Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ସ୍ୱାଧୀନତା ର ୭୫ ବର୍ଷ ବିତି ଯାଇଥିଲେ ବି ବିକାଶର ବହୁ ଦୂରରେ ଜିଲ୍ଲାର ତିନୋଟି ଗାଁ : ନେତାଙ୍କ ମିଛ ପ୍ରତିଶୃତିରେ…
ନିର୍ବାଚନ ପ୍ରକ୍ରିୟାରେ ଭାଗ ନେବେନାହିଁ ବୋଲି ଚରମ ନିଷ୍ପତି...
ରାୟଗଡ଼ା :ତ୍ରୀସ୍ତରୀୟ ନିର୍ବାଚନ ପ୍ରଚାର ସରଗରମ ରହିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ମୁନିଗୁଡା, ବିଷମକଟକ ଏବଂ ଚନ୍ଦ୍ରପୁର ବ୍ଲକରେ ୧୬ରେ ହେବ ନିର୍ବାଚନ | ସମସ୍ତ ପ୍ରସ୍ତୁତି ସରିଲାଣି ନିର୍ବାଚନ ପାଇଁ | କିନ୍ତୁ!-->!-->!-->…
ରାୟଗଡ଼ା ପ୍ରେସ୍ ୟୁନିୟନ୍ ଜିଲ୍ଲା ସାଖା ପକ୍ଷରୁ ମାତୃପିତୃ ପୂଜନ ଦିବସ ପାଳିତ…
୩୦ ଜଣ ଅନ୍ତେବାସୀଙ୍କୁ ପୋଷାକ ବଣ୍ଟନ...
ରାୟଗଡା: ରାୟଗଡ଼ା ଜିଲ୍ଲା ପ୍ରେସ୍ ୟୁନିୟନ ପକ୍ଷରୁ ଫେବୃଆରୀ ୧୪ତାରିଖରେ ମାତୃପିତୃ ପୂଜନ ଦିବସ ରାୟଗଡା ସହରର ହାଉସିଂବୋର୍ଡ କଲୋନୀ ସ୍ଥିତ ଶକ୍ତି ଅନୁଷ୍ଠାନର ବରିଷ୍ଠ ନାଗରିକ ଗୃହର ୨୫ଜଣ ଅନ୍ତେବାସୀଙ୍କ ମଧ୍ୟରେ ପାଳିତ କରାଯାଇଥିଲା । ଏହି!-->!-->!-->…
ଆଇନଜୀବୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
ନବରଙ୍ଗପୁର : ନବରଙ୍ଗପୁର ଅତିରିକ୍ତ ସରକାରୀ ଆଇନଜୀବୀ ରବୀନ୍ଦ୍ରନାଥ ବେବର୍ତ୍ତା ଙ୍କ ବିୟୋଗରେ ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜିଲ୍ଲା କୋର୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ଏହି ସଭାରେ ସମ୍ପାଦକ!-->!-->!-->…
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖରୁ ଅନୁଷ୍ଠିତ ହେବ
ଫୁଲବାଣୀ : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖ ରୁ ଅନୁଷ୍ଠିତ ହେବ l ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି l ଆସନ୍ତା ୧୬ତାରିଖରେ କନ୍ଧମାଳ!-->!-->!-->…
ଶହୀଦ ସ୍ମୃତିରେ ଟିମ ହ୍ୟୁମାନିଟି ପକ୍ଷରୁ ରକ୍ତଦାନ ଶିବିର ଓ କ୍ୟାଣ୍ଡେଲ ଶୋଭାଯାତ୍ରା
ଫୁଲବାଣୀ : ଫୁଲବାଣୀର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ଟିମ ହୁମାନୀଟି ପକ୍ଷରୁ ସ୍ଥାନୀୟ ରକ୍ତ ଭଣ୍ଡାର ଠାରେ ପୁଲଓମା ଆକ୍ରମଣ ର ୨ ବର୍ଷ ପୂର୍ତ୍ତି ଅବସରରେ ଦେଶର ସହିଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦେଶ୍ୟ ରେ ଗତ ବର୍ଷ ପରି ଏହି ବର୍ଷ ମଧ୍ୟ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା!-->!-->!-->…
ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଚୁଡ଼ାନ୍ତ ପ୍ରସ୍ତୁତି…
ହିଞ୍ଜିଳିକାଟୁ : ଆସନ୍ତା ୧୬ ତାରିଖ ଠାରୁ ରାଜ୍ୟର ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବୁଧବାର ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ!-->…
ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ, ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ
ବାଲିଗୁଡ଼ା : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖ ରୁ ଅନୁଷ୍ଠିତ ହେବ l ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟ ରେ ପହଞ୍ଚିଛି l ଆସନ୍ତା ୧୬ତାରିଖରେ କନ୍ଧମାଳ!-->…
ଜିଲ୍ଲାରେ ତ୍ରି ସ୍ତରୀୟ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସକାଶେ ସମସ୍ତ ପ୍ରକାର ପ୍ରସ୍ତୁତି ଶାନ୍ତି ଶୃଙ୍ଖଳାର ସହିତ ସମାପନ…
ଛତ୍ରପୁର (୧୪/୦୨) : ଗଞ୍ଜାମ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୧୬ ଫେବୃୟାରୀ ତାରିଖ ଦିନ ଶେରଗଡ, ହିଞ୍ଜିଳିକାଟୁ, କୁକୁଡାଖଣ୍ଡି, ଦିଗପହଣ୍ଡି ଏବଂ ପୋଲସରାର ଭୋଟଦାତାଗଣ ସକାଳ ୭ଘ. ଠାରୁ ଦିବା ୧ଘ.ମଧ୍ୟରେ ସେମାନଙ୍କର ବହୁମୂଲ୍ୟ ଭୋଟ୍!-->!-->!-->…
୧୬ରୁ ପଞ୍ଚାୟତ ନିର୍ବାଚନ, ମାଓ ପୋଷ୍ଟର-ବ୍ୟାନର ନିକଟକୁ ନ ଯିବାକୁ SPଙ୍କ ଅନୁରୋଧ
କୋରାପୁଟ : ଆସନ୍ତା ୧୬ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ନିର୍ବାଚନ ସମ୍ପର୍କରେ କିମ୍ବା ଅନ୍ୟ ଯେକୌଣସି ବାର୍ତ୍ତାକୁ ପ୍ରଚାର କରୁଥିବା ମାଓବାଦୀଙ୍କ ପୋଷ୍ଟର କିମ୍ବା ବ୍ୟାନର ପାଖକୁ ନଯିବା ପାଇଁ କୋରାପୁଟ ଜିଲ୍ଲା ଆରକ୍ଷୀ ଅଧିକ୍ଷକ!-->…
ଭୋଟ ଗଣତି ଅଧିକାରୀଙ୍କୁ ତାଲିମ ପ୍ରଦାନ
ଦାରିଙ୍ଗବାଡ଼ି, ୧୪/୦୨ : ତ୍ରିସ୍ତରୀୟ ନିର୍ବାଚନରେ ଦାରିଙ୍ଗବାଡ଼ି ବ୍ଲକର ୨୫ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ପଦବୀର ଭୋଟ ଗଣତି କରିବାନେଇ ଅଧିକାରୀଙ୍କୁ ତାଲିମ ପ୍ରଦାନ କାର୍ଯ୍ୟକ୍ରମ ବ୍ଳକ ସଭାଗୃହରେ ଅନୁଷ୍ଠିତ ହୋଇଛି । ଏଥିପାଇଁ ୨୫ଟି ଦଳ ଗଠନ କରାଯାଇ ପ୍ରତି ଦଳରେ ଜଣେ ସୁପରଭାଇଜର!-->!-->!-->…