Browsing Category

ଆଞ୍ଚଳିକ

ସ୍ବର୍ଗତ ଡ଼.ଚିନ୍ତାମଣି ଭାରତୀ (ପୂର୍ବତନ ଅଧ୍ୟାପକ) ଙ୍କ ସ୍ମୃତି ସଭା

ଛତ୍ରପୁର : ଓଡିଶା ଭାଷା ଓ ସାହିତ୍ୟ ର ବରିଷ୍ଠ ପ୍ରାଧ୍ୟାପକ ଓ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର N.C.C ଆର୍ମି ବିଭାଗର ପୁର୍ବତନ ମେଜର ତଥା ଓଡ଼ିଆ ବିଭାଗ ର ଅଧ୍ୟାପକ ଡ଼ ଚିନ୍ତାମଣି ଭାରତୀ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର କଟକ ର ଏକ ଘରୋଇ ହସ୍ପିଟାଲ ରେ ପରଲୋକ ହୋଇ ଯାଇଛି l ସେ

ଉନ୍ନତ ଫଳଚାଷ ସମ୍ମନ୍ଧୀୟ ପ୍ରଶିକ୍ଷଣ ଶିବିର

ଛତ୍ରପୁର : କୃଷି ବିଜ୍ଞାନ କେନ୍ଦ୍ର ଆନୁକୁଲ୍ୟରେ ଛତ୍ରପୁର ଉଦ୍ୟାନ ବିଭାଗ ର ସହଯୋଗରେ ସ୍ଥାନୀୟ ବ୍ଲକ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଦୁଇଦିନ ଧରି ଉନ୍ନତ ବୈଜ୍ଞାନିକ ପ୍ରଣାଳୀରେ ଫଳ ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ

ନବରଂଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ବସସେବାର ଶୁଭାରମ୍ଭ

ନବରଂଗପୁର : ଆଜି ସ୍ଥାନୀୟ ଓ.ଏସ.ଆର୍.ଟି.ସି ବସ୍ ଡିପୋ ଠାରେ ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ସେବା ଯୋଜନା ଅନ୍ତର୍ଗତ ନବରଙ୍ଗପୁର ଠାରୁ ବିଜୟୱାଡ଼ା ପର୍ଯ୍ୟନ୍ତ ନୂତନ ଭଲଭୋ ଅତ୍ୟାଧୁନିକ ବସ ସେବା ର ଶୁଭାରମ୍ଭ ହୋଇଯାଇଅଛି।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଦ୍ୟାଳୟ ଓ

ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାସ୍ତରୀୟ ଧାନ କ୍ରୟ କମିଟି ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଜିଲ୍ଳାର ଚାଷୀମାନଙ୍କଠାରୁ ଧାନ କିଣିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ। ମାଲକାନଗିରି ବିଧାୟକ ନରସିଂହ

ମଶାଣି ଯିବାକୁ ଶବ ଖୋଜୁଛି ରାସ୍ତା, ବାଜି ଲାଗୁଛି ଗ୍ରାମବାସୀଙ୍କ ଜୀବନ

ଲକ୍ଷ୍ମୀପୁର : ମଶାଣି ଯିବାକୁ ରାସ୍ତା ନାହିଁ। ଗାଁ ର କିଏ ମୃତ୍ୟୁ ହେଲେ ଜୀବନ କୁ ବାଜି ଲଗାଇ ନଦୀ ପାରି ହେବାକୁ ପଡୁଛି। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡା ପଦର ପଞ୍ଚାୟତ ଅଧିନସ୍ଥ ଚାରିନି ବେଢ଼ା ଗାଁ ରେ। ଏହି ଗ୍ରାମରେ ୧୫ ପରିବାର

ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଯାଇଥିଲେ ହେଲେ ନିଜେ ଆଖି ବୁଜିଲେ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି. ଉଦୟଗିରି ବ୍ଲକର ରୁଦାଙ୍ଗିଆ ଗ୍ରାମକୁ କିଲାକିଆ ଗ୍ରାମର ସର୍ବାନନ୍ଦ ପ୍ରଧାନ (୬୧) ଏକ ଅନ୍ତିମ ସଂସ୍କାର କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ ହେଲେ ନିଜେ ଆଖି ବୁଜି ଥିବା ଭଳି ଏକ ଦୁଃଖଦ ଘଟଣା ଘଟିଛି ରୁଦାଙ୍ଗିଆରେ।

ବନାନୀ ପକ୍ଷରୁ ନାଟକ ” ଅଭିନେତ୍ରୀ “ମଞ୍ଚସ୍ଥ ନିମନ୍ତେ ପ୍ରସ୍ତୁତି

ଫୁଲବାଣୀ :କନ୍ଧମାଳ ଜିଲ୍ଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ୨ ୧ ତମ ନାଟକ "ଅଭି ନେତ୍ରୀ '' ଆସନ୍ତା ନଭେମ୍ବର ଶେଷ ସପ୍ତାହ ରେ ଫୁଲବାଣୀ ର ସଭାଘର ଠାରେ ଦୁଇଦିନ ବ୍ୟାପି ମଞ୍ଚସ୍ଥ ହେବ l ଏଥିପାଇଁ ବୁଧବାର ବନାନୀ ଠାରେ ଅବସର ପ୍ରାପ୍ତ କମାଣ୍ଡାଣ୍ଟ ତଥା ବରିଷ୍ଠ

ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୩୬ ତମ ବାର୍ଷିକ କ୍ରୀଡା ମହୋତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀର ୩୬ ତମ ଦୁଇ ଦିନିଆ ବାର୍ଷିକ କ୍ରିଡା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ଉଦଘାଟନ ଉତ୍ସବରେ ମୂଖ୍ୟ ଅତିଥି ଭାବେ ଜିଲ୍ଳା ଶିକ୍ଷା ଶାରୀରିକ ଅଧିକାରୀ ସଞ୍ଜୟ ପାତ୍ର ଯୋଗ ଦେଇ ଶୁଭ ଉଦ୍ଘାଟନ କରିବା ସହ ବାର୍ଷିକ କ୍ରୀଡା

ବିହାରୀ ସମ୍ପ୍ରଦାୟର ଛଠପୂଜା ମହାସମାରୋହ ରେ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ପାଳିତ ହୋଇଯାଇଛି ବିହାରୀ ସମ୍ପ୍ରଦାୟର ଛଠ ପୂଜା । ଆଜି ସକାଳୁ ବଡି ଭୋରରୁ ସ୍ଥାନୀୟ ପିଲା ସାଲୁଙ୍କି ନଦୀ ନିକଟରେ ବାଲି ପଠାରେ ବିହାରୀ ସମ୍ପ୍ରଦାୟର ଲୋକେ ବିଭିନ୍ନ ପ୍ରକାର ଫଳ ଭୋଗ ନେଇ ପଚାଶରୁ ଉର୍ଦ୍ଧ୍ବ ବିହାରୀ ସମ୍ପ୍ରଦାୟର ଲୋକମାନେ ମିଳିତ

ଟିମନପୁର ଆଶ୍ରମ ସ୍କୁଲରେ ଝାଡ଼ାବାନ୍ତି

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଟିମନପୁର ଆବାସିକ ଆଶ୍ରମ ସ୍କୁଲରେ ବିଗତ ୦୪/୧୧ ସୋମବାର ରୁ ଧନୁର୍ଜୟ ଗଣ୍ଡ (୧୨) ବର୍ଷ ପେଟ ବ୍ୟଥା ଓ ଝାଡ଼ା ବାନ୍ତିର ସୂଚନା ତାଙ୍କର ପିତା ବିଷ୍ଣୁ ଗଣ୍ଡଙ୍କୁ ଫୋନ ଯୋଗେ ଜଣାଇଥିଲେ । ହେଲେ ବିଷ୍ଣୁ ଗଣ୍ଡ ଏହାକୁ ବେଶୀ ଗୁରୁତ୍ୱ ନ