Sign in
Sign in
Recover your password.
A password will be e-mailed to you.
Browsing Category
ଆଞ୍ଚଳିକ
ବାଲିଗୁଡାରେ ଉପଖଣ୍ଡସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ଉପଖଣ୍ଡ ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ଉପ ଜିଲ୍ଲାପାଳ ଡ଼.ରୀନା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗାନ୍ଧୀ ଛକ ଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ଏବଂ!-->…
ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସ୍ଵଛତା ଅଭିଯାନ
ଫୁଲବାଣୀ : କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଳକ ର ମା ସୁରାଦେଇ ଫ୍ରେଣ୍ଡସ୍ କ୍ଲବ ପକ୍ଷରୁ ସଭାପତି ବିମଳ ମଲ୍ଲିକ ଙ୍କ ନେତୃତ୍ଵରେ ଏବଂ ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ପରିଚାଳନାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଅବସରରେ ସ୍ଵଛତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି!-->…
ବ୍ରହ୍ମପୁରରେ “ସ୍ୱଚ୍ଛତା ହିଁ ସେବା” ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ
ବ୍ରହ୍ମପୁର, ୨/୧୦ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ "ସ୍ୱଚ୍ଛତା ହିଁ ସେବା" ମାଧ୍ୟମରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ବ୍ରହ୍ମପୁର ଗାନ୍ଧୀନଗର ଛକ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି "ସ୍ୱଚ୍ଛ ଭାରତ ଅଭିଯାନ" ଦଳର ବରିଷ୍ଠ ନେତା!-->…
ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା
ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ରେ ବୁଧବାର ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଙ୍କ ସହିତ ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ,!-->…
ଗାନ୍ଧୀଜୟନ୍ତୀ ଅବସରରେ ମା’ ରାମଚଣ୍ଡୀଙ୍କ ପୀଠରେ ବିଦ୍ୟୁତ୍ ବିଭାଗ ଛତ୍ରପୁର ଶାଖା ତରଫରୁ ବିଶାଳ ସଫେଇ ଅଭିଯାନ
ଛତ୍ରପୁର : ସାରା ଭାରତ ବର୍ଷର ଶାରଦୀୟ ଦ୍ୱର୍ଗତ୍ସବ ପାଇଁ ସମସ୍ତ ଶକ୍ତିପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି। ଏଥିରୁ ବାଦ ପଡ଼ିନାହିଁ ଛତ୍ରପୁର ନିକଟସ୍ଥ ନିଳାଦ୍ରୀପୁରର ପାହାଡ଼ରେ ଥିବା ମା' ରାମଚଣ୍ଡୀ ଶକ୍ତିପୀଠ। ଏଥର ଷୋଡ଼ଶ ଦିନାତ୍ମକ ପୂଜା ଗତ ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇଛି ଏହା!-->…
ପୂଜ୍ୟପୂଜା ସମିତି ପକ୍ଷରୁ ଗାନ୍ଧିଜୀ ଜୟନ୍ତୀ ପାଳନ : ସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ଆହ୍ୱାନ
ବ୍ରହ୍ମପୁର : ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ମହାନ ଦେଶ ଭକ୍ତ, ସ୍ୱାଧୀନତା ସଂଗ୍ରାମର ମହାନାୟକ ତଥା ସତ୍ୟ ଓ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧିଜୀଙ୍କ ୧୫୫ତମ ଜୟନ୍ତୀକୁ ଯଥା ମର୍ଯ୍ୟାଦାର ସହ ପାଳନ ହୋଇଯାଇଛି l ସମିତି ସମ୍ପାଦକ ଏସ.!-->!-->!-->…
ସ୍ୱଚ୍ଛତା ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ :ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଛି…
ଵ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହର ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଆଜି ସାରା ଦେଶରେ ଗାନ୍ଧୀ ଜୟନ୍ତୀ ଧୁମଧାମରେ ପାଳିତ ହେଉଛି।ସ୍ୱଚ୍ଛତା ପାଇଁ ଆଜି ଆମ ରାଜ୍ୟର କିଛି ଏ.ନ.ଏସି ଓ ମହାନଗର ଗୁଡ଼ିକୁ ଆଜି ଚିହ୍ନଟ କରି ପୁରସ୍କାର ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।ଆସିକା!-->…
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ
ନବରଙ୍ଗପୁର ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳନ କରାଯାଇଛି। ବରିଷ୍ଠ ନାଗରିକ ମାନଙ୍କ ଏକ ଶୋଭାଯାତ୍ରା ନଗର ପରିକ୍ରମା କରିଥିଲା। ଏଥି ସହ ଏକ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରାଯାଇ ଥିଲା। ବରିଷ୍ଠ ନାଗରିକ ମାନେ ନିଜ ନିଜ ସ୍ୱାସ୍ଥ୍ୟ ପରୀକ୍ଷା!-->…
ବିଷାକ୍ତ ମଦମୃତ୍ୟୁ ଘଟଣାର ଦେଢ଼ ମାସ ପରେ ବି ମିଳିଲାନି କ୍ଷତିପୂରଣ
ଚିକିଟୀ : ବିଷାକ୍ତ ମଦମୃତ୍ୟୁ ବିଭୀଷିକା ର ଦେଢ଼ମାସ ପରେ ବି ଚିକିଟୀ ଅଞ୍ଚଳରେ ପ୍ରବଳ ଭାବରେ ବେଆଇନ ମଦବିକ୍ରୀ ଚାଲିଛି। ଏଯାଏଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିନି। ସରକାର ନିଜ ଦୁର୍ବଳତା ଘୋଡେଇବା ପାଇଁ ବର୍ତ୍ତମାନ ଘଟଣାର ରାଜସ୍ୱ ପର୍ଷଦ ସଦସ୍ୟଙ୍କ ତଦନ୍ତ ନିର୍ଦ୍ଦେଶ ରାଜ୍ୟ!-->…
କନ୍ଧମାଳରେ ଆନ୍ତଜାର୍ତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ
କନ୍ଧମାଳ : କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୪ ମହାସମାରୋହରରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ!-->…