Browsing Category

ଆଞ୍ଚଳିକ

ସୁରକ୍ଷା କର୍ମୀ ଓ ମାଓବାଦୀ ମୁହାଁମୁହିଁ, ଜଣେ ମାଓବାଦୀ ନିହତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମିଡ଼ିଆକିଆ ପଞ୍ଚାୟତର ସେସାର ଗାଁ -ଅଡାଙ୍ଗି ଜଙ୍ଗଲ ରେ ମାଓବାଦୀ କ୍ୟାମ୍ପ ରହିଥିବା ଗୁଇନ୍ଦା ସୂଚନା ମୁତାବକ ଶୁକ୍ରବାର ସକାଳୁ ଏସଓଜି ଏବଂ ଡିଏଭିଏଫ ସୁରକ୍ଷା ଯବାନ କୁମ୍ବିଂ ବେଳେ ହେଲେ ସୁରକ୍ଷା କର୍ମୀ ମାଓବାଦୀ-ମୁହାଁ

ଦୁଇ ସାମ୍ବାଦିକଙ୍କ ଦ୍ଵାରା ଟ୍ରାଫିକ ସଚେତନତା

ଫୁଲବାଣୀ : ଫୁଲବାଣୀ ର ଦୁଇ ଯୁବ ସାମ୍ବାଦିକ ଟ୍ରାଫିକ ସଚେତନତା କରୁଥିବା ଦେଖିବାକୁ ମିଳିଛି । କନ୍ଧମାଳ ଜିଲ୍ଲା ଫୁଲବାଣୀ ଅଞ୍ଚଳରେ ପ୍ରତିଦିନ କିଛି ନା କିଛି ଦୁର୍ଘଟଣା ଦେଖିବାକୁ ମିଳୁଛି । ଯାହାଦ୍ବାରା କି ଦୁର୍ଘଟଣା ହୋଇ ଦୈନିକ ମୃତୁ ସଂଖ୍ୟା ବଢ଼ିବାରେ ଚାଲିଛି । ପ୍ରଶାସନ ପକ୍ଷରୁ

ବନ ବିଭାଗ ପକ୍ଷରୁ କ୍ରେଷ୍ଟେଡ ସର୍ପ ଇଗଲ ଉଦ୍ଧାର…

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସଦରମହକୁମା ର ଫୁଲବାଣୀ ପୌର ପରିଷଦ ପେଞ୍ଜିସାହିର ଏକ ବରଗଛ ତଳେଅସୁସ୍ଥ ବିଲୁପ୍ତ ବିରଳ ଚିଲ ପକ୍ଷୀକୁ ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ଏହି ହିମାଲୟାନ ଚିଲ ର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଉଛି। ସୂଚନା ଅନୁଯାୟୀ ଏହି

ଦୁର୍ନୀତି ରେ ଉବୁଟୁବୁ ଗଞ୍ଜାମ ଜିଲ୍ଲା : ଦୁର୍ନୀତି ର ଶୀର୍ଷ ରେ ଜିଲ୍ଲାରେ ଥିବା ତହସିଲ…

ଲାଞ୍ଚ ନାହିଁତ ଶୁଣିବାକୁ ନାରାଜ କର୍ମଚାରୀ...!! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଅଧିକାଂଶ ସରକାରୀ କାର୍ଯ୍ୟାଳୟ ରେ ବିନା ପିସି ରେ ଛୋଟ ହେଉକି ବଡ଼ କାର୍ଯ୍ୟ ହେଉନାହିଁ। ଏହାର ନଗ୍ନ ନମୁନା ଧରାକୋଟ ତହସିଲ ରେ ଗତ ବୁଧବାର ଦିନ ଦେଖିବାକୁ ମିଳିଛି। ରେକଡ଼ ରୁମର ସିମାଞ୍ଚଳ ମଲ୍ଲିକ

ବାତ୍ୟା ଦାନା ର ଅବପାତ କୁ ନେଇ ସମସ୍ତ ପ୍ରସ୍ତୁତି…

ଚିକିଟୀ -ପାଣିପାଗ ବିଭାଗ ର ସୂଚନା ପ୍ରକାରେ ସାମୁଦ୍ରିକ ଝଡ଼ "ଦାନା,ଭୀଷଣ ବାତ୍ୟାର ରୂପ ନେବ। ପୁର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଏହା ଅଧିକା ଘନୀଭୂତ ହୋଇ ଗଭୀର ଅବପାତ ରେ ପରିଣତ ହୋଇ ୨୩ ତାରିଖ ରାତି

ପୋଲିଓ ମୁକ୍ତ ଲକ୍ଷ୍ୟ ନେଇ ରୋଟାରୀ କ୍ଲବ ପକ୍ଷରୁ ରାଲ୍ଲୀ…

ଫୁଲବାଣୀ - ସାରା ବିଶ୍ୱକୁ ପୋଲିଓ ମୁକ୍ତ କରିବା ଲକ୍ଷ୍ୟ ନେଇ ଗୁରୁବାର ବିଶ୍ୱ ପୋଲିଓ ଦିବସ ଅବସରରେ ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଥିଲା l ରାଲି ମେଡିକାଲ ଛକ ରୁ ବାହାରି କୋର୍ଟ ଛକ ଦେଇ ବିଜୁ ପଟନାୟକ ଛକ ରେ ପହଞ୍ଚିଥିଲା l ରୋଟାରୀ କ୍ଲବର ପୂର୍ବତନ

ଭୂଲିଯାଇଥିବା ପାରମ୍ପରିକ ଖାଦ୍ୟ ମେଳା…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସ୍ୱେଛାସେବି ଅନୁଷ୍ଠାନ ସ୍ୱାତୀ ଓ ରାଇକିଆ ଅନ୍ନ କାର୍ଯ୍ୟକ୍ରମର ମିଳିତ ଉଦ୍ୟମରେ ରାଇକିଆ ସ୍ଥିତ କୃଷକ ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ ଦିନିକିଆ ପାରମ୍ପରିକ ବା ଭୂଲିଯାଇଥିବା ଖାଦ୍ୟ ମେଳା ରାଇକିଆ ବ୍ଲକ୍ ଅଧ୍ୟକ୍ଷ ପ୍ରିତମ ପ୍ରଧାନଙ୍କ ଦ୍ୱାରା ସୁଭ

ଅଜଣା ଗାଡି ଧକ୍କାରେ ଜଣେ ଶିଶୁଙ୍କ ମୃତ୍ୟୁ…

ବାଲିଗୁଡା, : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଅଜଣା ଗାଡି ଧକ୍କାରେ ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଉକ୍ତ ଥାନା ଟେକାବାଡି ଅଞ୍ଚଳର ଆପିନ ପ୍ରଧାନଙ୍କ ୩ ବର୍ଷର ପୁଅ ଲିଭିଷ୍ଟାନ। ସୂଚନାନୁଯାୟୀ, ବୁଧବାର ଅପରାହ୍ନରେ ଲିଭିଷ୍ଟାନ

ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଭୋଟର ତାଲିକାର ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟ ଆରମ୍ଭ ହେବ । ଏହି ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମର ଶୁଭାରମ୍ଭ ଅବସରରେ ଚଳିତ ମାସ ୨୯ ତାରିଖ ଦିନ ଜିଲ୍ଲା ଓ ଉପଖଣ୍ଡ ସଦର ମହକୁମାରେ ପଥ ଉତ୍ସବ ଓ ୱାକାଥନ୍ କରାଯିବ । ସେହି ୨୯ ତାରିଖ ଦିନ

ମହାବିଦ୍ୟାଳୟରେ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ଏ .ଏ ମ୍.ସି. ଏସ୍ ମହାବିଦ୍ୟାଳୟରେ ପ୍ରାଧ୍ୟାପକ ଦୀନବନ୍ଧୁ ମହାନ୍ତି ପୁଣି ଥରେ ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଛନ୍ତି ।ଶ୍ରୀଯୁକ୍ତ ମହାନ୍ତିଙ୍କୁ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚ।ରୀ ଓ ଛାତ୍ର ଛାତ୍ରୀ ପୁଷ୍ପ ଗୁଛ ଓ ଉପଢ଼ୌକନ ଦେଇ