Browsing Category

ଆଞ୍ଚଳିକ

ଚିକିଟୀ ପ୍ରେସ କ୍ଲବର ୩୯ତମ ବୈଠକ ଅନୁଷ୍ଠିତ

ଚିକିଟୀ : କଳା, ସଂସ୍କୃତି ଓ ସାହିତ୍ୟର ସହର ଚିକିଟୀ ପେଣ୍ଠ ସ୍ଥିତ ଚିକିଟୀ ପ୍ରେସ କ୍ଳବ କାର୍ଯାଳୟ ଠାରେ ଅପରାହ୍ନ ୩ ଘଣ୍ଟା ସମୟରେ କ୍ଳବ ର ସଭାପତି ଶ୍ରୀ ସୁରେନ୍ଦ୍ର ନାଥ ପଣ୍ଡାଙ୍କ ସଭାପତିତ୍ୱ ରେ ପ୍ରେସକ୍ଳବ ର ୩୯ ତମ ତଥା ଇଂରେଜି ନବବର୍ଷ ୨୦୨୫ ର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ଷଡତ୍ରିଂଶତ୍ ବାର୍ଷିକ ଉତ୍ସବ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ସରସତୀ ଶିଶୁ ବିଦ୍ୟା ମନ୍ଦିରର ଷଡତ୍ରିଂଶତ୍ ବାର୍ଷିକୋତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସଭାପତି ସୁଧାଂଶୁ ମୋହନ ପତିଙ୍କ ସଭାପତିତ୍ଵରେ ଓଡ଼ିଶା ସରକାରଙ୍କ ପ୍ରଶାସକ ସ୍ଥାନୀୟ ତହସିଲଦାର

ସାମ୍ୟବାଦୀ ନେତା ସାଥି ସୁଧାଂଶୁ ଶେଖର ପଣ୍ଡାଙ୍କ ଶୋକସଭା

ବ୍ରହ୍ମପୁର : ବର୍ଷିଆନ କମ୍ୟୁନିଷ୍ଟ ନେତା, ଦକ୍ଷିଣବାର୍ତ୍ତା ର ସମ୍ପାଦକ ତଥା ଗଞ୍ଜାମ ବାର ଏସୋସିଏସନ ର ପୂର୍ବତନ ସଭାପତି ସାଥି ସୁଧାଂଶୁ ଶେଖର ପଣ୍ଡାଙ୍କ ଅକାଳ ବିୟୋଗରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚ ଓ ନବୀନ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକ ସ୍ଥିତ ନବୀନ

ଦାନ୍ତେୱାଡା ଜିଲ୍ଲାରେ ପୋଲିସ ଭ୍ୟାନଙ୍କୁ ଆଇଡି ବିସ୍ଫୋରଣ ରେ ଉଡାଇଲେ ନକ୍ସଲ ୮ଜବାନ ସହିଦ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଜଗଦଲପୁର | ବସ୍ତର ଅଂଚଳ ଦାନ୍ତେୱାଡା ଜିଲ୍ଲାରେ ଏକ ଅତ୍ୟନ୍ତ ଏକ ଦୁଃଖଦ ଖବର ମିଳିଛି । ନକ୍ସଲ ଦମନ ଅଭିଯାନରେ ସାମିଲ ଯବାନଙ୍କ ଗାଡିକୁ ଆଇଡି ଲଗାଇ ବିସ୍ଫୋରଣରେ କରିଥିଲେ ନକ୍ସଲ । ଏହି ବିସ୍ଫୋରଣରେ ଜଣେ ଡ୍ରାଇଭରଙ୍କ ସମେତ ୮ ଜଣ ଜବାନ

ବ୍ରହ୍ମପୁର ଉପଖଣ୍ଡରେ ଚୂଡାନ୍ତ ଭୋଟର ତାଲିକା ୨୦୨୫ ପ୍ରକାଶନ

ବ୍ରହ୍ମପୁର : ବ୍ରହ୍ମପୁର ଉପଖଣ୍ଡରେ ୧୧୫୫ ବୁଥ ସ୍ତରୀୟ ଅଧିକାରୀମାନଙ୍କ ଦ୍ୱାରା ଚୂଡାନ୍ତ ଭୋଟର ତାଲିକା 2025 ପ୍ରକାଶିତ କରାଗଲା l ଉପଖଣ୍ଡ ସ୍ତରରେ ଉପଜିଲ୍ଲାପାଳ ଦୀନା ଦସ୍ତଗୀର ଏହି ଭୋଟର ତାଲିକାକୁ ସର୍ବ ସାଧାରଣ ନିମନ୍ତେ ପ୍ରକାଶିତ କରାଗଲା l ଏହି ଭୋଟର ତାଲିକାର ମୋଟ ୮୯୮୮୪ ଜଣ

ଟିପିଏସ୍ଓଡିଏଲ୍ ପକ୍ଷରୁ ଚତୁର୍ଥ ସ୍ଥାପନା ଦିବସ ଏବଂ “ଉଲ୍ଲାସ ୨୦୨୫” ପାଳିତ

ବ୍ରହ୍ମପୁର : ନୂତନ ବର୍ଷକୁ ସ୍ଵାଗତ କରିବା ସହ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ପକ୍ଷରୁ ଦକ୍ଷିଣ ଓଡ଼ିଶାରେ ଏହାର ଚତୁର୍ଥ ସ୍ଥାପନ ଦିବସ ସହ ବାର୍ଷିକ କର୍ମଚାରୀ ମିଳନ ଉତ୍ସବ "ଉଲ୍ଲାସ ୨୦୨୫" ପାଳିତ ହୋଇଛି। ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ

କାର୍ ଧକ୍କାରେ ମହିଳା ଗୁରୁତର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ବସ୍ ଟର୍ମିନାଲ ନିକଟ ଜନତା ଶୈଚାଳୟ ସମ୍ମୁଖରେ ଏକ କାର୍ (ଓଡି୦୨ଏଏସ୍ ୪୨୬୧ ) ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଆହତ ମହିଳା ଜଣଙ୍କ ହେଲେ ହିଞ୍ଜିଳି ଥାନା ରାଳବ ଗ୍ରାମର ସୁନିତା ପ୍ରଧାନ। ସ୍ଥାନୀୟ ଲୋକେ

ବୃଦ୍ଧଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଖରିଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ଗ୍ରାମ ଦେବତୀ ମନ୍ଦିର ନିକଟରୁ ସୋମବାର ସକାଳେ ଜଣେ ବୃଦ୍ଧଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତକଙ୍କ ବୟସ ପ୍ରାୟ ୬୫ ବର୍ଷ ହୋଇଥିବା ବେଳେ ପରିଚୟ ମିଳିପାରିନାହିଁ। ଏ ନେଇ ହିଞ୍ଜିଳି ଥାନାରେ କେସ ନଂ-

ମେଡିକାଲ ସାମ୍ନାରେ ନବଜାତକର ମୃତ ଦେହକୁ ଝୁଣି ଖାଇଲା ବୁଲା କୁକୁର…

ମାଲକାନଗିରି : ମେଡିକାଲ ପରିସରରୁ ମୃତ ଶିଶୁର ଶବ ଝୁଣି ଖାଇଲା ବୁଲା କୁକୁର ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମେଡିକାଲ ସମ୍ମୁଖ୍ୟ ମୁଖ୍ୟ ଫାଟକ ନିକଟରେ । ଆଜି ସନ୍ଧ୍ୟା ସମୟରେ ଏହିଲୋମ ତାଙ୍କୁରା ଦୃଶ୍ୟକୁ ଦେଖି ଭୟଭୀତ ହୋଇପଡିଥିଲେ ପଥଚାରି । ଏହି ନବଜାତ ଶିଶୁ କାହାର ଓ କିଏ

ରାୟଗଡ଼ା ଜିଲ୍ଲା ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନ୍ ର ବୈଠକ

ରାମନାଗୁଡା / ରାୟଗଡ଼ା : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନ୍ରର ଜିଲ୍ଲା ପ୍ରତିନିଧିମାନଙ୍କ ଏକ ବୈଠକ ରାମନାଗୁଡା ବ୍ଳକ ଅନ୍ତର୍ଗତ ଗୁମୁଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ