Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ଶେଷ ପର୍ଯ୍ୟାୟରେ ମେଗା ପାନୀୟଜଳ ପ୍ରକଳ୍ପ : ଦୂର ହେବ ପାନୀୟଜଳ ସମସ୍ୟା
ରାଇକିଆ : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ବିଭିନ୍ନ ଅଞ୍ଚଳରେ ଚଳିତ ଗ୍ରୀଷ୍ମ ଋତୁରେ ଜଳ ସମସ୍ୟା ଗମ୍ଭୀର ରହିଛି । ଦୁଇ ବର୍ଷ ଧରି ଚାଲିଥିବା ମେଗା ଜଳ ପ୍ରକଳ୍ପର କାର୍ଯ୍ୟ କେତେକାଂଶରେ ସରିଥିବାରୁ ରାଇକିଆ ସହର ଓ ବେରେଡ଼ାକିଆ ପଞ୍ଚାୟତର କେତେକ ୱାର୍ଡ଼କୁ ପାନୀୟ ଜଳ ପହଞ୍ଚିଛି ।!-->…
ଭିନ୍ନ ଭିନ୍ନ ୬ ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ ଏବଂ କୋର୍ଟ ଚାଲାଣକଲା କ୍ରାଇମବ୍ରାଞ୍ଚ
ଭୁବନେଶ୍ବର : ଆଜି ରାଜ୍ୟ କ୍ରାଇମବ୍ରାଞ୍ଚ ଭିନ୍ନ ଭିନ୍ନ ୬ ଟି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ ଏବଂ କୋର୍ଟ ଚାଲାଣ କରିଛି । ପୁରୀର ନୀଳାଦ୍ରୀ ଭକ୍ତ ନିବାସ ନାମରେ ନକଲି ୱେବସାଇଟ୍ ପ୍ରସ୍ତୁତ କରି ଭକ୍ତମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୁକ୍ତଙ୍କୁ ଗିରଫ!-->…
ଜାତୀୟସ୍ତରେ ନୃତ୍ୟକରି ପ୍ରଶଂସିତ ହେଲେ ଓଡ଼ିଶୀ ନୃତ୍ୟ ଗୁରୁ ପୁଷ୍ପିତା ମିଶ୍ର
ଭୁବନେଶ୍ଵର:- ଓଡ଼ିଶୀ ଭାରତରେ ପ୍ରଚଳିତ ଓ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏକ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ ପରମ୍ପରା । ଏଥିରେ ଅନ୍ତର୍ଭୁକ୍ତ ଓଡ଼ିଶୀ ନୃତ୍ୟକୁ ଭାରତ ସରକାର ଶାସ୍ତ୍ରୀୟ ନୃତ୍ୟ ଓ ଓଡ଼ିଶୀ ସଙ୍ଗୀତକୁ ଓଡ଼ିଶା ସରକାର ଶାସ୍ତ୍ରୀୟ ସଙ୍ଗୀତ ତାଲିକାଭୁକ୍ତ କରିଛନ୍ତି । ଓଡ଼ିଶୀ!-->!-->!-->…
ପାପଡ଼ାହାଣ୍ଡିବ୍ଲକ ଠାରେ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ
ନବରଙ୍ଗପୁର : ଆଜି ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ନବରଙ୍ଗପୁର ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର ଏବଂ ଆରକ୍ଷୀ ଅଧୀକ୍ଷକ ମିହିର କୁମାର ପଣ୍ଡାଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଉପ ଜିଲ୍ଲାପାଳ ନବରଙ୍ଗପୁର ପ୍ରକାଶ!-->…
ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷା ନିରୀକ୍ଷକ ସଂଘର ବୈଠକ
ବାଲିଗୁଡ଼ା,: ଓଡିଶା ନିଖିଳ ଉତ୍କଳ କଲ୍ୟାଣ ଶିକ୍ଷକ ଓ ଶିକ୍ଷାନିରୀକ୍ଷକ ସଂଘ କନ୍ଧମାଳ ଜିଲ୍ଲା ଶାଖାର କାର୍ଯ୍ୟ ନିର୍ବାହୀ ସମିତି ବୈଠକ ବାଲିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ସଭାପତି ସୁରଥ ଚନ୍ଦ୍ର ମୁନି ଶ୍ରୀ ଗଣେଶଙ୍କ ଫୋଟୋ ଚିତ୍ର ନିକଟରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ!-->…
ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳା : ଯୁବନେତା ଅବିନାଶ ବ୍ରହ୍ମ ସମ୍ବର୍ଦ୍ଧିତ
ବଣାଇଗଡ଼ : ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ କର୍ମଶାଳାରେ ବଣାଇର ଯୁବନେତା ତଥା ଯୁବମୋର୍ଚ୍ଚା ସଭାପତି ଅବିନାଶ ବ୍ରହ୍ମ ଯୋଗଦେଇ ସମ୍ବର୍ଦ୍ଧିତ ହୋଇଛନ୍ତି l ଦିଲ୍ଲୀ ସ୍ଥିତ ଡ଼ଃ ଆମ୍ବେଦକର ଆନ୍ତର୍ଜାତୀୟ କେନ୍ଦ୍ର ରେ ଆୟୋଜିତ ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ବିଷୟ ଉପରେ ଆୟୋଜିତ!-->…
ପାରିବାରିକ କଳହ : ମା ପାଇଁ ବାପାଙ୍କୁ ପିଟିପିଟି ହତ୍ୟା କଲେ ଦୁଇପୁଅ
ହିଞ୍ଜିଳିକାଟୁ : ବାପା ଦିନେ ହାତ ଧରି ଚାଲିବା ଶିଖାଇଥିଲା , ସେହି ବାପାଙ୍କୁ ହତ୍ୟା କରିବା ପାଇଁ ପଛାଇଲେ ନାହିଁ ଦୁଇ ପୁଅ । ଦୁଇ ପୁଅ ମିଶି ବାପାକୁ ପିଟିପିଟି ମାରିଦେଇଥିବା ଖବର ଆସିଛି ।ମୃତକ ଗୋପାଳ କୃଷ୍ଣ ସାହୁ ବୋଲି ଜଣାପଡିଛି । ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ!-->…
ରାୟଗଡା ଜ଼ିଲ୍ଲାପାଳଙ୍କ ବଡନାଳା ଜଳଭଣ୍ଡାର ପରିଦର୍ଶନ
ରାୟଗଡ଼ା : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ବ୍ଲକ କେନ୍ଦୁଗୁଡା ଠାରେ ୯୩୦ ହେକ୍ଟର ଜଳ ଆୟତନ୍ନ ରେ ପରିବ୍ୟାପ୍ତ ବଡନାଳ ଜଳ ଭଣ୍ଡାର କୁ, ରାୟଗଡା ଜ଼ିଲ୍ଲାପାଳ ଶ୍ରୀମତୀ ପାରୁଲ ପଟୱାରୀ ପରିଦର୍ଶନ କରିବା ସହ, ସେଠାରେ ଥିବା - ମା ମଙ୍ଗଳା ପ୍ରାଥମିକ ମତ୍ସ୍ୟ ସମବାୟ ସମିତି ର!-->!-->!-->…
ଉତ୍କଳ ଗୌରବ ମଧୁବାବୁ ଜୟନ୍ତୀରେ ଓକିଲ ସଂଘ ପକ୍ଷରୁ ସ୍ୱାସ୍ଥ୍ୟସେବା ଓ ରକ୍ତଦାନ ଶିବିର ୪୩ ୟୁନିଟ ରକ୍ତସଂଗ୍ରହ
ମାଲକାନଗିରି : ମାଲକାନଗିରି ଜ଼ିଲ୍ଲା ଓକିଲ ସଂଘ ତରଫରୁ ଓକିଲ ସଂଘ ସଭାପତି ପ୍ରିତିପାଲ ସିଂ ଙ୍କ ଅଧକ୍ଷତାରେ ଓକିଲ ଦିବସ, ଉତ୍କଳ ଗୌରବ ମଧୁସୂଧାନ ଦାସ ଙ୍କ ଜନ୍ମଜୟନ୍ତୀ ଜ଼ିଲ୍ଲା ନ୍ୟାୟାଳୟ ରେ ପାଳନ କରାଯାଇଅଛି | ସର୍ବ ପ୍ରଥମେ ସମସ୍ତ ଓକିଲ ମାନେ ମଧୁ ବାବୁଙ୍କ ପ୍ରତିମୂର୍ତ୍ତି ରେ!-->…
ପୂଜ୍ୟପୂଜା ସମିତି ପକ୍ଷରୁ ଓଡ଼ିଆ ସ୍ୱାଭିମାନୀ ମଧୁସୂଦନ ଦାସଙ୍କ ଜୟନ୍ତୀ ପାଳନ
ଅଖଣ୍ଡ ଓଡିଶା ଗଠନ ନେଇ ସଂକଳ୍ପ
ବ୍ରହ୍ମପୁର : ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଓଡ଼ିଆ ଜାତୀୟତାର ପ୍ରଥମ ଆନ୍ଦୋଳନକାରୀ ତଥା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ ଆଜି ଗାନ୍ଧି ନଗର ଛକ ସ୍ଥିତ ତାଙ୍କ ପ୍ରତିମୂର୍ତ୍ତି ଠାରେ ପାଳନ ହୋଇଯାଇଛି l ସମିତି!-->!-->!-->…