Browsing Category

ଆଞ୍ଚଳିକ

ଆମ୍ ଆଦମୀ ପାର୍ଟିର ତ୍ରୟୋଦଶତମ ପ୍ରତିଷ୍ଠା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଆମ ଆଦମି ପାର୍ଟିର ତ୍ରୟୋଦଶ ତମ ପ୍ରତିଷ୍ଠା ଦିବସ ତଥା ସମ୍ବିଧାନର ୭୫ ତମ ବର୍ଷ ଦିବସ ଆପ ପକ୍ଷରୁ ଜିଲ୍ଲା ସଭାପତି ଜାର୍ବସ ଦିଗାଲଙ୍କ ସଭାପତିତ୍ବରେ ପାଳିତ ହୋଇଯାଇଛି l ଏହି ଅବସରରେ "କନ୍ଧମାଳ ଜିଲ୍ଲା ଅନୁନ୍ନତର କାରଣ କଣ ? " ଉପରେ ଏକ ଆଲୋଚନା ଚକ୍ର

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ଦାବିପତ୍ର ପ୍ରଦାନ

ହିଞ୍ଜିଳିକାଟୁ ୨୬/୧୧ : ହିଞ୍ଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡିଶା ରାଜ୍ୟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ତରଫରୁ ଏବିଡିଓ ଙ୍କୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ୯ଦଫା ସମ୍ବଳିତଦାବିପତ୍ର ପ୍ରଦାନ କରାଯାଇଅଛି |ସମସ୍ତ

ଏଏମସିଏସ କଲେଜରେ ସମ୍ବିଧାନ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଏ, ଏମ,ସି, ଏସ ମହାବିଦ୍ୟାଳୟ ଠାରେ ସମ୍ବିଧାନ ଦିବସ ଉପଲକ୍ଷେ ତର୍କ, ପ୍ରବନ୍ଧ,କୁଇଜ୍,ଲଙ୍ଗୋଲି ,ସେମିନାର ଓ ରାଲି କରି ଜନ ସଚେତନତା କରିଥିଲେ ମୁଖ୍ୟବକ୍ତା ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଡୀ,ଜି, ଏମ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, ମୁଖ୍ୟ ଅତିଥି ଭାବେ

ଜିଲ୍ଲାସ୍ତରୀୟ ୟୁଥ ରେଡ଼କ୍ରସ ଶିବିର ଉଦଯାପିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକରେ ଅବସ୍ଥାପିତ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ଜିଲ୍ଲା ସ୍ତରୀୟ ୟୁଥ ରେଡ଼ କ୍ରସ ଶିକ୍ଷା ଓ ପ୍ରଶିକ୍ଷଣ ଶିବିରର ଉଦଯାପନୀ ଉଚ୍ଛବ ଅନୁଷ୍ଠିତ ହୋଇଯାଇଛି । ସମ୍ମାନିତ ଅତିଥି ମାନଙ୍କ ମଧ୍ୟରେ ପୂର୍ବତନ ସଂଯୋଜକ ଡଃ ସୁକାନ୍ତ କୁମାର

ବ୍ଲକ କାର୍ଯ୍ୟାଳୟକୁ ଯିବା ରାସ୍ତା ଯଦି ଏମିତି ଗ୍ରାମପଂଚାୟତ ରାସ୍ତା କେମିତି

ଲକ୍ଷ୍ମୀପୁର : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ସଦର ମହକୁମାରେ ଥିବା ବ୍ଲକ କାର୍ଯ୍ୟାଳୟ ର ରାସ୍ତା ର ଅବସ୍ଥା କହିଲେ ନ ସରେ । ଆମ୍ବେଦକର ଛକ ଠାରୁ ପ୍ରାୟ ୫ସହ ମିଟର ହେବ ଦୁର ହେବ ବ୍ଲକ କାର୍ଯ୍ୟାଳୟ । ଏଠିକି ଜିଲ୍ଲାର ବଡବଡ ବାବୁଙ୍କ ପାଦ ପଡ଼ିଥାଏ କିନ୍ତୁ କାହାରି ନଜର ଆଜି ପର୍ଯ୍ୟନ୍ତ

କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳନ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀଙ୍କ ତତତ୍ଵାବଧାନରେ ସମିଧାନ ଦିବସ ପାଳନ ହୋଇଯାଇଛି | ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ

ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ

ଫୁଲବାଣୀ : କେନ୍ଦ୍ର ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ଓ ତରଫରୁ ସମ୍ବିଧାନ ଦିବସ କାର୍ଯ୍ୟକ୍ରମ ଫୁଲବାଣୀ ଠାରେ ଅନୁଷ୍ଠିତ ହୋଇଯାଇଅ ଛି l ଅନୁଷ୍ଠିତକାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବିଧାୟକ ଦୁଗୁନି କହଁର ଯୋଗ

ମହିଳା ସମାଜସେବୀଙ୍କ ହୃଦଘାତରେ ପରଲୋକ

ବାଲିଗୁଡା : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଦାସିଙ୍ଗବାଡି ଗ୍ରାମର ବସ୍ତିନା ସିଂଙ୍କ ମଙ୍ଗଳବାର ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସେ ହୃଦଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପୁଅ ସଦାନନ୍ଦ କହିଛନ୍ତି। ସେ ରବିବାର ହଠାତ ଅସୁସ୍ଥ

ନାବାଳିକାଙ୍କୁ ଅପହରଣ ଓ ଦୁର୍ଷ୍କମ ଘଟଣା, ଅଭିଯୁକ୍ତ ଗିରଫ

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ଅଞ୍ଚଳର ଜୈବିକା ନାବାଳିକାଙ୍କୁ ଅପହରଣ କରି ନେବା ଓ ବିବାହର ପ୍ରଲୋଭନ ଦେଖାଇ ବଳପୂର୍ବକ ଦୁର୍ଷ୍କମ କରିବା ଅଭି ଯୋଗରେ ହିଞ୍ଜିଳି ପୁଲିସ ଅପହରଣକାରୀଙ୍କୁ ସାଢେ ୪ ମାସ ପରେ ଗିରଫ କରିଛି। ଗିରଫ ଜଣଙ୍କ ହେଲେ ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗ୍ରାମର

ଆମର ବରିଷ୍ଠ ଆମ ସ୍ବାଭିମାନ କାର୍ଯ୍ୟକ୍ରମ

ଫୁଲବାଣୀ : ଫୁଲବାଣୀର ଏକମାତ୍ର ଗୋଷ୍ଠୀ ବେତାର କେନ୍ଦ୍ର ରେଡ଼ିଓ ମୁସ୍କାନ ୯୦.୪ ଏଫ ଏମ ପକ୍ଷରୁ ଆମର ବରିଷ୍ଠ ଆମ ସ୍ବାଭିମାନ ନାମକ ଏକ ନୂତନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି ।ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟ ପ୍ରାୟୋଜିତ ଓ କମ୍ୟୁନିଟି ରେଡ଼ିଓ ଏସୋସିଏସନ ଦ୍ବାରା ଅଟଳ ଭାୟା