Browsing Category

ଆଞ୍ଚଳିକ

ଦାନା ପାଇଁ ହିଞ୍ଜିଳିରେ ୫୭୨ ଜଣଙ୍କୁ ସ୍ଥାନାନ୍ତର…

ହିଞ୍ଜିଳିକାଟୁ, ତା ୨୪।୧୦(): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବାତ୍ୟା ଦାନାର ତିବ୍ରତା ଓ ପ୍ରଭାବ କେତେ ରହିବ ତାହା ଆକଳନ ହୋଇ ପାରିନଥିଲେ ମଧ୍ୟ ଏହାର ସଫଳ ମୁକାବିଲା ପାଇଁ ହିଞ୍ଜିଳିକାଟୁ ପ୍ରଶାସନ ପକ୍ଷରୁ ଜୋରଦାର ପ୍ରୟାସ କରାଯାଇଛି। ପୈାର ଓ ବ୍ଳକ ପ୍ରଶାସନ ପକ୍ଷରୁ ହେଲ୍ପ୍

ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ଖାଦ୍ୟ ପ୍ରତି ଗୁରୁତ୍ୱ…

ବଡ଼ଗାଁ/ ସୁନ୍ଦରଗଡ - ୨୪/୧୦/୨୪ ସୁନ୍ଦରଗଡ ଜିଲ୍ଲା ବଡ଼ଗାଁ ବ୍ଲକ ଅନ୍ତର୍ଗତ ଟିମନା ଗ୍ରାପ ପଞ୍ଚାୟତର ଘୁଘୁରିବେରନା ଗ୍ରାମରେ ଶ୍ରୀ ଅନ୍ନ ଯୋଜନାରେ ମାଣ୍ଡିଆ ଖାଦ୍ୟ ଓ ଲୁପ୍ତ ହୋଇଯାଉଥିବା ପାରମ୍ପରିକ ଖାଦ୍ୟ,ଶସ୍ୟ ଓ ପାରମ୍ପରିକ କୃଷି ଐତିହ୍ୟକୁ ଉଜ୍ଜୀବିତ ରଖିବା ପାଇଁ ଏକ ଖାଦ୍ୟ ସମାବେଶ

ସ୍ବାଭିମାନ ଅଞ୍ଚଳର ୫ ପଞ୍ଚାୟତ ଚାଷ ପାଇଁ ପାଣି ଏବଂ ବିଦ୍ୟୁତ୍ ଯୋଗାଣରୁ ବଞ୍ଚିତ :ଗ୍ରାମବାସୀ ଜିଲ୍ଲାପାଳଙ୍କ ନିକଟରେ…

ମାଲକାନଗିରି : ମାଲକାନଗିରି ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଗତକାଲି ସ୍ବାଭିମାନ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଦାରଖ କରିଥିଲେ।ଏହି ସମୟରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳର ୫ ପଞ୍ଚାୟତରେ ଚାଷ ପାଇଁ ପାଣି ପହଁଞ୍ଚି ପାରୁନଥିବା ଏବଂ ବିଦ୍ୟୁତ୍

ଆସିକା ଧାନ ମିଲର ସହ ସରକାରୀ ବାବୁଙ୍କ ଫିକ୍ସଙ୍ଗ ସରିଛି…!

ଦୁଃଖୀ ଚାଷୀର ଅମଳ ଧାନ ଲୁଟି ନେବେ ଏବେ ମିଲର……! ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳରେ ଚାଷୀଙ୍କ ମୁଣ୍ଡରେ ଚଡକ ଆଗକୁ ଆସୁଛି ଖରିପ ଋତୁ ଧାନ ବିକ୍ରି ଗରିବ ଚାଷୀ ଟି ବର୍ଷ ସାରା ଧାନ ବିଲରେ ଧାନ ଅମଳ କରିବା ପାଇଁ ମୁଣ୍ଡର ଝାଳ ତୁଣ୍ଡ ମାରି ଜଗି ଥାଏ। ଧାନଟି ଅମଳ ହେଲେ ସେ

ଔଷଧ ବ୍ୟବସାୟଙ୍କୁ ହତ୍ୟା : ଅଭିଯୁକ୍ତ ଫେରାର

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା କରଡ଼ା ଗ୍ରାମରେ ଜଣେ କ୍ୱାକଙ୍କୁ ହତ୍ୟା କରାଯାଇଛି। କରଡ଼ା ଗ୍ରାମର ଅନିକ ପଟ୍ଟନାୟକ ନାମକ ବ୍ୟକ୍ତି ଗ୍ରାମରେ ଔଷଧ ପତ୍ର ବ୍ୟବସାୟ କରି ଆସୁଥିଲେ। ମଙ୍ଗଳବାର ସନ୍ଧ୍ୟାରେ ପୋଢ଼ମାରୀ ଗ୍ରାମରୁ କୌଣସି କାମରେ ଯାଇ

ବେଆଇନ ଭାବେ ବାଣ ଗଛିତ ଏବଂ ବିକ୍ରୟ ବିରୁଦ୍ଧରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ

ବ୍ରହ୍ମପୁର : ବହୁ ଜନବହୁଳ ଅଞ୍ଚଳରେ ବେଆଇନ ଭାବେ ବାଣ ଗଚ୍ଛିତ କରିବା ଏବଂ ବିନା ଅନୁମତିରେ ବିକ୍ରୟ କରିବା ଅଭିଯୋଗରେ ଆଜି ବିଭିନ୍ନ ସ୍ଥାନରେ ପୋଲିସ ପକ୍ଷରୁ ଚଡାଉ କରାଯାଇଥିଲା । ଏଭଳି ବେଆଇନ ଭାବେ ବାଣ ଗଛିତ ରଖିବା ଦ୍ୱାରା ଅଗ୍ନି ଦୁର୍ଘଟଣା ଏବଂ ବିସ୍ଫୋରଣର ବିପଦ ରହିଥିବା

ସ୍ୱାଭିମାନ ଅଂଚଳରୁ ବିଏସଏଫ ଯବାନ ଦ୍ୱାରା ମାଓ ଡମ୍ପ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବ୍ଲକ ଅନ୍ତର୍ଗତ ସ୍ୱାଭିମାନ ଅଂଚଳ ଘନବେଢାଏବଂ ଗୋରାସେତୁ 177ବିଏସଏଫ ଯବାନଙ୍କ ଦ୍ୱାରା ବିପୁଳ ପରିମାଣର ମାଓ ଡମ୍ପ ଉଦ୍ଧାର l ମିଳିଥିବା ସୂଚନା ଅନୁଯାଇ ଘନବେଢାଏବଂ ଗୋରାସେତୁ ବିଏସଏଫ କ୍ୟାମ୍ପ ଯବାନକୁ ଅଣ୍ଡ୍ରାପାଲି ପଂଚାୟତ ଅନ୍ତର୍ଗତ

ସାମ୍ୱାଦିକଙ୍କ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ

ମାଲକାନଗିରି : ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କର୍ମଜୀବୀ ସାମ୍ବାଦିକଙ୍କ ନିମନ୍ତେ ଓଡ଼ିଶା କର୍ମଜୀବୀ ସାମ୍ବାଦିକ କଲ୍ୟାଣ ଯୋଜନାରେ ସ୍ବାସ୍ଥ୍ୟ ବୀମା କାର୍ଡ ପ୍ରଦାନ କରାଯାଉଛି । ଚଳିତ ବର୍ଷ ମଧ୍ଯ ବିଭାଗ ପକ୍ଷରୁ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ଵାରା ସ୍ଵୀକୃତି

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା ଉପାନ୍ତ ଅଞ୍ଚଳ ରାଇଘର ବ୍ଲକର ଟିମନପୁର ପଞ୍ଚାୟତର ଗୋଟିଏ ଗ୍ରାମରେ ରାସ୍ତା ଖରାପ ଯୋଗୁଁ ଗ୍ରାମକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଖଟିଆରେ ବୁହାହେଲେ ଗର୍ଭବତୀ, ଫଳରେ ନବଜାତ ଶିଶୁ ପୁତ୍ର ମୃତ୍ୟୁ । ସୂଚନା ପ୍ରକାରେ ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି