମାଈ କ୍ୟୁଲେକ୍ସ ମଶା କାମୁଡ଼ିବା ଦ୍ଵାରା ଏହି କୀଟାଣୁ ଜଣଙ୍କ ଦେହରୁ ଅନ୍ୟ ଜଣଙ୍କୁ ସଂକ୍ରମଣ ହୋଇଥାଏ । ଫାଇଲେରିଆ ହେଲେ ଗୋଡ଼, ହାତ ଫୁଲିଯାଏ ।!-->!-->!-->…
ବି – ଟେକ୍ ଇଞ୍ଜିନିୟର ପିଙ୍କି ହେଲେ ପଥରା ସରପଂଚ
ଖଲ୍ଲିକୋଟ (୨/୩) : ପଂଚାୟତ ନିର୍ବାଚନ ରେ ରାଜ୍ୟ ର ମହିଳା ମାନଙ୍କୁ ଗ୍ରାମାଞ୍ଚଳ ବିକାଶ ରେ ସାମିଲ କରି ସରକାରଙ୍କ ବିଭିନ୍ନ ଉନ୍ନୟନ ଯୋଜନା ଗୁଡିକୁ ଲୋକଙ୍କ ନିକଟରେ ପହଂଚାଇବା ଓ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ନିର୍ବାଚନ ସେମାନଙ୍କ ପାଇଁ ୫୦ ଭାଗ ସ୍ଥାନ ସଂରକ୍ଷଣ କରିବା ପାଇଁ!-->…
ବାଇକ ଦୁର୍ଘଟଣା : ଯୁବକ ଗୁରୁତର
ଦାରିଙ୍ଗବାଡ଼ି (୨/୩) : ବାଇକ ଦୁର୍ଘଟଣା ଘଟି ଯୁବକ ଗୁରୁତର । ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଡବେରୀ ଗ୍ରାମ ନିକଟ ବୁଲାଣିରେ । ଗୁରୁତର ଜଣକ ହେଲେ ସିଆଙ୍ଗବାଲି ପଞ୍ଚାୟତ ଅନ୍ତର୍ଗତ କାଜୁରୀବାଦେରି ଗ୍ରାମର ଆଲୋକ ପ୍ରଧାନ(୨୫) । ଆଲୋକ ବାଇକ ଯୋଗେ ନିଜ ଗାଁ କୁ ଯିବା ସମୟରେ!-->!-->!-->…
ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ :୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଜଳିପୋଡ଼ି ପାଉଁଶ…
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିରେ ଅଘଟଣ । ସର୍ଟ ସର୍କିଟ ଯୋଗୁଁ ଜଳିଗଲା ମୋବାଇଲ ଦୋକାନ । ପାଞ୍ଚ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ମୂଲ୍ୟର ସାମଗ୍ରୀ ଜଳିପୋଡ଼ି ପାଉଁଶ ହୋଇଯାଇଥିବା ଜଣାପଡିଛି । ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ତିନିଛକ ନିକଟରେ!-->…
ସୁଡୁକୁମ୍ପା ପଞ୍ଚାୟତର ସର୍ବାଙ୍ଗୀନ ବିକାଶରେ ମୋର ପ୍ରମୂଖ ଭୂମିକା ରହିବ :ବୈଦ୍ୟନାଥ ବେହେରା…
ଫୁଲବାଣୀ:- ବଢୁଛି ଦିନକୁ ଦିନ ରାଜନୀତିର ଚାହିଦା ଦୁର୍ନୀତିଗ୍ରସ୍ତ ଓ ସ୍ୱାର୍ଥପର ତଥା ଟାଉଟର,ଠକାମୀ ମାନଙ୍କୁ ପ୍ରତିହତ କାରିବାକୁ ପଞ୍ଚାୟତ ନିର୍ବାଚନରେ ଏଥର ପ୍ରତିଦ୍ୱନ୍ଦିତା କରି ଆସନ ଅଳଙ୍କୃତ କରିଛନ୍ତି ସମାଜସେବକ ତଥା ଗଣମାଧ୍ୟମ ପ୍ରତିନିଧି।ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ!-->!-->!-->…
କୋରାପୁଟ ଗସ୍ତରେ BSF ଆଇଜି…
କୋରାପୁଟ: ବିଏସଏଫ ଆଇଜି ସତୀଶ ଚନ୍ଦ୍ର ବୁଡାକୋଟି ଆଜି ନାରାୟଣପାଟଣା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ନାରାୟଣପାଟଣା ବ୍ଲକ ଅନ୍ତର୍ଗତ ପୋଡାପଦର, ତେନ୍ତୁଳିପଦର ଏବଂ ପାଲୁରରେ ଥିବା ବିଏସଏଫ ଶିବିର ପରିଦର୍ଶନ କରି ସାମ୍ପ୍ରତିକ ସୁରକ୍ଷାର ସ୍ଥିତି ସମ୍ପର୍କରେ!-->!-->!-->…
ଓମ ପ୍ରକାଶ ମିଶ୍ର ଜାତୀୟ ICT ଶିକ୍ଷକ ପୁରସ୍କାରରେ ସମ୍ମାନିତ…
କୋରାପୁଟ: ଜୟପୁରର ସୁନାମଧନ୍ୟ ବିଜ୍ଞାନ ଶିକ୍ଷକ ଓମ ପ୍ରକାଶ ମିଶ୍ର NCERT ଦ୍ବାରା ଜାତୀୟ ICT ଶିକ୍ଷକ ପୁରଷ୍କାର ରେ ସମ୍ମାନିତ ହୋଇଛନ୍ତି । ଦିଲ୍ଲୀରେ ଆୟୋଜିତ ଏକ ଉତ୍ସବରେ ଓମ ପ୍ରକାଶଙ୍କୁ ଏହି ସମ୍ମାନ ମିଳିଛି । ଏହି ସମ୍ମାନ ବିଜ୍ଞାନ କ୍ଷେତ୍ରରେ ଆହୁରି ଅଧିକ କାର୍ଯ୍ୟ କରିବାର!-->!-->!-->…
ବସନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ
ସୁନ୍ଦରଗଡ଼ - ୦୧/୦୩ : ଆଜି ସ୍ଥାନୀୟ ମାଦ୍ରୀ କାଲୋ ଭବନ ପରିସରରେ ସୁନ୍ଦରଗଡ଼ ତଥା ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ " ନବଜୀବନ" ଆନୁକୁଲ୍ୟରେ ବସନ୍ତ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶଯୋଗ୍ୟ ଯେ ନବଜୀବନ ଆନୁକୁଲ୍ୟରେ ପ୍ରତି ବର୍ଷ ଏହି ସୁନାମଧନ୍ୟ ବସନ୍ତ!-->…
ଖଲ୍ଲିକୋଟରେ ଜାଗରଯାତ୍ରା, ସବୁ ଶୈବପୀଠରେ ଭକ୍ତଙ୍କ ଭିଡ
ଖଲ୍ଲିକୋଟ (୧/୩) : ପବିତ୍ର ଜାଗରଯାତ୍ରା ଅବସରରେ ଖଲ୍ଲିକୋଟ ଅଂଚଳର ବିଭିନ୍ନ ଶୈବ ପୀଠ ମାନଙ୍କରେ ଶିବ ଭକ୍ତ ମାନଙ୍କ ପ୍ରବଳ ଭିଡ ଅନୁଭୂତ ହୋଇଥିବା ଦେଖିବାକୁ ମିଳିଥିଲା l ଖଲ୍ଲିକୋଟ ର ବରାଳ ବାଲୁକେଶ୍ଵର ,ବାବା ଅମରେଶ୍ବର ,ଓ ନିର୍ମଳଝର ଠାରେ ଥିବା ବିଜେ ନୀଳକଣ୍ଠେଶ୍ଵର ଓ ପ୍ରସିଦ୍ଧ!-->…