Browsing Category

ଆଞ୍ଚଳିକ

ଚାଇଲ୍ଡ ଲାଇନ୍ ତରଫରୁ ଖୋଲାମଞ୍ଚ କାର୍ଯ୍ୟକ୍ରମ

ଫୁଲବାଣୀ : ଚାଇଲ୍ଡଲାଇନ୍ ତରଫରୁ ଫୁଲବାଣୀ ମ୍ୟୁନିସିପାଲିଟି ଅନ୍ତର୍ଗତ ପିଅନପଡାସ୍ଥିତ ବାପୁଜିପଲ୍ଲୀ ମିଶନଶକ୍ତି ସଭାଗୃହଠାରେ ଖୋଲାମଞ୍ଚ କାର୍ଯ୍ୟାକ୍ରମ ଅନୁଷ୍ଠିତ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନଓ୍ବାଡି ପରିଦର୍ଶିକା ଶ୍ରୀମତୀ ସନ୍ଧ୍ୟାରାଣୀ ପଣ୍ଡା,ପୂର୍ବତନ…

ଲାବନ୍ୟା ଆତ୍ମହତ୍ୟା ଘଟଣା ନେଇ ଏବିଭିପିର ବିକ୍ଷୋଭ ପ୍ରଦର୍ଶନ

ଫୁଲବାଣୀ : ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ କନ୍ଧମାଳ ଜିଲ୍ଲା ତରଫରୁ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡାଙ୍କ ନେତୃତ୍ୱରେ ତାମିଲନାଡୁର ତାଞ୍ଜାବୁର ଠାରେ ଘଟିଥିବା ଛାତ୍ରୀ ଲାବନ୍ୟା ଆତ୍ମହତ୍ୟା ଘଟଣାରେ ଲାବନ୍ୟାକୁ ନ୍ୟାୟ ଦେବା ପାଇଁ ଏବଂ ଗିରଫ କରାଯାଇଥିବା ରାଷ୍ଟ୍ରୀୟ ସାଧାରଣ…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ତୁମୁଡିବନ୍ଧ ଓ କୋଟଗଡ଼ରେ ଶାନ୍ତିପୂର୍ଣ୍ଣ ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ବାଲିଗୁଡା : ଶୁକ୍ରବାର କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ ଦୁଇଟି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ତୁମୁଡିବନ୍ଧରେ ୭୬.୨୨ ପ୍ରତିଶତ ମତଦାନ ହୋଇଥିବା ବେଳେ କୋଟଗଡ ରେ ୮୨.୬୯ ପ୍ରତିଶତ ମତଦାନ ହୋଇଥିଲା l ସକାଳୁ ସକାଳୁ…

ଦାରିଙ୍ଗବାଡ଼ି ପଞ୍ଚାୟତର ୭ଜଣ ସରପଞ୍ଚ ପ୍ରାର୍ଥୀଙ୍କ ଭିତରେ କଡ଼ା ଟକ୍କର

ଦାରିଙ୍ଗବାଡ଼ି (୧୮/୦୨) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦାରିଙ୍ଗବାଡ଼ି ଗ୍ରାମ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ସାତଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ଉକ୍ତ ପଞ୍ଚାୟତରେ ଥିବା ୨୨ଟି ୱାର୍ଡ ରେ ୬୭୧୪ ଜଣ ଭୋଟର ରହିଛନ୍ତି । ସାତଜଣ ପ୍ରାର୍ଥୀ ଜିଏଯାହାର ନିଜସ୍ଵ…

ଦାନପୁର ପାଲଟିଛି ରାଜନୈତିକ ରଣାଙ୍ଗନ

ଖଲ୍ଲିକୋଟ (୧୮/୦୨) : ପଂଚାୟତ ନିର୍ବାଚନ ମାତ୍ର ୪ ଦିନ ବାକି ଥିବା ବେଳେ ଖଲ୍ଲିକୋଟ ବ୍ଲକର ସମସ୍ତ ପଂଚାୟତ ରଙ୍ଗ ବେରଂଗ ବ୍ୟାନର ସାଙ୍ଗକୁ ଡ଼ିଜେ ପ୍ରଚାର ରେ ଫାଟି ପଡୁଥିବା ବେଳେ ଦାନପୁର ପଂଚାୟତ ଉପରେ ସମସ୍ତ ବ୍ଲକ ରାଜନୀତି ଦୃଷ୍ଟି ନିବଦ୍ଧ ହୋଇଥିବା ବେଳେ ବର୍ତମାନ ଅସନ୍ତୁଷ୍ଟ ଓ ମୂଳ…

ବଢି ନୂଆପାଲ୍ଲୀ ପଂଚାୟତରେ ବିଜେପିର ମେଗା ରାଲି

ଖଲ୍ଲିକୋଟ (୧୮/୦୨) : ଖଲ୍ଲିକୋଟ ବ୍ଲକରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ବାଜା ବଜାନା ଓ ମୋଟର ସାଇକେଲ ରାଲି ସାଙ୍ଗକୁ ଡ଼ିଜେ ଶବ୍ଦରେ ଗ୍ରାମାଞ୍ଚଳ ଦୁଲୁକୁ ଥିବା ବେଳେ ଶୁକ୍ରବାର ଦିନ ଖଲ୍ଲିକୋଟ ବ୍ଲକର ବଢି ନୂଆପାଲ୍ଲୀ…

ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣାଗ୍ରସ୍ତ : ଚାରି କଲେଜ ଛାତ୍ରୀ ଗୁରୁତର

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୀତାପଡ଼ି ନିକଟ ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ସ୍କୁଟି ଦୁର୍ଘଟଣା ଗ୍ରସ୍ତ । ଦୁର୍ଘଟଣାରେ ସ୍କୁଟିରେ ବସିଥିବା ଚାରିଜଣ କଲେଜ ଛାତ୍ରୀ ଗୁରୁତର ‌ହୋଇଥିବା ଜଣାପଡ଼ିଛି । ସମସ୍ତ ଛାତ୍ରୀ ବାଲିଗୁଡ଼ା ଆଦିବାସୀ ମହାବିଦ୍ୟାଳୟର ଛାତ୍ରୀ…

ଭିଜିଲାନ୍ସ ଜାଲରେ ସୁନାବେଡା ମ୍ୟୁନିସିପାଲିଟି ଯନ୍ତ୍ରୀ

ସେମିଲିଗୁଡା କୋରାପୁଟ : କୋରାପୁଟ ଜିଲ୍ଲା ଭିଜିଲାନସ କବଳରେ ସୁନାବେଡା ପୌର ପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର । ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗ । ସହକାରୀ ଯନ୍ତ୍ରୀ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ବ ସମୟଧରି କୋରାପୁଟ ପରେ ସୁନାବେଡା ପୌର ପରିଷଦର କାମ…

ଚାଲିଛି ଗଣତନ୍ତ୍ରର ମହାପର୍ବ, ଶାନ୍ତିଶୃଙ୍ଖଳାରେ ଭୋଟ ଦେଉଛନ୍ତି କୋଟିଆବାସୀ

କୋରାପୁଟ : ଭୋଟ ଦେଉଛି କୋଟିଆ । ଓଡିଶା-ଆନ୍ଧ୍ର ସୀମାନ୍ତ ବିବାଦୀୟ କୋଟିଆରେ ପଞ୍ଚାୟତରେ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଜାରି ରହିଛି । ସମସ୍ତ ଦ୍ବନ୍ଦକୁ ପଛରେ ପକାଇ ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତରେ ସୁରୁଖୁରୁରେ ଚାଲିଛି ଭୋଟିଂ । ସକାଳ 7ଟାରୁ ମତଦାନ ଆରମ୍ଭ…

କଂଗ୍ରେସ ଗଡ଼ରେ ବିଜେଡିର ବିଜୟୀ ଆଶା, ହେଲେ ବିଜେଡିର ପୂର୍ବ ପ୍ରତିଶ୍ରୁତି ବିଫଳ ଓ ଦଳବିରୋଧୀ ସାଜିଛି କଣ୍ଟା

ଦାରିଙ୍ଗବାଡ଼ି (୧୮/୦୨) ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ନିକଟ ହେଉଛି ନିର୍ବାଚନ ପ୍ରଚାର ସେତେ ଜୋରଦାର ବୃଦ୍ଧି ପାଉଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରାରମ୍ଭରୁ ଆଯଯାଏ ୨ ଟି ଜିଲାପରିଷଦ ପଦ କଂଗ୍ରେସ ହାତମୁଠାରେ ରହି ଆସିଛି।ବିଜେଡି ଏଥର କଂଗ୍ରେସ ଗଡ଼କୁ ଦଖଲ…