Browsing Category

ଆଞ୍ଚଳିକ

ବାବୁ ମାନଙ୍କ କଳା ସାମ୍ରାଜ୍ୟ ପିସି ଟଙ୍କାରେ ଜମି ପ୍ଲଟ କ୍ରୟ କରୁଛନ୍ତି

ଭିଜିଲାନ୍ସ ବିଭାଗ ଜଳକା……..ବ୍ରହ୍ମପୁର : ବାବୁ ମାନଙ୍କ ନାମରେ କୋଟି କୋଟି ଟଙ୍କାର ଜମି ରହିଥିବା ନିସର୍ତ୍ତ ରେ ପୂର୍ବରୁ ଖବର ପ୍ରକାଶ ହୋଇଥିଲେ। ନୂତନ ସରକାର ଆସିବା ପରେ ଗଞ୍ଜାମ ଜିଲ୍ଳାକୁ ଛାଡ଼ି ଅନ୍ୟ ଜିଲ୍ଳାରେ ଭିଜିଲାନ୍ସ ବିଭାଗ ଆକ୍ସନ ମୁଡ଼ରେ ଆସିଯାଇଛି। ଗତ କିଛି ଦିନ ହେଲା

ରୋଗୀଙ୍କୁ ଭାରରେ ବୋହି ଆଣିଲେ ଡାକ୍ତରଖାନା

ଫୁଲବାଣୀ : ସ୍ଵାଧୀନତାର ୭୬ ବର୍ଷ ପରେ ମଧ୍ଯ ଗ୍ରାମ କୁ ରାସ୍ତା ନିର୍ମାଣ ହୋଇ ପାରିନି l ଫଳରେ ଗ୍ରାମରୁ ରୋଗୀଙ୍କୁ ଭାର ବାଡିରେ ବୋହି ଆଣାଯାଉଛି ଡାକ୍ତରଖାନା l ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକର କୁବେରିମୁଣ୍ଡା ଗାଁର ଜଣେ ମହିଳା ଅନନ୍ତି ପ୍ରଧାନଙ୍କ ଦେହ ଖରାପ ଥିଲା

ମାଲକାନଗିରି ମହାବିଦ୍ୟାଳୟରେ କ୍ରାନ୍ତି ଦିବସ ପାଳନ

ମାଲକାନଗିରି : ମାଲକାନଗିରି ମହାବିଦ୍ୟାଳୟ ଶହୀଦ ଲକ୍ଷ୍ମଣ ନାୟକ ଛାତ୍ରlବାସ ପ୍ରାଙ୍ଗଣରେ 'କ୍ରାନ୍ତି ଦିବସ' ଓ 'ବିଶ୍ୱ ମୂଳ ନିବାସୀ ଦିବସ' ପାଳିତ ହୋଇଯାଇଛି l ଏହି ଦିବସ ଅବସରରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ଙ୍କ ନେତୃତ୍ୱରେ ଏହି ଦିବସର ମୁଖ୍ୟ ଅତିଥି ବରିଷ୍ଠ ପ୍ରଧ୍ୟାପକ ଅଶୋକ କୁମାର

ଜିଲ୍ଲାସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ…

ମାଲକାନଗିରି, ୯/୦୮/୨୪: ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବା ବ୍ୟବସ୍ଥା ନେଇ ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ ଯୋଗ

ଶିଶୁମନ୍ଦିରରେ ବୃକ୍ଷରୋପଣ, ବରିଷ୍ଠ ନାଗରିକଙ୍କ ପକ୍ଷରୁ ସମ୍ବର୍ଦ୍ଧନା

ବ୍ରହ୍ମପୁର : ରାଜ୍ୟ ପରିବହନ, ବାଣିଜ୍ୟ ଓ ଇସ୍ପାତ ମନ୍ତ୍ରୀ ବିଭୁତି ଭୂଷଣ ଜେନାଙ୍କ ଗଞ୍ଜାମ ସହର ଗ୍ରସ୍ତ ସମୟରେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବୃକ୍ଷ ରୋପଣ କରିଥିଲେ l ମାଆଟିଏକୁ ଗଛଟିଏ କହିବା ସହ ପୂର୍ବତନ ଉପବାଚଷ୍ପତି ରାମ ଚନ୍ଦ୍ର ପଣ୍ଡାଙ୍କ ମାଆଙ୍କ ନାମରେ ଗଛଟିଏ

ଏକ ଡକାୟତି ଉଦ୍ୟମରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୧୦ ହଜାର ଜୋରିମାନା

ଫୁଲବାଣୀ : ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ ଶ୍ରୀମତୀ ମୁନ ରାଣୀ ମିଶ୍ର ଏକ ଡକାୟତି ଉଦ୍ୟମର ମାମଲାକୁ ୧୫ ଜଣସାକ୍ଷୀ, ଆଧାରରେ ବିଚାର କରି ମୁମତାଜ ଅଲ୍ଲୀ, ଚନ୍ଦ୍ର ଶେଖର ନାୟକ, ଶରତ ନାୟକଙ୍କୁ (ଦଶପଲ୍ଲା ଅଞ୍ଚଳ) ଦୋଷୀ ସାବ୍ୟସ୍ତ କରି ୧୦ଵର୍ଷ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜୋରିମାନା

ଚାଷୀ ଭାଇଭଉଣୀମାନଙ୍କୁ, ଗାଈଗୋରୁ, ଛେଳି ଓ ମେଣ୍ଢା ଫାଟୁଆ ରୋଗ ନିରାକରଣ ସଚେତନତା

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ରାଏବଗା ପଞ୍ଚାୟତର ସାପ୍ତାହିକ ହାଟୋ ପରିସରରେ ସମସ୍ତ ଚାଷୀ ଭାଇ ଭଉଣି ମାନଙ୍କୁ, ଗାଈ, ଗୋରୁ, ଛେଳି, ଓ ମେଣ୍ଢା ଫାଟୁଆ ରୋଗ ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ସମସ୍ତ ଚାଷୀ ମାନଙ୍କୁ ଜାଣିବା ଉଚିତ

ଗଞ୍ଜାମ ଜିଲ୍ଲାରେ ଅନୁଷ୍ଠିତ ହରଘର ତ୍ରିରଙ୍ଗା -୨୦୨୪ କାର୍ଯ୍ୟକ୍ରମ

ଛତ୍ରପୁର : ଗଞ୍ଜାମ ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତ , ବ୍ଲକ୍, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସହରାଞ୍ଚଳରେ ପାଳିତ ହେବ “ହର ଘର ତ୍ରିରଙ୍ଗା” କାର୍ଯ୍ୟକ୍ରମ । ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ନିର୍ଦ୍ଦେଶ ମୁତାବକ ଭାରତର ସମସ୍ତ ସ୍ଥାନରେ ଆଜାଦ୍ କା ଅମୃତ ମହୋତ୍ସବ ଅଧିନରେ “ହରଘର

କାଠମିଲ୍ ରେ ଆହତଙ୍କୁ ସହାୟତା କଲା ଗୋପବନ୍ଧୁ ସେବା ସମିତି

ଚିକିଟୀ : ଏହି ଅଞ୍ଚଳର ସ୍ବେଚ୍ଛାସେବୀ ସଙ୍ଗଠନ ଗୋପବନ୍ଧୁ ସେବା ସମିତି ଓଡ଼ିଶା ଆନ୍ଧ୍ର ସୀମାନ୍ତ ଅଞ୍ଚଳ ର ଜଣେ କାଠ ମିଲ ରେ ଆହତ ଶ୍ରମିକ ଙ୍କୁ ଚିକିତ୍ସା ପାଇଁ ସହାୟତା ର ହାତ ବଢ଼େଇଛନ୍ତି। ଆହତ ଜଣକ ହେଉଛନ୍ତି ପଲାସା ନିର୍ବାଚନ ମଣ୍ଡଳୀ ମଞ୍ଜୁସା ମଣ୍ଡଳ ହୁନାଳି ଗ୍ରାମ ର ରାବଣ

ଚିକିଟୀରେ ଖୋଲା ହେଲା ମୋ ଖତ କାଉଣ୍ଟର

ଚିକିଟୀ : ଆଜି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଏକ ମୋ ଖତ କାଉଣ୍ଟର ଆନ୍ଧ୍ରା ବ୍ୟାଙ୍କ ସ୍ଥିତ ମାର୍କେଟ କଂପ୍ଲେକ୍ସ ରେ ଉଦଘାଟନ କରାଗଲା। ଏହି କାଉଣ୍ଟର କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଦୀପା କୁମାରୀ ସାହୁ ଉଦଘାଟନ କରିଥିଲେ।ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ