Browsing Category

ଆଞ୍ଚଳିକ

ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟରେ ବିନାୟକ ଆଚାର୍ଯ୍ୟଙ୍କ ସ୍ମୃତିଚାରଣ ଓ ଶ୍ରାଦ୍ଧ ଦିବସ ପାଳିତ

ବ୍ରହ୍ମପୁର : ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ବିନାୟକ ଆଚାର୍ଯ୍ୟ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ଏକ ସ୍ମାରକୀ ବକୃତମାଳା ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳର ଅଧ୍ୟକ୍ଷା ଡ.ପ୍ରମିଳା ଖାଡଙ୍ଗା ବିନାୟକ ଆଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପୂର୍ବକ ଉକ୍ତ କାର୍ଯ୍ୟକ୍ରମର…

ବିଭିନ୍ନ ଦାବି ନେଇ ଧର୍ମଘଟକୁ ଓହ୍ଲେଇଛି ଓଡିଶା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

ବ୍ରହ୍ମପୁର : ଆଜି ସାରା ରାଜ୍ୟରେ ୧୦୮ରେ କାର୍ଯ୍ୟରତ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲେଇଛନ୍ତି । ଦକ୍ଷିଣ ଓଡ଼ିଶାରେ ମଧ୍ଯ ଜରୁରି କାଳିନ 108 ଆମ୍ବୁଲାନ୍ସ ସେବା ଠପ୍ ହୋଇଥିବା ଦେଖିବାକୁ ମିଳିଛି। କେଉଁଠି ରୋଗୀ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛି ତ ଆଉ କେଉଠି ଦୁର୍ଘଟଣାର ଶିକାର…

ଧାନଘର ଉଚ୍ଚ ବିଦ୍ୟାଳୟରେ ମହାକବି ସୁବ୍ରମନିଆ ଭାରତୀଙ୍କ ଜନ୍ମଦିବସ ପାଳିତ 

ଚିକିଟୀ : ସାରା ଦେଶର ରାଜ୍ୟ ରାଜ୍ୟ ଭିତରେ ଥିବା ଭାଷା, ସଂସ୍କୃତି ଓ ପରମ୍ପରାର ବିଭେଦତା ଦୂର କରି ଭାଷା ମାଧ୍ୟମରେ ଏକତା ସୂତ୍ରରେ ଓ ବିଭିନ୍ନ ସାଂସ୍କୃତିକ ପରମ୍ପରାରେ ବାନ୍ଧିବା ଲକ୍ଷ୍ୟରେ ତାମିଲ ମହାକବି ସୁବ୍ରମନିଆ ଭାରତୀଙ୍କ ଜନ୍ମଦିବସ ଅବସରରେ ବ୍ଲକର ସମସ୍ତ ବିଦ୍ୟାଳୟରେ ଭାଷା…

ଦଣ୍ଡ ମୁକ୍ତ ଅଞ୍ଚଳରେ ଦଣ୍ଡିତ : ଛାତ୍ରଙ୍କ ମାଡ଼ ଦେଖି ଛାତ୍ରୀ ବେହୋସ

ଉମରକୋଟ/ରାଇଘର (୧୧/୧୨/୨୦୨୪) ଓଡ଼ିଶା ରାଜ୍ୟର ସବୁ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ରୂପେ ଘଷିତ ହେବା ପରେ ସ୍କୁଲରେ ଅମାନସିକ ଅତ୍ୟାଚାରର ଶିକାର ହେଉଛନ୍ତି ଛାତ୍ର / ଛାତ୍ରୀ।ଛାତ୍ର/ଛାତ୍ରୀଙ୍କ ପିତା ମାତା କେବେବି ନିଜ ସନ୍ତାନକୁ ଏତିକି କେବେ ମାରି ନାହାନ୍ତି ହେଲେ, ସ୍କୁଲ ଶିକ୍ଷକ ଅମାନସିକ…

ମାଲ୍ୟବନ୍ତ ମହୋତ୍ସବ ନେଇ ପଥଉତ୍ସବ

ମାଲକାନଗିରି : ମାଲ୍ୟବନ୍ତ ମହୋତ୍ସବ ନେଇ ମାଲକାନଗିରି ସହରର ବାଲିମେଳା ଛକ ଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଥିବା ମୁଖ୍ୟ ରାସ୍ତାରେ ପଥ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ। ଅନ୍ୟମାନଙ୍କ…

ମିଡିଆକିଆରେ ଭାରତୀୟ ଭାଷା ଉତ୍ସବ ଦିବସ ପାଳିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ମିଡିଆକିଆ ପଞ୍ଚାୟତ ର ନୂଆସାହି ପ୍ରାଥମିକ ବିଦ୍ୟାଳୟ ତରଫରୁ ଭାରତୀୟ ଭାଷା ଉତ୍ସବ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି l ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜଗଦୀଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ଆୟୋଜିତ ଏକ ସଭାରେ ମୁଖ୍ୟ ଅତିଥି…

ରାସ୍ତାରୁ ପାଇଥିବା ଟଙ୍କା ଫେରାଇଲେ ପୁଲିସ କର୍ମଚାରୀ

ହିଞ୍ଜିଳିକାଟୁ : ରାସ୍ତାରୁ ପାଇଥିବା ଟଙ୍କାକୁ ଫେରାଇ ମାନବିକତାର ପରିଚୟ ଦେଇଛନ୍ତି ଜଣେ ପୁଲିସ କର୍ମଚାରୀ। ଏଭଳି ଏକ ଘଟଣା ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ ଦେଖିବାକୁ ମିଳିଛି। ପ୍ରକାଶ ଯେ, ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନାରେ କାର୍ଯ୍ୟରତ ଏପିଆର କନେଷ୍ଟବଳ ସାଗର ନାହାକ…

ଲକ୍ଷ୍ମୀବସ୍ ସହ କାର୍ ଧକ୍କା

ହିଞ୍ଜିଳିକାଟୁ : ବୁଧବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ତାରାତାରିଣୀ ରାସ୍ତାରେ ରାସ୍ତା ପ୍ବାର୍ଶ୍ବରେ ଥିବା ଏକ କାର୍ (ଓଡି୦୭କେ ୮୨୮୪) ପଛକୁ ଲକ୍ଷ୍ମୀ ବସ୍ (ଓଡି୦୭ଏଟି ୯୫୫୨) ଧକ୍କା ଘଟିଛି। ଦୂର୍ଘଟଣାରେ କୈାଣସି ବଡ ଧରଣର କ୍ଷୟକ୍ଷତି ଘଟିନଥିବା ବେଳେ କାରର ପଛଭାଗ…

ହିଞ୍ଜିଳିକାଟୁରେ ପାର୍କିଂ ଫି’ ଆଦାୟକୁ ନେଇ ଗଣ୍ଡଗୋଳ, ବସ୍ ଟର୍ମିନାଲ ପରିସର ପାଲଟିଲା ରଣକ୍ଷେତ୍ର

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀ ଥାନା ଘେରିଲେ, ୩ ଗିରଫହିଞ୍ଜିଳିକାଟୁ : ବସ୍ ଟର୍ମିନାଲ ପରିସରରେ ଗାଡି ପାର୍କିଂ କରିବା ଏବଂ ପାର୍କିଂ ଫି’ ବାବଦକୁ ଅର୍ଥ ମାଗିବା ପଡିଛି ମହଙ୍ଗା । ବସ୍ ଟର୍ମିନାଲ ପରିସରରେ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଜାଗା ନଥିବାରୁ , ଫି ନେଦବା ଏବଂ…

ପ୍ରଦୀପ ପାଣିଗ୍ରାହୀଙ୍କ ଠକେଇ ମାମଲାରେ କିଏ ସତ କହୁଛି….!

ମିଛ କହିଥିବା ବ୍ୟକ୍ତି କାହିଁକି ସଜା ପାଇବେ ନାହିଁ….?ବ୍ରହ୍ମପୁର: ରାଜନୈତିକ ପଶା ପାଲିରେ ବହୁ ନେତା ମିଥ୍ୟା ମାମାମଲା ରେ ଜେଲ ଯାଇଥିବାର ନଜିର ରହିଛି। ଗଞ୍ଜାମ ଜିଲ୍ଲାର କଂଗ୍ରେସ ର ଟାଣୁଆ ଯୁବ ନେତା ରମେଶ ଜେନା ମଧ୍ୟ ରାଜନୈତିକ ଚକ୍ରଭିୟୁ ଛନ୍ଧି ହୋଇ ଜେଲ ଯାଇଥିଲେ। ରମେଶ ଜେନା ଙ୍କ…