Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ମାଲ୍ୟବନ୍ତ ମହୋତ୍ସବକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ…
ମାଲକାନଗିରି :,୨୮/୧୧/୨୪:ମାଲ୍ୟବନ୍ତ ମହୋତ୍ସବ -୨୦୨୪ ଉଦଘାଟନୀ ଉତ୍ସବରେ ଯୋଗ ଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ମାଲ୍ୟବନ୍ତ ମହୋତ୍ସବରେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ନିମନ୍ତେ ସମ୍ମତି ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଆଶିଷ ଈଶ୍ୱର!-->!-->!-->…
ଝରୀଗାଁ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରତିନିଧି ହେଲେ ଲବ…
ଉମରକୋଟ / ଝରୀଗାଁ ( ୨୮/୧୧/୨୦୨୪) ନବରଙ୍ଗପୁର ଜ଼ିଲ୍ଲା ଝରୀଗାଁ ନିର୍ବାଚନ ମଣ୍ଡଳୀର ଏମ,ଏଲ, ଏ, ଶ୍ରୀ ନରସିଂ ଭତ୍ରା ଲବ କୁମାର ଦତ୍ତ, ପିତା ଲକ୍ଷ୍ମନ ଦତ୍ତ, ଗ୍ରାମ ଇଉ ଭି ୫୪ ଇନ୍ଦ୍ରପୁର ର ଏହି ଯୁବ ଟାଣୁୟା କର୍ମଠ ଓ ନିଷ୍ଠାପର ଭାବରେ ଦୀର୍ଘ ବର୍ଷ ଧରି ବିଜେପିରେ କାମ କରି!-->!-->!-->…
ବ୍ରହ୍ମପୁର ସରକାରୀ ଆଇଟିଆଇ ର ପ୍ରଥମ ବର୍ଷ ଛାତ୍ରୀ ସରସ୍ୱତୀ ପ୍ରଧାନ ଦୁର୍ଘଟଣା ର ଶିକାର…
ବ୍ରହ୍ମପୁର : ବ୍ରହ୍ମପୁର ସରକାରୀ ଆଇଟିଆଇ ର ଫିଟର ଟ୍ରେଡ଼ ର ପ୍ରଥମ ବର୍ଷ ଛାତ୍ରୀ ସରସ୍ୱତୀ ପ୍ରଧାନ କ୍ଳାସ ସାରି ହଷ୍ଟେଲ କୁ ଯାଉଥିବା ବେଳେ ଦୁର୍ଘଟଣା ର ଶିକାର ହୋଇଛନ୍ତି। ଏକ ଅଟୋ ଦ୍ରୁତଗତିରେ ଆସି ତାଙ୍କ ପାଦ ଉପରକୁ ମାଡି ଯାଇଥିଲା।ଫଳରେ ଝିଅଟିର ପାଦଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ!-->…
ଦୀର୍ଘସ୍ଥାୟୀ ଔଷଧ ଓ ବୁଡ଼ା ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ…
ଫୁଲବାଣୀ :କନ୍ଧମାଳ ଜିଲ୍ଲାପାଳଙ୍କ ଜିଲ୍ଲା କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ରେ ଅତିରିକ୍ତ ଜିଲ୍ଲାପାଳ, କନ୍ଧମାଳ ଅଶୋକ କୁମାର ଭୋଇଙ୍କ ଅଧ୍ଯକ୍ଷତାରେ ବାତଜ୍ବର ସାର୍ବଜନୀନ ଔଷଧ ସେବନ କାନ୍ଥ କାର୍ଯ୍ୟକ୍ରମ ଓ ଦୀର୍ଘସ୍ଥାୟୀ ଔଷଧ ବୁଡ଼ା ମଶାରୀ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ!-->!-->!-->…
ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟରେ ସ୍ଵତନ୍ତ୍ର ଭୋଟର ତାଲିକା ଅଭିଯାନ-୨୦୨୫…
ବ୍ରହ୍ମପୁର ୨୭.୧୧.୨୦୨୪: ବ୍ରହ୍ମପୁର ମହାମାୟୀ ମହିଳା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ଭୋଟର ତାଲିକା ପଞ୍ଜିକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହା ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀରଙ୍କ ନିର୍ଦ୍ଦେଶ କ୍ରମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର!-->…
ନୌକା ପ୍ରତି ଯୋଗିତା ପାଇଁ ଜଳଭଣ୍ଡାରରେ ସରଜମିନ ତଦନ୍ତ କଲେ ପରିଚାଳନା କମିଟି…
ମାଲକାନଗିରି ତା. ୨୭.୧୧.୨୦୨୪ - ମାଲ୍ୟବନ୍ତ ମହୋତ୍ସବ ଉପଲକ୍ଷେ ଆସନ୍ତା ୧୧ ତାରିଖ ଦିନ ସତୀଗୁଡା ଜଳଭଣ୍ଡାରରେ ମତ୍ସ୍ୟଜୀବି ମାନଙ୍କୁ ନେଇ ନୌକା ପ୍ରତି ଯୋଗିତା ନିମନ୍ତେ ଜଳଭଣ୍ଡାର ମଧ୍ୟରେ ସରଜମିନ ତଦନ୍ତ କଲେ ନୌକା ପରିଚାଳନା କମିଟିର ସଦସ୍ୟ । ଏହି ଉପଲକ୍ଷେ ଆଜି ପରିଚାଳନା କମିଟିର!-->!-->!-->…
ଟାୱାର କାର୍ଯ୍ୟକ୍ଷମ ପାଇଁ ଉପ ଜ଼ିଲ୍ଲାପାଳ ଓ କନ୍ଧମାଳ ସାଂସଦ ଙ୍କୁ ଦାବୀ ପତ୍ର ପ୍ରଦାନ…
ବାଲିଗୁଡା : ଜିଓ ଟାୱାର ତିନି ବର୍ଷ ହେଲା ଚାଲିଛି କିନ୍ତୁ ଡାଟା କାର୍ଯ୍ୟକ୍ଷମ ହେଉନି ଫଳରେ ପିଲାଙ୍କ ପାଠ ପଢ଼ା ସହ ସରକାରୀ କାର୍ଯ୍ୟ ବ୍ୟାହତ ହେଉଛି ଏହିଭଳି ନେଟୱାର୍କ ସମସ୍ୟା ର କରୁଣ ଚିତ୍ର ଦେଖିବାକୁ ମିଳିଛି, ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ର ଲେତିଙ୍ଗିଆ!-->…
ଆଦିବାସୀ ମହାବିଦ୍ୟାଳୟ ରେ ୭୫ତମ ସମ୍ବିଧାନିକ ଦିବସ ପାଳିତ…
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ୭୫ ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ
!-->!-->!-->!-->!-->…
ବେଆଇନ ବାଲି ଚାଲାଣ: ଅଭିଯୋଗ ଭିଡିଓ ଭାଇରାଲ…
ହିଞ୍ଜିଳିକାଟୁ ୨୭!୧୧ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ ଋଷିକୁଲ୍ୟା ନଦୀର,ଘୋଡାହଡ ପ୍ରବାହିତ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ ଦିନକୁ ଦିନ ବଢିଚାଲଛି। ଏହାକୁ ପ୍ରଶାସନ ରୋକି ପାରୁ ନ ଥିବାରୁ ସରକାର ବହୁ ରାଜସ୍ବ ହରାଉଛନ୍ତି ା ବେଆଇନ ବାଲି ଚାଲାଣ ଯୋଗୁଁ ନଦୀପଠା କ୍ଷୟ ହୋଇ ତଟବର୍ତ୍ତୀ!-->…
ନୂଆପଡା ଶ୍ରୀବାଲାଜୀ ମହା ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ
ଚିକିଟୀ : ଏହି ବ୍ଲକ ଅନ୍ତର୍ଗତ ନୂଆପଡ଼ା ଶ୍ରୀ ବାଲାଜୀ ମହା ବିଦ୍ୟାଳୟରେ ଆଜି ସକାଳ ଏଗାର ଘଣ୍ଟା ସମୟରେ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏହି ଉତ୍ସବ ରେ ଅଧ୍ୟାପିକା ରଶ୍ମୀ ରେଖା ବେହୁରା ଅଧ୍ୟକ୍ଷତା କରିଥିବା ବେଳେ ମହା ବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଶ୍ରୀ ଅୟସକାନ୍ତି ମହାନ୍ତି,!-->…