Browsing Category

ଆଞ୍ଚଳିକ

ହିଞ୍ଜିଳି : ପୋଲିସ ପ୍ରଶାସନ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି…

ହିଞ୍ଜିଳିକାଟୁ : ଫେବୃୟାରୀ ୧୬ ତାରିଖରୁ ରାଜ୍ୟରେ ୫ଟି ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକରେ ଫେବୃୟାରୀ ୧୬ ତାରିଖ ଦିନ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ…

ପୌର ନିର୍ବାଚନ ଚୁଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପରେ ଆରମ୍ଭ ହେଲାଣି ରାଜନୈତିକ ପଷାଖେଳ…

ହିଂଜିଳିକାଟୁ : ତ୍ରି ସ୍ତରିୟ ପଚାଂୟତ ନିର୍ଵାଚନ ଆସନ୍ତା ୧୬ ରିଖରେ ହେବାକୁ ଥିବାବେଳେ ପ୍ରକାଶ ପାଇଛି ପୌର ନିର୍ବାଚନ ସକାଶେ ଚୁଡ଼ାନ୍ତ ସଂରକ୍ଷଣ ତାଲିକା । ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀର ପ୍ରାଣକେନ୍ଦ୍ର ତଥା ଏକମାତ୍ର ପୌର ପରିଷଦ ହିଂଜିଳିକାଟୁ ୨୧ଟି ୱାର୍ଡ଼କୁ ନେଇ ଗଠିତ…

କୋଭିଡ କଟକଣା ମଧ୍ୟରେ ଧର୍ମାନୁଷ୍ଠାନ ଖୋଲିବାକୁ ଅନୁମତି : ଗଞ୍ଜାମ ଜିଲ୍ଲା ପ୍ରଶାସନ…

ଛତ୍ରପୁର : କୋଭିଡ ଲହର ଯୋଗୁଁ ନୂଆ ପ୍ରକାର ଅମୀକ୍ରନ ଫଳରେ ଗଞ୍ଜାମ ଜିଲ୍ଲାରେ ଶତକଡ଼ା ୧୦ ପ୍ରତିଶତ ଲୋକ ସଂକ୍ରମିତ ହୋଇଛନ୍ତି। ଏହାକୁ ଆଧାର କରି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ କେତେକ ନିର୍ଦେଶବଳି ମଧ୍ୟରେ ଜିଲ୍ଲାର ଧର୍ମାଅନୁଷ୍ଠାନ ଖୋଲିବାକୁ ଅନୁମତି ଦେଇଛନ୍ତି। ରାଜ୍ୟ…

ମନ୍ଥର ଗତିରେ ଓ ଭାଗମାପ ରେ ଚାଲିଛି ଗୋଷ୍ଠୀ କେନ୍ଦ୍ର ଘର : ସରିବ କେବେ ଗ୍ରାମବାସୀ ଙ୍କ ପ୍ରଶ୍ନ…

ଫୁଲବାଣୀ:- ଗାଁରେ ଗୋଷ୍ଠୀ କେନ୍ଦ୍ର ଟିଏ ନିର୍ମାଣ ହେବ । ଗ୍ରାମବାସୀ ଭଲ ମନ୍ଦରେ ବସାଉଠା କରିବେ,ମିଟିଙ୍ଗ କରିବେ, ଆଉ ଭୋଜିଭାତ କରିବେ ବୋଲି ଭାବି ଥିଲେ । ଏଥିପାଇଁ ସେମାନେ ଫୁଲବାଣୀ ବିଧାୟକଙ୍କୁ ଅନୁରୋଧ କରିଥିଲେ। ବିଧାୟକ ବି ଅନୁରୋଧ ରକ୍ଷାକରି ୨୦୧୯-୨୦ ବର୍ଷରେ ହାତ ପାଣ୍ଠିରୁ…

ଦାରିଙ୍ଗବାଡି : ଟାଙ୍କି ଅଛି ପାଣି ନାହିଁ,ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ…

ଦିନରେ ଲଣ୍ଠନ ଦେଖାଉଛି ପ୍ରଶାସନ...! ଦାରିଙ୍ଗବାଡ଼ି,:, ବିରାଟ କାୟ ପାଣିଟାଙ୍କି ଅଛି ହେଲେ ପାଣି ନାହିଁ । ପାଣି ପାଇଁ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅନ୍ତର୍ଗତ ଡକରବାଡ଼ି ଏବଂ ଗବାଟବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି…

ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଭୟଙ୍କର ଅଗ୍ନିକାଣ୍ଡ…

ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ପ୍ରାଣୀ ଚିକିତ୍ସାଳୟରେ ଆଜି ଅପରାହ୍ନରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ବର୍ତ୍ତମାନ କାର୍ଯ୍ୟାଳୟ ପରିସରରେ ନିଆଁ ଲାଗିଯାଇଥିବା ବେଳେ ଏହା ହୁତୁ ହୁତୁ ହୋଇ ଜାଳିବାରେ ଲାଗିଛି। ଅନ୍ୟପକ୍ଷରେ କାର୍ଯ୍ୟାଳୟ ଭିତରୁ କାଚ ଏବଂ ଅନ୍ୟାନ୍ୟ ଜିନିଷ…

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ଅନୁଷ୍ଠିତ…

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ପାକ୍ଷିକ ନୋଡାଲ ବୈଠକ ନବରଙ୍ଗପୁର ଜିଲ୍ଲା ପଞ୍ଚାୟତ ସାଧନା କେନ୍ଦ୍ର କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିବା…

ସାନ ଭାଇର ସ୍ତ୍ରୀ ର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର, ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର…

ଦାରିଙ୍ଗବାଡ଼ି :, ପୂର୍ବ ଘଟଣାକୁ କେନ୍ଦ୍ରକରି ଦୁଇ ଭାଇଙ୍କ ସ୍ତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳରେ ସାନ ଭାଇର ସ୍ତ୍ରୀର ମାଡ଼ରେ ବଡ଼ ଭାଇର ସ୍ତ୍ରୀ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ମେଡିକାଲକୁ ରେଫର ହୋଇଥିବା ଜଣାପଡ଼ିଛି । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଝିମାବାଡ଼ି ଗ୍ରାମର ଲୁସିଆନ ନାୟକ ଓ…

ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି…

ମାଲକାନଗିରି : କୋରୁକୋଣ୍ଡା ଜୋନ୨ପାର୍ଥି ଅପହରଣ କୁ ନେଇ ଥାନରେ ମାମଲା ବାବଦରେ ଜବାବ ରଖିଲା ବିଜେଡ଼ି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରେ ବିଜେପି ଦଳର ଅଭିଯୋଗ ଭିତ୍ତିହୀନ ଏବଂ ନିର୍ବାଚନ ହାରିବା ଭୟ ବିଜେପି କୁ ଘାରିଛି ବୋଲି ବିଜେଡି ବରିଷ୍ଠ ନେତା ଶ୍ରୀ ରାଜେନ୍ଦ୍ର ପଣ୍ଡା ମତ…

ବାଲିଗୁଡା : ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା…

ବାଲିଗୁଡା: କନ୍ଧମାଳ ଜିଲ୍ଲା ବାଲିଗୁଡା ର ବହୁ ପୁରାତନ ଶିକ୍ଷାନୁଷ୍ଠାନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ନୂଆସାହି (କେ.ଜି.ବି.ଭି) ରେ କାର୍ଯ୍ୟରତ ସହକାରୀ ଶିକ୍ଷକ ପବିତ୍ର ମୋହନ ପାଢ଼ୀ ଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ରେ ସମ୍ନାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ସ୍କୁଲର ପ୍ରଧାନ…